ଖେଳ

ମିକ୍ସଡ ମାର୍ଶାଲ ଆର୍ଟ: ମ୍ୟାକ୍‌ ଗ୍ରେଗରଙ୍କ ତୃତୀୟଥର ପାଇଁ ଅବସର ଘୋଷଣା

ଡବଲିନ୍‌,୭।୬: ଆୟର୍ଲାଣ୍ଡର ମିକ୍ସଡ୍‌ ମାର୍ଶାଲ ଆର୍ଟ (ଏମ୍‌ଏମ୍‌ଏ) ଖେଳାଳି କନୋର ମ୍ୟାକ୍‌ ଗ୍ରେଗର ପୁଣି ଥରେ ଅବସର ଘୋଷଣା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ସେ ତୃତୀୟଥର ପାଇଁ ଅବସର ଘୋଷଣା କରିଛନ୍ତି। ସେ ଏନେଇ ଟୁଇଟ୍‌ କରି ସୂଚନା…

କୋହଲିଙ୍କ ସହିତ ଖେଳିଥିବାରୁ ଭାଗ୍ୟବାନ ମନେ କରୁଛି: ଓ୍ବିଲିୟମସନ

ମୁମ୍ବାଇ,୭।୬(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। କୋହଲିଙ୍କ ସହିତ ଖେଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ସେ କହିଛନ୍ତି। ଜଣେ ଯୁବରୁ ପରିପକ୍ୱ କ୍ରିକେଟର ହୋଇଥିବା କୋହଲିଙ୍କୁ ଆରମ୍ଭରୁ ଅତି…

ଲକ୍‌ଡାଉନ୍‌ରେ ଘରେ ବସି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କୋହଲି; ଜାଣନ୍ତୁ କେମିତି

କରୋନା ଭାଇରସ୍‌ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍‌ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ କୋହଲି ଘରେ ବସି ସୋସିଆଲ ମିଡିଆରେ ବେଶ୍‌…

ରାବାଡ଼ା କ୍ଷଣକୋପୀ ନୁହନ୍ତି

କୋଲକାତା, ୭ା୬ (ପି.ଟି.)- ଖେଳ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ ଯୋଗୁ ଅନେକ ଥର ଅଡୁଆରେ ପଡ଼ିଛନ୍ତି ଦକ୍ଷିଣଆଫ୍ରିକା ସ୍ପିଡ୍‌ଷ୍ଟର କାଭିସୋ ରାବାଡ଼ା। ଏଥିପାଇଁ ଅନେକେ ତାଙ୍କୁ କ୍ଷଣକୋପୀ ବୋଲି ମଧ୍ୟ କହିଥାନ୍ତି। କିନ୍ତୁ ପ୍ରକୃତରେ ତାହା ନୁହଁନ୍ତି ବୋଲି ଏହି ପେସ୍‌…

ବିବିିସି ଛାଡ଼ିଲେ ବୟକଟ୍‌

ଲଣ୍ଡନ, ୭ା୬ (ପି.ଟି.)-ପୂର୍ବତନ ଇଂଲଣ୍ଡ ଅଧିନାୟକ ଜେଫ୍ରି ବୟକଟ୍‌ ବିବିିସି ଟେଷ୍ଟ ମ୍ୟାଚ ସ୍ପେଶାଲ କମେଣ୍ଟ୍ରି ଟିମ୍‌ରୁ ଓହରିଯାଇଛନ୍ତି। କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିିବିସି କମେଣ୍ଟ୍ରି ଟିମ୍‌ ସହ ୭୯ ବର୍ଷୀୟ ବୟକଟ୍‌…

କରୋନାରେ ପୂର୍ବତନ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୭ା୬ (ପି.ଟି.)- କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପୂର୍ବତନ ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଖେଳାଳି ଇ. ହାମ୍‌ସାକୋୟାଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋଭିଡ୍‌-୧୯ରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ୬୧ ବର୍ଷୀୟ ହାମ୍‌ସାକୋୟାଙ୍କ ଜନ୍ମସ୍ଥାନ…

ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ, ନ୍ୟୁଜିଲାଣ୍ଡକୁ ଯୋଗ୍ୟତା

ନୂଆଦିଲ୍ଲୀ, ୭।୬(ପି.ଟି.)-ଆସନ୍ତାବର୍ଷ ଭାରତରେ ହେବାକୁଥିବା ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ଓସେନିଆ ଅଞ୍ଚଳରୁ ଏକମାତ୍ର ଦଳଭାବେ ନ୍ୟୁଜିଲାଣ୍ଡ ପ୍ରତିନିଧିତ୍ୱ କରିବା ନିଶ୍ଚିତ ହୋଇଛି। ଆୟୋଜକ ହିସାବରେ ଭାରତ ପ୍ରତିଯୋଗିତା ଖେଳିବ।…

ଆକ୍ରମଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ

ଇସଲାମାବାଦ, ୭।୬-ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଜଣାଶୁଣା କ୍ରିକେଟ ଭାଷ୍ୟକାର ଏବଂ ବିଶେଷଜ୍ଞ ଓ୍ବାସିମ ଆକ୍ରମ ନିଜ ସମୟର ୫ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାଛିଛନ୍ତି। ନିଜର ପୂର୍ବତନ ଟିମ୍‌ମେଟ୍‌ ବସିତ୍‌ ଅଲୀଙ୍କ ସହ ଏକ ଚାଟ୍‌ ଶୋ’ରେ ଭାଗନେବା…

ଆଇପିଏଲ ଆୟୋଜନ ପାଇଁ ୟୁଏଇ ଆଗ୍ରହୀ

ଦୁବାଇ, ୭।୬(ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଗ୍ରହ ପ୍ରକାଶ କରିଛି। କୋଭିଡ-୧୯ ପାଇଁ ଭାରତ ଯଦି ଏହି ବ୍ୟୟବହୁଳ ଟି୨୦ ଲିଗ୍‌କୁ ବାହାର ପରିବେଶରେ କରାଇବାକୁ ଆଗ୍ରହ ପ୍ରକାଶ କରେ…

ଏଏଫ୍‌ସି ଏସିଆନ କପ୍‌ ମହିଳା ଫୁଟବଲର ଉନ୍ନତି ସହାୟ ହେବ: ମେମୋଲ

ନୂଆଦିଲ୍ଲୀ,୬।୬(ପି.ଟି.): ଭାରତରେ ୨୦୨୨ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ମହିଳା ଏସିଆନ୍‌ କପ୍‌ ଫୁଟବଲ ଆୟୋଜନ ହେବ। ଘରୋଇ ଦର୍ଶକଙ୍କ ସାମ୍ନାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଲେ ଭାରତୀୟ ଫୁଟବଲର ବିକାଶ ହୋଇପାରିବ। ଏହା ଦ୍ୱାରା ଭାରତୀୟ ମହିଳା ଫୁଟବଲର…

ଅମ୍ଫନ ପୀଡ଼ିତଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଡ କଲେ ବାଂଲାଦେଶ କ୍ରିକେଟର

ଢାକା,୬।୬(ପି.ଟି.): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାଯ୍ୟ କରିବାକୁ ପାଇଁ ଦିନିକିଆ ଅଧିନାୟକ ତାମିମ ଇକ୍‌ବାଲଙ୍କ ନେତୃତ୍ୱରେ ବାଂଲାଦେଶ କ୍ରିକେଟ ଦଳ ଆଗକୁ ବାହିରିଛି। ବାତ୍ୟା ପୀଡିତ ଲୋକଙ୍କ ପାଇଁ ବିଶୁଦ୍ଧ ଜଳର ବ୍ୟବସ୍ଥା କରିଛନ୍ତି କ୍ରିକେଟର। ସାତଖିରାର…

କୋଭିଡ-୧୯: ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍‌ ୨୦୨୨କୁ ଘୁଞ୍ଚିଲା

ଲାଉସେନ,୬।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆମେରିକାର ୟାଙ୍କଟନରେ ଆୟୋଜନ ହେବାକୁ ଥିବା ୨୦୨୦ ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ମେଗା ଇଭେଣ୍ଟ ୨୦୨୨ରେ ଆୟୋଜନ ହେବ। ଏହି ଇଭେଣ୍ଟ ଏନ୍‌ଏଫ୍‌ଏଏ ଇଷ୍ଟନ ୟାଙ୍କଟନ ଆର୍ଚେରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?