ଖେଳ

ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇ: ସାମାଜିକ ନ୍ୟାୟ ପାଇଁ ଜୋର୍ଡାନ ଦେବେ ୭୫୫ କୋଟି ଟଙ୍କା

ଚାର୍ଲୋଟ,୬।୬(ଏପି): ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ମାଇକେଲ ଜୋର୍ଡାନ। ସମାଜରେ ଥିବା ରଙ୍ଗ ଭେଦକୁ ଦୂରେଇବା ପାଇଁ ଓ ସାମାଜିକ ସମାନତା ପ୍ରତିଷ୍ଠା କରିବା ଲାଗି ଜୋର୍ଡାନ ୧୦୦ ମିଲିୟନ ଆମେରିକୀୟ…

ମହିଳା ସୁପର ଲିଗ୍‌: ଚେଲସି ଚାମ୍ପିୟନ ଘୋଷିତ

ଲଣ୍ଡନ,୬।୬: ମହିଳା ଚେଲସି ଏଫ୍‌ସି ଏଥର ମହିଳା ସୁପର ଲିଗ୍‌ର ଚାମ୍ପିୟନ ଘୋଷିତ ହୋଇଛି। ଗତମାସ ୨୦୧୯-୨୦ ସେସନକୁ କୋଭିଡ୍‌-୧୯ ମହାମାରୀ କାରଣରୁ ବାତିଲ କରାଯାଇଛି। ଫଳରେ ‘ପଏଣ୍ଟ ପର ଗେମ୍‌’ ରେକର୍ଡକୁ ଦୃଷ୍ଟିରେ ରଖି ମଞ୍ଚେଷ୍ଟର ସିଟିକୁ ପଛରେ ପକାଇ…

ଡୋପିଂ ମାମଲାରେ ବିଶ୍ୱ ଚାମ୍ପିୟନ : ନାସେର ସସ୍‌ପେଣ୍ଡ

ମୋନାକୋ, ୬ା୬ (ଏପି)- ଡୋପ୍‌ ଟେଷ୍ଟ ପାଇଁ ଉପସ୍ଥିତ ନ ରହିିବାରୁ ମହିଳା ୪୦୦ ମିଟର ବିଶ୍ୱ ଚାମ୍ପିୟନ ସାଲଓ୍ବା ଇଦ୍‌ ନାସେରଙ୍କୁ ଶୁକ୍ରବାର ସାମୟିକ ସସ୍‌ପେଣ୍ଡ କରାଯାଇଛି। ବାହାରିନ୍‌ର ଏହି ସ୍ପ୍ରିଣ୍ଟର ହୋୟାରଏବାଉଟ୍ସ ନିୟମ ଉଲ୍ଲଂଘନ କରିଛନ୍ତି। ନାସେରଙ୍କ ବିରୋଧରେ…

ଜେହାନ ଦାରୁବାଲାଙ୍କୁ ଉପେକ୍ଷା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍‌ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ ଥିବାରୁ ଅନେକେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେହାନ ହେଉଛନ୍ତି ଦେଶର ଭାବୀ ଫର୍ମୁଲା…

ଆଇଡବ୍ଲ୍ୟୁଏଫ୍‌କୁ କ୍ଷତିପୂରଣ ମାଗିବେ ସଞ୍ଜିତା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଦୀର୍ଘ ଦିନ ଧରି ଚାଲିଥିବା ଡୋପ୍‌ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାରେ ବିଳମ୍ବ ଘଟିଥିବାରୁ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା କେ. ସଞ୍ଜିତା ଚାନୁ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ…

୧୦୦ ଗ୍ରାଣ୍ଡସ୍ଲାମ ପୂରଣ ଆଶାରେ ଲିଆଣ୍ଡର

ନୂଆଦିଲ୍ଲୀ, ୬।୬(ପି.ଟି.)- ଗ୍ରାଣ୍ଡସ୍ଲାମ ଖେଳି ଶତକ ପୂରଣ କରିବାରେ ୩ ପାଦ ଦୂରରେ ଅଛନ୍ତି ଭାରତର ତାରକା ଟେନିସ ଖେଳାଳି ଲିଆଣ୍ଡର ପେସ୍‌। ୧୦୦ ଗ୍ରାଣ୍ଡସ୍ଲାମ ପୂରଣ କରିବା ଆଶାରେ ଥିବା ଏହି ଭେଟେରାନ ଖେଳାଳି କୋଭିଡ-୧୯ ପାଇଁ ନିଜ ଲକ୍ଷ୍ୟ…

ଆଣ୍ଟୋନି, ମେହେରଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଦୁଇ ଯୁବ ଡିଫେଣ୍ଡର ହେଣ୍ଡ୍ରି ଆଣ୍ଟୋନି ଓ ସୌରଭ ମେହେରଙ୍କ ସହ ଚୁକ୍ତି କରିଛି ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି। ଗତ ଆଇ-ଲିଗ୍‌ ସିଜନରେ ଉଭୟ…

ଟି୧୦ ପ୍ରିମିୟର ଲିଗ୍‌ ଆୟୋଜନ ଯୋଜନା

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରେ ରାଜ୍ୟରେ ସମସ୍ତ ଆଉଟଡୋର କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ଥିବାବେଳେ ସ୍ଥାନୀୟ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବ ପକ୍ଷରୁ ଟି୧୦ ପ୍ରିମିୟର ଲିଗ୍‌ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଇଛି। ସରକାରଙ୍କ ଗାଇଡଲାଇନ୍‌କୁ ପାଳନ ସହ…

ଓଡିଶୀ ନୃତ୍ୟରେ ପାରଙ୍ଗମ ଏହି କ୍ରିକେଟର୍‌ଙ୍କ ଝିଅ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଝିଅ ସାନା ବେଳେବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ପିତାଙ୍କ ଟ୍ରୋଲ୍‌ କରି ତ ଆଉ କେତେବେଳେ ଗମ୍ଭୀର ମୁଦ୍ଦାକୁ ନେଇ ଟୁଇଟ୍‌ କରିଥାନ୍ତି। ୧୮ ବର୍ଷୀୟା ସାନା ମା’ ଡୋନା ଗାଙ୍ଗୁଲୀଙ୍କ…

ଜାତିଆଣ ମନ୍ତବ୍ୟ ନେଇ କ୍ଷମା ମାଗିଲେ ଯୁବରାଜ

ନୂଆଦିଲ୍ଲୀ,୫।୬(ପି.ଟି.): ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟ ଅବସରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କ୍ଷମା ମାଗିଛନ୍ତି। ଅଜାଣତରେ ଏଭଳି ମନ୍ତବ୍ୟ ଦେଇ ଜନତାଙ୍କ ମନରେ ଆଘାତ ଦେଇଥିଲି ବୋଲି ସେ କହିଛନ୍ତି।…

ଲକ୍‌ଡାଉନ୍‌ରେ ଟପ୍‌-୧୦ ଆୟକାରୀ ଆଥ୍‌ଲେଟ ତାଲିକାରେ କୋହଲି

ଲଣ୍ଡନ,୫।୬(ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଜଣାଶୁଣା ସୋସିଆଲ ମିଡିଆ ‘ଇନ୍‌ଷ୍ଟାଗ୍ରାମ୍‌’ରେ ପୋଷ୍ଟ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରିଛନ୍ତି। ଏ ଦୃଷ୍ଟିକୋଣରୁ…

ଟି୨୦ ବିଶ୍ୱକପ୍‌ ଉଚିତ ସମୟରେ ଆୟୋଜନ ହେବା ଆବଶ୍ୟକ: ଆକ୍ରମ

କରାଚୀ, ୫।୬(ପି.ଟି.): ସାରା ବିଶ୍ୱରେ କୋଭିଡ୍‌- ୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ନିଜ ମତ ପ୍ରକାଶ କରିଛନ୍ତି। ଉଚିତ ସମୟରେ ଏହି ମେଗା ଇଭେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?