ଜୟଦେବ ଉନାଡକଟ୍ଙ୍କ ନିର୍ବନ୍ଧ
ସୌରାଷ୍ଟ୍ର, ୧୬।୩ – ନିଜ ଅଧିନାୟକତ୍ୱରେ ଦୁଇଦିନ ତଳେ ସୌରାଷ୍ଟ୍ରକୁ ପ୍ରଥମଥର ଲାଗି ରଣ୍ଜୀ ଟ୍ରଫି ଚାମ୍ପିୟନ କରାଇଥିବା ଜୟଦେବ ଉନାଡକଟ୍ଙ୍କ ନିର୍ବନ୍ଧ ରବିବାର ଅନୁଷ୍ଠିତ ହୋଇଯାଇଛି। ୨୮ ବର୍ଷୀୟ ଉନାଡକଟ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରେ ଭାବିପତ୍ନୀଙ୍କ…
ମେଡିକାଲକୁ ବଲ୍ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍
ରୋମ୍,୧୬।୩(ଏଏଫ୍ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍ ମ୍ୟାଚ୍ରେ ୪ ଗୋଲ ସ୍କୋର କରିଥିବା ଆଟ୍ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍ ବର୍ଗାମୋର ଏକ ମେଡିକାଲକୁ ବଲ୍ ଦାନ କରିଛନ୍ତି। ଇଟାଲୀରେ ଏବେ କରୋନା ଭାଇରସ୍ର ସ୍ଥିତି ଅତ୍ୟନ୍ତ ଭୟଙ୍କର। ଏକ ହଜାରରୁ ଊର୍ଦ୍ଧ୍ୱ…
ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସଓ୍ବେଲ
ମେଲବୋର୍ନ,୧୬।୩- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଭାରତୀୟ ବଂଶଦ୍ଭୋବ ମହିଳା ବାନ୍ଧବୀ ବିନି ରମଣଙ୍କ ସହ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛନ୍ତି। ଦୁହିଙ୍କ ନିର୍ବନ୍ଧ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଫଟୋରେ ଦୁହେଁ ଭାରତୀୟ ପାରମ୍ପରିକ ପୋଷାକ…
ପ୍ରଥମ ଥର ପିଏସ୍ଏଲ ଫାଇନାଲରେ ଲାହୋର
ଲାହୋର,୧୬।୩(ଏପି)- କ୍ରିସ୍ ଲିନ୍ଙ୍କ ୫୨ ବଲରେ ବିସ୍ଫୋରକ ଶତକ ଯୋଗୁ ଲାହୋର କ୍ୱାଲାଣ୍ଡର୍ସ ପ୍ରଥମ ଥର ପାଇଁ ପିଏସ୍ଏଲ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପଏଣ୍ଟ ଟେବୁଲ ଟପ୍ପର ମୁଲତାନ ସୁଲତାନକୁ ୯ ଉଇକେଟରେ ହରାଇ…
ଓମାନ ଓପନ୍ ଫାଇନାଲରେ ଶରଥ୍
ମସ୍କଟ, ୧୫।୩ (ପି.ଟି.)- ଭାରତୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ୍ କମଲ ଏଠାରେ ଚାଳିଥିବା ଆଇଟିଟିଏଫ୍ ଚ୍ୟାଲେଞ୍ଜର ପ୍ଲସ ଓମାନ୍ ଓପନ୍ର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଶରଥ୍ ରୁଷିଆର କିରିଲ ସ୍କାଚକୋଭଙ୍କୁ…
ଚେନ୍ନାଇ ଛାଡ଼ିଲେ ଧୋନୀ
ଚେନ୍ନାଇ, ୧୫।୩- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ମାରାତ୍ମକ କରୋନା ଭାଇରସ୍ ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।…
କରୋନା ଭାଇରସ: ମହିଳା ହକି ଖେଳାଳିଙ୍କୁ ବିମାନ ବନ୍ଦରରୁ ଫେରିବାକୁ କୁହାଗଲା
ବେଙ୍ଗାଲୁରୁ,୧୫।୩- କରୋନା ଭାଇରସ ଏବେ ଭାରତୀୟ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିକି ଖେଳାଳିମାନଙ୍କୁ ନିଜ ଘରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ସ୍ଥାନୀୟ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ କଡ଼ା ଟ୍ରେନିଂ ତଥା ପ୍ରଶିକ୍ଷଣ ସାରି…
କରୋନା ଭାଇରସ୍: ସେଫିଲ୍ଡ ସିଲ୍ଡ୍ ଫାଇନାଲ ରାଉଣ୍ଡ ବାତିଲ
ମେଲବୋର୍ନ, ୧୫।୩(ପି.ଟି.)- ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଲିଗ୍ ଭାବେ ଜଣାଶୁଣା ଥିବା ସେଫିଲ୍ଡ ସିଲ୍ଡର ପାଇନାଲ ରାଉଣ୍ଡକୁ ବାତିଲ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିଷ୍ପତ୍ତି ନେଇଛି। କରୋନା ଭାଇରସ୍ କାରଣରୁ ସୃଷ୍ଟି ହୋଇଥିବା ମହାମାରୀକୁ ଦୃଷ୍ଟିରେ ରଖି ଏପରି…
କରୋନା ଭାଇରସ: ସିରିଜ ଏ’ରେ ୧୧ ଖେଳାଳି ସଂକ୍ରମିତ
ରୋମ,୧୫।୩(ପି.ଟି.)- ଇଟାଲୀ ଫୁଟବଲ ଲିଗ୍ ସିଷ୍ଟମର ଏକ ପେସାଦାର ଲିଗ୍ ଭାବେ ଜଣାଶୁଣା ଥିବା ସିରିଜ ଏ’ରେ ମୋଟ ୧୧ ଜଣ ଖେଳାଳି କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ଏହା ଏକ ସଙ୍କଟଜନକ ପରିସ୍ଥିତି ବୋଲି ସିରିଜ ଏ’ର ଡାକ୍ତରମାନେ ଘୋଷଣା…
ସୁଯୋଗ ହାତଛଡ଼ା କରି ମୂଲ୍ୟ ଦେଲୁ: ଚେନ୍ନାଇନ୍ କୋଚ୍
ମାରଗାଓ, ୧୫।୩(ପି.ଟି.)- ଆଇଏସ୍ଏଲ୍ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍ ରନର୍ସଅପ୍ ହୋଇଛି। ତେବେ ଏହା ଚେନ୍ନାଇନ୍ ହେଡ୍ କୋଚ୍ ଓଓ୍ବେନ କୋଏଲ୍ଙ୍କର ହଜମ ହୋଇନାହିଁ। କୋତୋଟି ସୁଯୋଗ ମିଳିଥିଲେ ମଧ୍ୟ ଏହାର ସଦ୍ ଉପଯୋଗ ଆମେ କରିପାରି…
ଆଇଏସ୍ଏଲ୍ ଅଧିକ ପେସାଦାର ହୋଇଛି: ହାବାସ
ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍ ଖୁସି ହୋଇଛନ୍ତି ହେଡ୍ କୋଚ୍ ଆଣ୍ଟୋନିଓ ହାବାସ। ସେ ମଧ୍ୟ ଭାରତର ଏହି ଶ୍ରେଷ୍ଠ ଫୁଟବଲ ଲିଗ୍କୁ ବେଶ୍…
କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା
ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍ କାରଣରୁ ଭାରତରେ ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା। ଆଥ୍ଲେଟିକ୍ସ:…
Archives


