ଖେଳ

ଏଫ୍‌ସି ଗୋଆ ସହ ଆହୁରି ୨ବର୍ଷ ରହିବେ ବେଡିଆ

ପଣଜୀ, ୯ା୬ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଏଫ୍‌ସି ଗୋଆ ଏଡୁ ବେଡିଆଙ୍କ ସହ ଚୁକ୍ତି ନବୀକରଣ କରିଛି। ଫଳରେ ଏହି ସ୍ପେନ୍‌ ଫୁଟ୍‌ବଲର ଦଳ ସହିତ ୨୦୨୨ ପର୍ଯ୍ୟନ୍ତ ରହିବେ। ଆଇଏସ୍‌ଏଲ ସିଜନ ଆରମ୍ଭରେ ୨୦୧୭/୧୮ରେ ରିଅଲ ଜାରାଗୋଜା…

ଚାରି ନମ୍ବର ସ୍ଥାନ ପକ୍କା କରିଛନ୍ତି ଶ୍ରେୟାସ

କୋଲକାତା, ୯ା୬ (ପି.ଟି.)-ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଭାରତୀୟ କ୍ରିକେଟ ଦଳରେ ୪ ନମ୍ବର ସ୍ଥାନ କିଏ ପୂରଣ କରିବା ସେ ନେଇ ଦୀର୍ଘ ଦିନ ହେଲା ବିତର୍କ ଚାଲିଥିଲା। ଏହି ସ୍ଥାନ ବୋଧହୁଏ ମୁଁ ପକ୍କା କରିସାରିଛି ବୋଲି କହିଛନ୍ତି ପ୍ରତିଭାସମ୍ପନ୍ନ…

ଯୁବଦର୍ଶକଙ୍କ ଲାଗି ନୂଆ ଟେନିସ ଟୁର୍ନାମେଣ୍ଟ

ପ୍ୟାରିସ, ୯ା୬ (ଏପି)-ଚଳିତବର୍ଷ ପରବର୍ତ୍ତୀ ଭାଗରେ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ଆୟୋଜନ ହୋଇପାରିବ କି ନା ସେ ନେଇ ଆଲୋଚନା ଚାଲିଥିବା ବେଳେ ଶନିବାରଠାରୁ ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଏକ ନୂଆ ଡିଜିଟାଲି ଫ୍ରେଣ୍ଡଲି ଟେନିସ୍‌ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି।…

ଦୈନିକ ୪ଘଣ୍ଟା ଅଭ୍ୟାସ କରୁଛନ୍ତି କୁଲ୍‌ଦୀପ

ଲକ୍ଷ୍ନୌ, ୯ା୬ (ପି.ଟି.)- ଭାରତର ବାମହାତୀ ରିଷ୍ଟ ସ୍ପିନର କୁଲ୍‌ଦୀପ ଯାଦବ ପୁଣି ତାଙ୍କର ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ଦୈନିକ ୪ଘଣ୍ଟା ଅଭ୍ୟାସ କରୁଛନ୍ତି। ବଲ୍‌କୁ ଚକ୍‌ ଚକ୍‌ କରିବା ଲାଗି ବୋଲରମାନେ ଛେପ ବ୍ୟବହାର କରିବା ଏକ ସ୍ବାଭାବିକ…

୧୫ରୁ ମୋହନ ବାଗାନ କ୍ଲବ ଟେଣ୍ଟ ଖୋଲିବ

କୋଲକାତା,୮।୬(ପି.ଟି.): ଆସନ୍ତା ୧୫ ତାରଖରୁ ଦେଶର ଜଣାଶୁଣା ଫୁଟବଲ କ୍ଲବ ମୋହନ ବାଗାନ ଦ୍ୱିତୀୟ ଥର ପାଇଁ ଖେଳାଳି ଓ ପ୍ରଶଂସକଙ୍କ ପାଇଁ କ୍ଲବ ଟେଣ୍ଟ ଖେଳିବ। ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଲକ୍‌ଡାଉନ୍‌ରେ ମିଳିଥିବା ସୁବିଧା ଅନୁସାରେ ଟେଣ୍ଟ ଖେଳାଯିବ ବୋଲି…

ମିଆଁଦାଦଙ୍କ ଭଳି କୋହଲି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିଥାନ୍ତି: ସୋହେଲ

ଲାହୋର, ୬।୮: ଜାଭେଦ ମିଆଦାଦଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ତୁଳନା କରିଛନ୍ତି ପାକିସ୍ତାନ ପୂର୍ବତନ ଅଧିନାୟକ ଅମୀର ସୋହେଲ। କୋହଲିଙ୍କ ମଧ୍ୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମିଆଁଦାଦଙ୍କ ପ୍ରତିଛବି ଦେଖୁଛି ବୋଲି ସେ କହିଛନ୍ତି। ମିଆଦାଦ ସବୁବେଳେ ପାକିସ୍ତାନ କ୍ରିକେଟର…

ସଚିନଙ୍କୁ ଆଉଟ୍‌ କରିବା ପରେ ମୃତ୍ୟୁ ଧମକ ମିଳିଥିଲା:ବ୍ରେସ୍‌ନାନ

ଲଣ୍ଡନ,୮।୬: ୨୦୧୧ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଏକ ଟେଷ୍ଟ ସିରିଜରେ ଏକ ବିରଳ ଘଟଣା ଘଟିଥିଲା। ଏହି ସିରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ କରିଥିବାରୁ ମୋତେ ଓ ଅମ୍ପାୟର ରଡ୍‌ ଟକରଙ୍କୁ ମୃତ୍ୟୁର ଧମକ ଦିଆଯାଇଥିଲା…

ଟି୨୦ ବିଶ୍ୱକପ୍‌ ଆୟୋଜନ ହୋଇ ନ ପାରିଲେ ଆଇପିଏଲ୍‌ ହେଉ: ହୋଲ୍ଡିଂ

ନୂଆଦିଲ୍ଲୀ,୮।୬: ଯଦି ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ନ ହୋଇପାରେ ତା‘ହେଲ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରୁ। ଏକଥା କହିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ ଦ୍ରୁତ ବୋଲର ମାଇକେଲ ହୋଲ୍ଡିଂ। ଅଷ୍ଟ୍ରେଲିଆରେ…

ମହିଳା ବକ୍ସର ମେୟର କୋଭିଡ୍‌-୧୯ ପଜିଟିଭ୍‌

ଓ୍ବାଶିଂଟନ, ୮।୬ (ଏପି): ଆମେରିକୀୟ ପେସାଦାର ମହିଳା ଜୁନିୟର ଲଇଟ୍‌ଓ୍ବେଟ ବକ୍ସର ମିକାଇଲା ମେୟର କୋଭିଡ୍‌-୧୯ରେ ସଂକ୍ରମିତ ବୋଲି ଜଣାପଡିଛି। ଟେଷ୍ଟରେ ପଜିଟିଭ୍‌ ବୋଲି ସେ ରବିବାର ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଫଳରେ କୋଭିଡ୍‌-୧୯ ମହାମାରୀ ପରେ ସେ ଲାସ୍‌…

ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ କ୍ଲାର୍କ ଅଫିସର ନିଯୁକ୍ତ

ସିଡ୍‌ନୀ, ୮।୬(ପି.ଟି.): ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟୀ ଅଧନାୟକ ମାଇକେଲ କ୍ଲାର୍କଙ୍କୁ ଏକ ନୂଆ ତଥା ବଡ ଦାୟିତ୍ୱ ଦିଆଯିବା ସହ ସମ୍ମାନିତ କରାଯାଇଛି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ପୂର୍ବତନ ଅଧିନାୟକ ଆଲାନ ବର୍ଡର,…

ଲକ୍‌ଡାଉନ୍‌ରେ ନିଜକୁ କେମିତି ରଖିବେ ଫିଟ୍‌: ସଚିନ୍‌ ଦେଲେ ମନ୍ତ୍ର

ଲକ୍‌ଡାଉନ୍‌ ଯୋଗୁ ଏବେ ପ୍ରାୟ ଲୋକ ଘରେ ରହୁଛନ୍ତି। ମର୍ନିଂ ଓ୍ବାର୍କ କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏସବୁ ଭିତରେ ମାମଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଶରୀରକୁ ଫିଟ୍‌ ରଖିବାର ମନ୍ତ୍ର ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କହିଛନ୍ତି,…

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩ ଝିଅଙ୍କ ସହ ତ ଆଉ କେତେବେଳେ ନିଜ ସ୍ତ୍ରୀଙ୍କ ସହ ଭିଡିଓ କରି ପୋଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?