ଖେଳ

ଆଇସିସି ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ଯୋଗ୍ୟ: ସାଙ୍ଗକାରା

ନୂଆଦିଲ୍ଲୀ,୨୬।୭(ପି.ଟି.): ଶ୍ରୀଲଙ୍କା କ୍ରିକେଟ ଲିଜେଣ୍ଡ କୁମାର ସାଙ୍ଗକାରା ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଡ୍ରୋଲ ବୋର୍ଡ (ବିସିସିଆଇ) ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ଯୋଗ୍ୟ ପ୍ରର୍ଥୀ ବୋଲି…

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ପଞ୍ଚମ ପରାଜୟ

ଚେନ୍ନାଇ,୨୬।୭(ପି.ଟି.): ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କ ଖରାପ୍‌ ଫର୍ମ ଜାରି ରହିଛି। ଦେଢ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ ଲାଇନ୍‌ ଟୁର୍ନାମେଣ୍ଟରେ ଆନନ୍ଦ କ୍ରମାଗତ ପଞ୍ଚମ ପରାଜୟ…

କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ

ଇନ୍ଦୋର, ୨୬ା୭ (ପି.ଟି.)-କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବତନ ଅମ୍ପାୟର ରାଜୀବ ରିସୋଦକର। ମର୍ଯ୍ୟାଦାପୂର୍ଣ୍ଣ ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)ର ୱେବସାଇଟ୍‌ରେ ଏହାର ଅପ୍‌ଲୋଡ୍‌ କରାଯାଇଛି। ଏମ୍‌ସିସି ହେଉଛି କ୍ରିକେଟ ଆଇନର ସଂରକ୍ଷକ। ମଧ୍ୟପ୍ରଦେଶ କ୍ରିକେଟ…

ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି ଗୋଲାର୍ଟ

ବେଜିଂ, ୨୬ା୭ (ଏପି)-ହିବେଇ ଚାଇନା ଫର୍ଚୁନ ତରଫରୁ ଖେଳୁଥିବା ଜଣେ ବ୍ରାଜିଲିଆନ ଷ୍ଟ୍ରାଇକର ରିକାର୍ଡୋ ଗୋଲାର୍ଟ ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି। ବିନା ମାସ୍କରେ ସେ ତାଙ୍କ ସମର୍ଥକଙ୍କ ସହିତ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି। ୨୯ ବର୍ଷୀୟ ଗୋଲାର୍ଟ ପୂର୍ବରୁ…

ସୌରଭ ଗାଙ୍ଗୁଲି ନେଗେଟିଭ୍‌

କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ ପରୀକ୍ଷା କରିବାକୁ ଦେଇଥିଲେ। ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନାରେ ସଂକ୍ରମିତ ଜଣାପଡ଼ିବା ପରେ…

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ମିଳିତ ଭାବେ ଏକ ଭିଡିଓ…

ଜାଭି ହର୍ନାଣ୍ଡିଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୭: ପୂର୍ବତନ ସ୍ପେନ୍‌ ଓ ବାର୍ସିଲୋନ ମିଡ୍‌ଫିଲ୍ଡର ତଥା ଅଲ-ସାଦ୍‌ କୋଚ୍‌ ଜାଭି ହର୍ନାଣ୍ଡିଜ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଶନିବାର ସେ କରୋନା ପଜିଟିଭ୍‌ ବୋଲି ନିଜେ ସୂଚନା ଦେଇଛନ୍ତି। ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।…

ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍‌ ଖେଳାଯିବ

ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ ଅଳ୍ପ ଦର୍ଶକଙ୍କ ଗହଣରେ ଓ ସମ୍ପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ବୋଲି ଆୟୋଜକମାନେ…

ଦକ୍ଷିଣ ଆଫ୍ରିକା ମହିଳା ଦଳରେ ୩ ସଦସ୍ୟ କରୋନା ପଜିଟିଭ୍‌

ଜୋହାନ୍ସବର୍ଗ,୨୫।୭(ପି.ଟି.): ଇଂଲଣ୍ଡ ଗସ୍ତ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୩ ଜଣ ସଦସ୍ୟ କରୋନା ପଜିଟିଭ୍‌ ବୋଲି ଜଣାପଡିଛି। ଜଣେ ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ୩ ଜଣ ସଦସ୍ୟଙ୍କୁ କ୍ୟାମ୍ପରୁ ପ୍ରତ୍ୟାହାର କରି…

ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସରେ ଭାରତ ଟପ୍‌-୧୦ରେ ରହିବ: ରିଜିଜୁ

ନୂଆଦିଲ୍ଲୀ୨୫।୭(ପି.ଟି.): ଭାରତୀୟ କ୍ରୀଡ଼ାର ଉନ୍ନତି ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବେଶ୍‌ ଆଶାବାଦୀ ଅଛନ୍ତି। ଏପରିକି ୨୦୨୮ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନିତ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସରକାରଙ୍କ ‘ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ଜୁନିୟର…

ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ଚତୁର୍ଥ ପରାଜୟ

ଚେନ୍ନାଇ,୨୫।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛନ୍ତି। ଚତୁର୍ଥ ରାଉଣ୍ଡ ମୁକାବିଲାରେ ସେ…

୨୦୨୦ କ୍ୟାଲେଣ୍ଡରରେ ୩ ନୂଆ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି

ପ୍ୟାରିସ୍‌, ୨୫।୭ (ଏପି)-କରୋନା ଭାଇରସ୍‌ ମହାମାରୀ ଯୋଗୁ ୨୦୨୦ରେ ବ୍ରାଜିଲ, କାନାଡା, ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ହେବାକୁଥିବା ୪ ଫର୍ମୁଲା ଓ୍ବାନ୍‌ ରେସ୍‌କୁ ବାତିଲ କରାଯାଇଥିବାବେଳେ କ୍ୟାଲେଣ୍ଡରରେ ଅନ୍ୟ ୩ଟି ରେସ୍‌ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?