ଖେଳ

ହେଣ୍ଡରସନଙ୍କୁ ରାଇଟର୍ସ ଆସୋସିଏଶନ ପୁରସ୍କାର

ଲଣ୍ଡନ, ୨୫।୭ (ଏପି)-ଫୁଟ୍‌ବଲ ରାଇଟର୍ସ ଆସୋସିଏଶନ (ଏଫ୍‌ ଡବ୍ଲ୍ୟୁଏ) ତରଫରୁ ଜୋର୍ଡାନ ହେଣ୍ଡରସନଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି। ହେଣ୍ଡରସନଙ୍କ ଅଧିନାୟକତ୍ୱରେ ଲିଭରପୁଲ ୩୦ ବର୍ଷ ବ୍ୟବଧାନରେ ପ୍ରଥମ ଇଂଲିଶ ଲିଗ୍‌ ଟାଇଟଲ ଜିତିପାରିଛି। କରୋନାଭାଇରସ୍‌ ମହାମାରୀ ସମୟରେ…

ରିଚାଡର୍‌ସ-ବୋଥାମ ଟ୍ରଫି ପାଇଁ ଖେଳିବେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର,୨୫।୭ (ପି.ଟି.)-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଯେତେବେଳେ ପରବର୍ତ୍ତୀ କ୍ରିକେଟ ଟେଷ୍ଟ ସିରିଜ ଖେଳାଯିବ ସେମାନେ ‘ଓ୍ବିଜ୍‌ଡେନ୍‌ ଟ୍ରଫି’ ବଦଳରେ ଉଭୟ ଦେଶର ଆଇକନିକ୍‌ କ୍ରିକେଟର ନାମରେ ରଖାଯାଇଥିବା ରିଚାଡର୍‌ସ-ବୋଥାମ ଟ୍ରଫି ପାଇଁ ଖେଳିବେ। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ…

ଭାରତର ଇଂଲଣ୍ଡ ଟୁର୍‌ ବାତିଲକୁ ନେଇ ହିଲିଙ୍କ ନୈରାଶ୍ୟ

ନୂଆଦିଲ୍ଲୀ, ୨୫।୭ (ପି.ଟି.)-କୋଭିଡ୍‌-୧୯ ମହାମାରୀ ପାଇଁ ଭାରତୀୟ ମହିଳା ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍‌ ବାତିଲ କରାଯିବାକୁ ନେଇ ଅଷ୍ଟ୍ରେଲିଆର ଟପ୍‌ କ୍ରିକେଟର ଏଲିସା ହିଲି ନୈରାଶ୍ୟ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ଦଳ ମୂଳ କାର୍ଯ୍ୟସୂଚୀ ଅନୁସାରେ ଜୁନ୍‌ରେ ଇଂଲଣ୍ଡରେ…

ବକ୍ସିଂ ରିଙ୍ଗ୍‌କୁ ଫେରିବେ ଟାଇସନ

ନୂଆଦିଲ୍ଲୀ, ୨୪।୭-ବିଶ୍ୱ ବକ୍ସିଂ ଇତିହାସରେ ସର୍ବକନିଷ୍ଠ ହେଭିଓ୍ବେଟ ଚାମ୍ପିୟନ ହେଉଛନ୍ତି ଆମେରିକାର ମାଇକ୍‌ ଟାଇସନ। ୧୯୮୬ରେ ମାତ୍ର ୨୦ ବର୍ଷ ବୟସରେ ସେ ଏହି ଟାଇଟଲ ଜିତିଥିଲେ। ନିଜ ସମୟରେ ସବୁଠାରୁ ଭୀତିପ୍ରଦ ଫାଇଟରଭାବେ ପରିଚିତ ହେଉଥିବା ଟାଇସନଙ୍କ କ୍ୟାରିୟର ବିବାଦରେ…

କୋହଲିଙ୍କ ଫିଟ୍‌ନେସକୁ ଦେଖି ଚିନ୍ତିତ ମା’ ଏମିତି କହୁଥିଲେ

ନୂଆଦିଲ୍ଲୀ, ୨୪।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ପାଇଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ପାଇଁ ରୋଲ୍‌ ମଡେଲ ହୋଇପାରିଛନ୍ତି। ସୁନ୍ଦର ଶରୀର ପାଇଁ କୋହଲି ନିଜକୁ ଫିଟ୍‌ନେସ ଆଇକନ କରିପାରିଛନ୍ତି। କୋହଲି ତାଙ୍କ ଫିଟ୍‌ନେସକୁ ନେଇ…

ଆଇପିଏଲ୍‌ରେ ବିଫଳ ହେଲେ ଧୋନୀଙ୍କ ଲାଗି ବନ୍ଦ ହୋଇଯିବ ପ୍ରତ୍ୟାବର୍ତ୍ତନର ଦ୍ୱାର

ନୂଆଦିଲ୍ଲୀ, ୨୪।୭: ହାଇପ୍ରୋଫାଇଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆଇପିଏଲ୍‌ ଆୟୋଜିତ ହେବ। ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ…

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିନା ବିଶ୍ରାମରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୪।୭: କ୍ରିକେଟ୍‌ ଖେଳରେ ଟେଷ୍ଟ ମ୍ୟାଚ୍‌ ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ଫର୍ମାଟ୍‌। ସାଧାରଣତଃ ଗୋଟିଏ ଟେଷ୍ଟ ମ୍ୟାଚ୍‌ ୫ ଦିବସୀୟ ହୋଇଥିବାବେଳେ ପ୍ରତ୍ୟେକ ଦିନ ୯୦ ଓଭର ଖେଳ ହୋଇଥାଏ। ତେଣୁ ଟେଷ୍ଟ କ୍ରିକେଟର୍‌ଙ୍କ ସହନଶୀଳତା ଅବିଶ୍ୱସନୀୟ ରହିଥାଏ। ଯେପରିକି ଦ୍ରୁତ…

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମାଞ୍ଚେଷ୍ଟର,୨୪।୭(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଲେଖାହେବା ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ…

ଇକ୍ୱେଡୋର କୋଚ୍‌ ପଦ୍‌ ଛାଡିଲେ ଜୋର୍ଡି କ୍ରୁଇଫ୍‌

କ୍ୱିଟୋ,୨୪।୭ (ଏପି): ଇକ୍ୱେଡୋର ଫୁଟବଲ କୋଚ୍‌ ପଦରୁ ଜୋର୍ଡି କ୍ରୁଇଫ୍‌ ଇସ୍ତଫା ଦେଇଛନ୍ତି। କୌଣସି ମ୍ୟାଚ୍‌ରେ ଦାୟିତ୍ୱ ନ ନେଇ ସ୍ପାନିଶ୍‌- ଡଚ୍‌ କୋଚ୍‌ କ୍ରୁଇଫ୍‌ ଏହି ନିଷ୍ପତ୍ତି ନେଇଛନ୍ତି। କ୍ରୁଇଫ୍‌ଙ୍କ ଅନୁରୋଧ କ୍ରମେ ତାଙ୍କ ଚୁକ୍ତି ଶେଷ କରାଯାଇଛି ବୋଲି…

କୋଭିଡ୍‌-୧୯ ମହାମାରୀ: ଡବ୍ଲ୍ୟୁଟିଏ ଫାଇନାଲ୍ସ, ୧୦ ଅନ୍ୟ ଟେନିସ ଟୁର୍ନାମେଣ୍ଟ ବାତିଲ

ଓ୍ବାଶିଂଟନ,୨୪।୭(ଏପି): ଚାଇନାରେ ରେକର୍ଡ ସଂଖ୍ୟକ ଟେନିସ୍‌ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଚାଇନାରେ ୧୧ଟି ପୁରୁଷ ଓ ମହିଳା ଟୁର୍ନାମେଣ୍ଟ ବାତିଲ ହୋଇଛି। ଏଥିରେ ଡବ୍ଳ୍ୟଟିଏ ଫାଇନାଲ୍ସ ସାମିଲ ରହିଛି। ଏହି ଟୁର୍ନାମେଣ୍ଟଗୁଡିକର କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିବା…

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ

ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?