କୋଲକାତା ସାମ୍ନାରେ ୧୯୬ ରନ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୨୩।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସିଜନର ୫ମ ମୁକାବିଲାରେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି। ଅଧିନାୟକତ୍ୱ ଇନିଂସ ଖେଳି ରୋହିତ୍‌ ଦଳ ପକ୍ଷରୁ ସର୍ବାଧିକ ୮୦ (୫୪ ବଲ, ୩ ଚୌକା, ୬ ଛକା) ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ (୪୭), ସୌରଭ ତିଓ୍ବାରୀ (୨୧), ହାର୍ଦ୍ଦିକ ପାଣ୍ଡ୍ୟା (୧୮) ଓ କିରନ ପୋଲାର୍ଡ (୧୩*) ଉପଯୋଗୀ ବ୍ୟାଟିଂ କରିଥିଲେ। ପ୍ରତିପକ୍ଷ କୋଲକାତା ପକ୍ଷରୁ ଶିଭମ ମାଭି ସର୍ବାଧିକ ୨ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ଭାବେ ପାଇପାରିବେ ଟି୨୦ ବିଶ୍ୱକପ୍‌ ଫାଇନାଲ ଲାଗି ମାଗଣା ଟିକେଟ୍‌; ଜାଣନ୍ତୁ…

ମେଲବର୍ନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ପ୍ରଶଂସକଙ୍କ କ୍ରେଜ୍‌ କାହିଁରେ କେତେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ...

ବିଜୟ ଆଶା ନ ଥିଲା: ରୋହିତ

ମେଲବୋର୍ନ,୨୩।୧୦: ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ମୋ...

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଆଇପିଏଲ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ- ଗାଙ୍ଗୁଲି

ମୁମ୍ବାଇ,୯।୩- କରୋନା ଭାଇରସ୍‌ର ସ୍ଥିତି ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି କାରଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଏଥିଯୋଗୁ...

ଶୁଟିଂ ବିଶ୍ୱକପ: ଶେଷ ଦିନରେ ସାମରାଙ୍କୁ ମିଳିଲା ବ୍ରୋଞ୍ଜ

ଭୋପାଳ,୨୬ା୩: ଭୋପାଳରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହିତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଭାରତର ସିଫ୍ଟ କୌର୍‌ ସାମରା।...

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ।...

ଆଇପିଏଲ୍‌ରେ ପ୍ରଥମ ଯାଆଁଳା ଭାଇ

ମୁମ୍ବାଇ, ୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ଦୁଇ ଭାଇ ଖେଳିବାର ଅନେକ ନଜିର ରହିଛି। ମାତ୍ର ପ୍ରଥମ ଯାଆଁଳାଭାଇ ଚଳିତ ସଂସ୍କରଣରେ ଖେଳିଛନ୍ତି।...

ଅଗଷ୍ଟରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଅଗଷ୍ଟରେ ଭାରତୀୟ କ୍ରିକେଟ ଦଳ ଜିମ୍ବାଓ୍ବେ ଗସ୍ତରେ ଯିବ। ଏଥିଲାଗି ବିଧିବଦ୍ଧ ଭାବେ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ହେଁ...

ଶତକୀୟ ମ୍ୟାଚ୍‌ରେ ମାଇଲଷ୍ଟୋନ ଛୁଇଁଲେ କୋହଲି

ମୋହାଲି,୪।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟରେ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ୩୩ ବର୍ଷୀୟ ବ୍ୟାଟର ପ୍ରଥମ ଇନିଂସରେ...

Advertisement
Archives

Model This Week