ଖେଳ

ଇଂଲଣ୍ଡ ଦଳକୁ ଟୋପ୍‌ଲେଙ୍କ ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ, ୨୮।୭ (ପି.ଟି.)- ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍‌ ବୋଲର ରିଷି ଟୋପ୍‌ଲେ। ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ସୋମବାର ଘୋଷିତ ୧୪ ଜଣିଆ ଇଂଲଣ୍ଡ ଦଳରେ ଟୋପ୍‌ଲେଙ୍କୁ ସାମିଲ କରାଯାଇଛି।…

ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଆରମ୍ଭ ହେବ ବିଶ୍ୱକପ ସୁପରଲିଗ୍‌

ନୂଆଦିଲ୍ଲୀ, ୨୮।୭: ଇଂଲଣ୍ଡ ଓ ଆୟର୍ଲାଣ୍ଡ ଏକଦିବସୀୟ କ୍ରିକେଟ ସିରିଜ ଚଳିତମାସ ୩୦ରୁ ଆରମ୍ଭ ହେବ। ଏହି ସିରିଜରୁ ଆନୁଷ୍ଠାନିକଭାବେ କ୍ରିକେଟ ବିଶ୍ୱକପ ସୁପରଲିଗ୍‌ ଆରମ୍ଭ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ବିଶ୍ୱକପ ସୁପରଲିଗ୍‌…

‘ଆଇପିଏଲ ଆୟୋଜନ ବଡ଼ ଚ୍ୟାଲେଞ୍ଜ’

ଦୁବାଇ,୨୮ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗ୍ରହୀ ଥିବା କଥା ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)କୁ ଏକ ଚିଠି ଜରିଆରେ ଜଣାଇଛି।…

ବିସିସିଆଇ ଏବେ ମୁଣ୍ଡ ବିହୀନ

ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସୋମବାର(ଜୁଲାଇ ୨୭) ଶେଷ ହୋଇଛି। ଉପସଭାପତି ୪ ମାସ ତଳୁ ଇସ୍ତଫା ଦେଇ ସାରିଛନ୍ତି। କ୍ରିକେଟ…

ଅଲିମ୍ପିକ୍ସ ୨୦୩୨ ପାଇଁ କାତାର ଆଗ୍ରହୀ

ଦୋହା, ୨୮ା୭ (ଏପି)-ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ୨୦୩୨ର ଆୟୋଜନ ପାଇଁ କାତାର ଆଗ୍ରହ ପ୍ରକାଶ କରିଛି। ପ୍ରାକୃତିକ ଗ୍ୟାସ୍‌ରେ ସମୃଦ୍ଧ ପର୍ସିଆ ଉପସାଗର ଅନ୍ତର୍ଗତ ଏହି ଦେଶ ଏହି ମର୍ମରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ନିକଟକୁ ଏକ ଚିଠି…

ଜୁଭେଣ୍ଟସକୁ କ୍ରମାଗତ ୯ମ ଟାଇଟଲ

ରୋମ୍‌, ୨୮ା୭ (ଏପି)-ସାମ୍ପଡୋରିଆକୁ ୨-୦ ଗୋଲରେ ପରାସ୍ତ କରିବା ପରେ ଜୁଭେଣ୍ଟସ ଆଉ ଦୁଇଟି ଗେମ୍‌ ବାକି ଥାଇ ସିରି ଏ’ ଟାଇଟଲ ହାସଲ କରିଛି। ଦଳର ଏହା କ୍ରମାଗତ ୯ମ ଟାଇଟଲ, ଯାହାକି ପ୍ରତିଯୋଗିତାରେ ଏକ ନୂଆ ରେକର୍ଡ। କ୍ରିଷ୍ଟିଆନୋ…

ଇଡେନ୍‌ଗାର୍ଡେନ୍ସରେ କ୍ୱାରାଣ୍ଟାଇନ୍‌ ସୁବିଧା

କୋଲକାତା, ୨୮ା୭ (ପି.ଟି.)- କୋଭିଡ୍‌-୧୯ ସମ୍ମୁଖ ଯୋଦ୍ଧା କୋଲକାତା ପୋଲିସ୍‌ ଲାଗି ଆଇକନିକ୍‌ ଇଡେନ୍‌ଗାର୍ଡେନ୍ସରେ କ୍ୱାରାଣ୍ଟାଇନ୍‌ ସୁବିଧା ମିଳିବ। ବେଙ୍ଗଲ କ୍ରିକେଟ ଆସୋସିଏଶନ(ସିଏବି) ସଭାପତି ଅଭିଷେକ ଡାଲମିଆ ସୋମବାର ଏହି ସୂଚନା ଦେଇଛନ୍ତି। ଏହି କ୍ରିକେଟ ଭେନ୍ୟୁର ୫ଟି ଗ୍ୟାଲେରୀ (ଇ,ଜି…

ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ

ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ ୫ମ ତଥା ଅନ୍ତିମ ଦିବସକୁ ଅପେକ୍ଷା କରିବାକୁ ପଡ଼ିଛି। ଏହି ଟେଷ୍ଟର ପ୍ରଥମ ଇନିଂସରେ…

ପ୍ରଥମ ଭାରତୀୟ ଭାବେ ଏହି ସଫଳତା ପାଇଲେ କୋହଲି

ନୂଆଦିଲ୍ଲୀ, ୨୭।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବର୍ତ୍ତମାନ ବିଶ୍ୱ କ୍ରିକେଟ୍‌ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଅତିକ୍ରମ କରିଛି। ପ୍ରଥମ…

ରାଗିଗଲେ ହରଭଜନ ସିଂ, କାହିଁକି ଜାଣନ୍ତୁ…

ଭାରତୀୟ ସ୍ପିନ୍‌ ବୋଲର ହରଭଜନ ସିଂ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଛନ୍ତି। ଅନେକ ସମୟରେ ସେ ସାମାଜିକ ପ୍ରସଙ୍ଗ ଉପରେ ଟୁଇଟ୍‌ କରିଥାନ୍ତି। ହେଲେ ଏବେ ସେ ସୋସିଆଲ ମିଡିଆରେ ନିଜର ଅସୁବିଧା ବିଷୟରେ…

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷ ବାସନ୍ଦ ହେଲେ ଏହି ଯୁବ କ୍ରିକେଟର୍‌

ଢାକା, ୨୭।୭: ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଯୁବ ଦ୍ରୁତ ବୋଲର କାଜି ଅନିକ୍‌ ଇସ୍‌ଲାମଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି। ୨୦୧୮ରେ ହୋଇଥିବା ଏକ ଡୋପ୍‌ ଟେଷ୍ଟରେ କାଜି ବିଫଳ ହେବାରୁ ବିସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୮ରେ…

ସ୍ତ୍ରୀଙ୍କ ପାଇଁ ଫେସ୍‌ବୁକ୍‌ ଛାଡିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତର ଷ୍ଟାର୍‌ ବୋଲର ଭୁବନେଶ୍ୱର କୁମାର ୨୦୧୭ରେ ପଡୋଶୀ ନୁପୁର ନାଗରଙ୍କୁ ବିବାହ କରିଥିଲେ। ନୁପୁର ପେଶାରେ ଜଣେ ଇଞ୍ଜିନିୟର। ଏମଏନସି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ନୁପୁରଙ୍କ ପିଲାଦିନ ଡେରାଡୁନରେ କଟିଛି। ଏହାପରେ ନୋଏଡାରେ ସେ ବିଟେକ୍‌ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?