୩୫ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବେ ଗାଭାସ୍କର
ମୁମ୍ବାଇ,୧୦।୭: ନିଜର ୭୧ତମ ଜନ୍ମ ଦିନରେ ସୁନୀଲ ଗାଭାସ୍କର ୩୫ ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଖାରଘର ସ୍ଥିତ ସତ୍ୟସାଇ ସଞ୍ଜୀବନୀ ହସ୍ପିଟାଲ ଫର ଚାଇଲ୍ଡ ହାର୍ଟ କେୟାରରେ ଏହି ଆସ୍ତ୍ରୋପଚାର କରାଇବେ। ଏହି ପିଲାମାନଙ୍କ ମାତାପିତା…
୭୧ ବର୍ଷରେ ସୁନୀଲ ଗାଭାସ୍କର
ମୁମ୍ବାଇ,୧୦।୭: ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଶୁକ୍ରବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୧୦…
କ୍ରିକେଟର ଲିଟିଲ୍ ମାଷ୍ଟର: ଅଭିନୟ, ଗୀତରେ ବି ରଖିଥିଲେ ରୁଚି
ଲିଟଲ୍ ମାଷ୍ଟର ସୁନୀଲ ଗାଭାସ୍କର ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୯ ମସିହାରେ ଜୁଲାଇ ୧୦ରେ ସେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ଅନେକ ରେକର୍ଡର ଅଧିକାରୀ ଥିବା ଗାଭାସ୍କର ଭାରତୀୟ କ୍ରିକେଟକୁ ଉଚ୍ଚ ଶିଖରରେ ପହଞ୍ଚାଇଥିଲେ। କେବଳ କ୍ରିକେଟ…
ବର୍ଷର ଅନ୍ତର୍ଜାତୀୟ ଇଭେଣ୍ଟ ବାତିଲ କଲା ଚାଇନା
ବେଜିଂ, ୧୦ା୭ (ଏପି)-ବର୍ଷର ଅବଶିଷ୍ଟ ସମୟରେ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ କରିବା ଲାଗି ଚାଇନା ନିଷ୍ପତ୍ତି ନେଇଛି। ତେବେ ୨୦୨୨ରେ ବେଜିଂ ଓ ପଡୋଶୀ ସହର ଝାଙ୍ଗ୍ଜିଆକୋ ସହରରେ ହେବାକୁଥିବା ଓ୍ବିଣ୍ଟର ଅଲିମ୍ପିକ୍ସ ପାଇଁ ଟ୍ରାଏଲ୍କୁ ଏଥିରୁ…
‘ବ୍ୟାଡ୍ ଲାଇଟ୍’ ନିୟମ ପରିବର୍ତ୍ତନ ଚାହାନ୍ତି ହୁସେନ
ସାଉଥାମ୍ପଟନ, ୧୦ା୭ (ପି.ଟି.)-‘ବ୍ୟାଡ୍ ଲାଇଟ୍’ ନିୟମ ବର୍ଷ ବର୍ଷ ଧରି ଟେଷ୍ଟ ମ୍ୟାଚଗୁଡ଼ିକୁ ପ୍ରଭାବିତ କରିଆସୁଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ନିୟମର ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସେର ହୁସେନ। ବ୍ୟାଡ୍ ଲାଇଟ୍…
ଇସ୍ରାଏଲ୍ ଟିମ୍ରେ ଯୋଗଦେବେ ଫ୍ରୁମ୍
ଓ୍ବାଶିଂଟନ, ୧୦ା୭ (ଏପି)-ଟିମ୍ ଲିଡର ମର୍ଯ୍ୟାଦା ହରାଇବାରୁ ୪ଥର ଟୁର୍ ଡି’ ଫ୍ରାନ୍ସ ବିଜେତା ଖ୍ରିସ୍ ଫ୍ରୁମ୍ ଟିମ୍ ଇନୋସ୍ ଛାଡ଼ିିବେ। ଦିନକୁ ଦିନ ଭଲ ପ୍ରଦର୍ଶନ କରିବାରେ ଲାଗିଥିବା ଇସ୍ରାଏଲ୍ ଷ୍ଟାର୍ଟଅପ୍ ନେଶନ ଟିମ୍ରେ ଯୋଗଦେବେ। ଆସନ୍ତା ସିଜନରେ ସେ…
ରେଫରି ଆସେସର କୋର୍ସ କରିବେ ସୁଶାନ୍ତ
କଟକ ଅଫିସ,୧୦ା୭- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ଆନୁକୂଲ୍ୟରେ ଜୁଲାଇ ୧୪ରୁ ୧୬ ପର୍ଯ୍ୟନ୍ତ ବିଧିବଦ୍ଧ ପ୍ଲାଟଫର୍ମ ଜରିଆରେ ଏକ ରେଫରି ଆସେସର କୋର୍ସ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ସୁଶାନ୍ତ ଚନ୍ଦ୍ର ମହାନ୍ତି ଯୋଗଦେବା ପାଇଁ ଏଆଇଏଫଏଫ ଦ୍ୱାରା…
ଭାରତର ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଅଭିଯାନ ଏପ୍ରିଲ୍ରେ
ଲାଉସାନେ, ୧୦ା୭ (ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଖେଳି ଭାରତୀୟ ପୁରୁଷ ହକି ଦଳ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଅଭିଯାନ ଆରମ୍ଭ କରିବ। ପ୍ରୋ-ଲିଗ୍…
ଆଇପିଏଲ୍ ପାଇଁ ଆଗ୍ରହ ଦେଖାଇ ନାହିଁ ନ୍ୟୁଜିଲାଣ୍ଡ
ଓ୍ବେଲିଂଟନ, ୧୦ା୭ (ପି.ଟି.)-ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହ ପ୍ରକାଶ କରିଥିବା ଯାହା ଶୁଣାଯାଉଛି ତାହା ଠିକ୍ ନୁହେଁ। ତାହା ଏକ ଗୁଜବ ମାତ୍ର। କିନ୍ତୁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍ ପାଇଁ ନ୍ୟୁଜିଲାଣ୍ଡ…
ହୋଲ୍ଡରଙ୍କୁ ୬ ଉଇକେଟ୍: ଇଂଲଣ୍ଡ ୨୦୪ରେ ସୀମିତ
ସାଉଥାମ୍ପଟନ, ୯।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ୪ ମାସ ବ୍ରେକ୍ ପରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ରୋଜ୍ ବାଓ୍ବଲ ଷ୍ଟାଡିୟମରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଅଧିନାୟକ ଜାସନ ହୋଲ୍ଡରଙ୍କ…
ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ
ନୂଆଦିଲ୍ଲୀ, ୯।୭- କ୍ରିକେଟର୍ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍ମାନେ ବିଭିନ୍ନ ବ୍ରାଣ୍ଡ୍ର ପ୍ରମୋଟ୍ କରି ସେମାନଙ୍କ ଆୟର ଏକ ବୃହତ୍ ଅଂଶ ରୋଜଗାର କରିଥାନ୍ତି। କିନ୍ତୁ…
ଟସ୍ ପରେ ଜାଣିଶୁଣି ହୋଲ୍ଡରଙ୍କ ସହ ହାତ ମିଳାଇଲେ ଷ୍ଟୋକ୍ସ
ସାଉଥାମ୍ପଟନ, ୯।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ବୁଧବାରଠାରୁ ସ୍ଥାନୀୟ ରୋଜ୍ ବାଉଲ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିସହ ଦୀର୍ଘ ୧୧୭ ଦିନର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିଛି। ମହାମାରୀ କରୋନା ଭାଇରସ୍…

