ଖେଳ

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌: ନଭେମ୍ବର ୮’ ରେ ଫାଇନାଲ

ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍‌ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ…

ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌

କରୋନା ମହାମାରୀ ଯୋଗୁ ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌(ଆଇପିଏଲ୍‌) ଅନୁଷ୍ଠିତ ହେବା ଆଶଙ୍କା ବଢି ବଢି ଯାଉଛି। ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପ୍‌ ସ୍ଥଗିତ ହେବା ପରେ ଆଇପିଏଲ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଭାରତରେ ଆଇପିଏଲ୍‌ ହେବା ଅସମ୍ଭବ…

ଦୃଷ୍ଟି ଶକ୍ତି କମ୍‌ ଥିଲେ ମଧ୍ୟ ଏସିଆର ବ୍ରାଡ୍‌ମ୍ୟାନ୍‌ ହୋଇଥିଲେ ଏହି ଖେଳାଳି

ପ୍ରଥମ ଶ୍ରେଣୀ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବ୍ୟାଟ୍ସମ୍ୟାନ ଶତକରୁ ଶତକ ପୂରଣ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୧୦୦ କିମ୍ବା ଅଧିକ ଶତକ ହାସଲ କରିଥିବା ବ୍ୟକ୍ତିଙ୍କ ତାଲିକାରେ କେବଳ ଜଣେ ଏସୀୟ ବ୍ୟାଟ୍ସମ୍ୟାନଙ୍କ ନାମ ଅନ୍ତର୍ଭୁକ୍ତ ରହିଛି।…

ଅମିର ନେଗେଟିଭ୍‌‌, ପାକିସ୍ତାନ ଦଳରେ ଯୋଗଦେବ

କରାଚୀ, ୨୪।୭ (ପି.ଟି.)-କରୋନା ଭାଇରସ୍‌ ପାଇଁ ପାକିସ୍ତାନର ବାମହାତୀ ପେସ୍‌ ବୋଲର ମହମ୍ମଦ ଅମିରଙ୍କ ହୋଇଥିବା ଦ୍ୱିତୀୟ ଟେଷ୍ଟ ନେଗେଟିଭ୍‌ ଆସିଛି। ଫଳରେ ସେ ଇଂଲଣ୍ଡ ଯାଇ ସେଠାରେ ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ସ୍ପଷ୍ଟ ହୋଇଛି। ଅମିର ବର୍ତ୍ତମାନ କେବଳ…

ଡୋପିଂ ମାମଲାରେ ମନଙ୍ଗୋଇ ସସ୍‌ପେଣ୍ଡ

ମୋନାକୋ, ୨୪ା୭ (ଏପି)- ଡୋପ୍‌ ଟେଷ୍ଟ ପାଇଁ ହାଜର ହୋଇ ନ ଥିବାରୁ ପୂର୍ବତନ ୧,୫୦୦ ମିଟର ବିଶ୍ୱଚାମ୍ପିୟନ ଇଲିଜା ମନଙ୍ଗୋଇ ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। କେନିଆର ଏହି ଆଥଲେଟ୍‌ ‘ହୋୟାରଏବାଉଟ୍ସ’ ନିୟମ ଉଲ୍ଲଂଘନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଆଥଲେଟିକ୍ସ…

ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ ୨୫ରୁ

ଚେନ୍ନାଇ, ୨୪ା୭ (ପି.ଟି.)-ଚଳିତ ମାସ ୨୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଫିଡେ ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ ହେବ। ଏଥିରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଡିଙ୍ଗ୍‌ ଲିରେନ୍‌ ଏବଂ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ଭଳି ଟପ୍‌ ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରଥମଥର ଅନୁଷ୍ଠିତ…

ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବାହାରିନ ଦଳର ଜଣେ ରନର…

ଲଭ ଷ୍ଟୋରୀ: କୋଚ୍‌ଙ୍କ ଝିଅକୁ ବିବାହ କରିଥିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୭: ସୁରେଶ ରାଇନା। ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସାଙ୍ଗକୁ ଚମତ୍କାର ଫିଲ୍ଡିଂ ଲାଗି ବିଶ୍ୱ କ୍ରିକେଟ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନା ମହାମାରୀ…

ବିଶ୍ୱକପ୍‌ ସ୍ଥଗିତ ଲାଗି ବିସିସିଆଇକୁ ଦାୟୀ କଲେ ଅଖତର୍‌

କରାଚୀ, ୨୩।୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ସ୍ଥଗିତ ହୋଇଛି। ଏହା ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ କରୋନା ଭାଇରସ୍‌ର ପ୍ରକୋପକୁ ଦୃଷ୍ଟିରେ ରଖି କ୍ରିକେଟ୍‌ର…

ଭାରତ ଗସ୍ତରେ ଆସିବନି ଏହି କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ, ୨୩।୭(ପି.ଟି.): କୋଭିଡ୍‌- ୧୯ ମହାମାରୀ କାରରରୁ ନ୍ୟୁଜିଲାଣ୍ଡ-ଏ’ ଦଳର ଭାରତ ଗସ୍ତ ମଧ୍ୟ ବାତିଲ ହୋଇଛି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖପାତ୍ର ରିଚାର୍ଡ ବୁକ୍‌ କହିଛନ୍ତି। ପୂର୍ବରୁ ମଧ୍ୟ ଏହି ଗସ୍ତ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଉଭୟ…

ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷେ ରହିଲା

ଟୋକିଓ,୨୩।୭(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। କିନ୍ତୁ ବର୍ଷେ ପୂର୍ବରୁ ମଧ୍ୟ ଅଲିମ୍ପିକ୍ସର ଏଭଳି କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଥିଲା। ସେତେବେଳେ ଅବଗଣନାର…

ଏହି ଖେଳାଳିଙ୍କୁ ‘ମିଷ୍ଟର ଚୁହା’ ଆଖ୍ୟା ଦେଲେ ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏକ ମଜାଦାର ପୋଷ୍ଟ କରି ଚହଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?