ଖେଳ

ଏହି ମହିଳାଙ୍କ ପାଇଁ ପ୍ରଥମେ କେକ୍‌ ପ୍ରସ୍ତୁତ କରିଥିଲେ କୋହଲି

କରୋନା ଯୋଗୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଘରେ ସମୟ ବିତାଉଛନ୍ତି। ଲକଡାଉନ ଆରମ୍ଭରୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ମୁମ୍ବାଇରେ ଅଛନ୍ତି ଏବଂ ଏହି ସମୟ ମଧ୍ୟରେ ଉଭୟ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଲକ୍‌ଡାଉନ୍‌…

ପାଲେର୍‌ମୋ ଲେଡିଜ୍‌ ଓପନ୍‌ରୁ ଓହରିଲେ ହାଲେପ୍‌

ପାଲେରମୋ, ୨୭ା୭ (ଏପି)-ଇଟାଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ କ୍ୱାରାଣ୍ଟାଇନ୍‌ ଅଧ୍ୟାଦେଶ ଜାରି ପରେ ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍‌ ରବିବାର ପାମେରୋ ଲେଡିଜ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ରୋମାନିଆରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ…

ୟୁଏଇରେ ଆଇପିଏଲ୍‌: ଏସିୟୁକୁ ଦାୟିତ୍ୱ ତୁଲାଇବା ସହଜ ହେବ

ନୂଆଦିଲ୍ଲୀ, ୨୭ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିରୋଧୀ ଶାଖା (ଏସିୟୁ)କୁ ଦାୟିତ୍ୱ ସମ୍ପାଦନ କରିବା ଅପେକ୍ଷାକୃତ ସହଜ ହେବ ବୋଲି ଏହାର ମୁଖ୍ୟ ଅଜିତ୍‌…

ଲି’ଙ୍କୁ ହରାଇବା ସିନ୍ଧୁଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ମୂମ୍ବାଇ, ୨୭ା୭ (ପି.ଟି.): ଚାଇନା ଓପନ୍‌ ୨୦୧୨ରେ ତତ୍‌କାଳୀନ ଅଲିମ୍ପିକ ଚାମ୍ପିୟନ ଲି’ ଜୁରେଇଙ୍କୁ ପରାସ୍ତ କରିବା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା ବୋଲି କହିଛନ୍ତି ବିଶ୍ୱ ଚାମ୍ପିୟନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। ସେ କହିଛନ୍ତି, ଅନ୍ତର୍ଜାତୀୟ…

ଟୋକିଓ ଉପରେ ଶ୍ରାବଣୀଙ୍କ ନଜର

ନୂଆଦିଲ୍ଲୀ, ୨୭।୭(ପି.ଟି.)- ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖିଥିବା ତାରକା ଆଥଲେଟ୍‌ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି। ବର୍ଷ ଆରମ୍ଭରୁ ଜାମାଇକାରେ ଟ୍ରେନିଂ କରୁଥିବାରୁ ଭାରତର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ…

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ…

ଆଇପିଏଲ୍‌ ପାଇଁ ନୂଆ ବ୍ୟାଟ୍‌ କିଣିଲେ ରାଇନା, ପନ୍ତ

ମିରଟ, ୨୬।୭: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ନେଇ ତାରିଖ ସ୍ପଷ୍ଟ ହୋଇଯିବା ପରେ ଖେଳାଳିମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଆଇପିଏଲ୍‌ ପାଇଁ କିଛିଦିନ ହେବ ପୂର୍ବରୁ ଜୋର୍‌ଦାର ପ୍ରସ୍ତୁତି…

ଅନୁଷ୍କାଙ୍କ ପାଇଁ କେକ୍‌ ତିଆରି କରିଥିଲେ ବିରାଟ

ନୂଆଦିଲ୍ଲୀ, ୨୬।୭: କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଅଧିକାଂଶ ସମୟ ଘରେ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକାଠି ସମୟ ବିତାଇବାର ସୁଯୋଗ ପାଇଛନ୍ତି। ଏହି ଲକ୍‌ ଡାଉନ…

ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍‌କୁ ମନେ ପକାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୬।୭: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଲେଗ୍‌ ସ୍ପିନର ଇମ୍ରାନ ତାହିର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍‌କାରକୁ ମନେ ପକାଇଛନ୍ତି। ତାହିର ୨୦୧୪ରେ ଆଇପିଏଲ୍‌ ପଦାର୍ପଣ କରିଥିଲେ। କିନ୍ତୁ ଯେତେବେଳେ ସେ ୨୦୧୭ରେ…

ଭାଙ୍ଗିଗଲା ବିଶ୍ୱର ନମ୍ବର ୧ ଅଲରାଉଣ୍ଡରଙ୍କ ବିବାହ

ଅଷ୍ଟ୍ରେଲିଆ କ୍ରିକେଟର ଏଲିସ୍‌ ପେରିଙ୍କ ବିବାହ ବିଚ୍ଛେଦ ଘଟିଛି। ସ୍ବାମୀ ତଥା ରଗବୀ ଖେଳାଳି ମ୍ୟାଟ୍‌ ଟୋମୁଆଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ପେରି। ୨୦୧୫ରେ ମ୍ୟାଟ୍‌ ଏବଂ ପେରି ବିବାହ କରିଥିଲେ। ଦୁହଁିଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ…

ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିଲେ କାନ୍ଦିଲେ ଏହି କ୍ରିକେଟର

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ ଶୁକ୍ରବାର ଓଟିଟ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ମାତ୍ରେ ସବୁ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ। ଆଇଏମ୍‌ଡିବି ପକ୍ଷରୁ ଫିଲ୍ମକୁ ୯.୭ ରେଟିଂ ମିଳିଛି। ପ୍ରଶଂସକ…

ପ୍ରଥମଥର ପାଇଁ ପିତା ହେଲେ ଏହି କ୍ରିକେଟର

ଅଷ୍ଟ୍ରେଲିଆ କ୍ରିକେଟର ଉସ୍‌ମାନ ଖ୍ବାଜା ପ୍ରଥମଥର ପାଇଁ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରେଚେଲ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଖ୍ବାଜା ଇନ୍‌ଷ୍ଟାଗ୍ରାମରେ ଝିଅର ଫଟୋ ଶେୟାର କରି ନିଜ ପ୍ରଶଂସକଙ୍କ ଏହି ଖୁସି ଖବର ଜଣାଇଛନ୍ତି। ଫଟୋରେ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?