ଖେଳ

ଡ୍ୟୁକ୍ସ ବଲ୍‌ ବ୍ୟବହାର କରିବ ନାହିଁ କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୩ା୭ (ପି.ଟି.)-ସିଜନ ୨୦୨୦-୨୧ରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଆଉ ଡ୍ୟୁକ୍ସ ବଲ୍‌ ବ୍ୟବହାର ନ କରିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି। ଏହି ବଲ୍‌ ଗତ ୪ ସିଜନ ଧରି କୁକାବୁରା ବଲ୍‌ ସହ ବ୍ୟବହାର ହୋଇ ଆସୁଥିଲା। ଅଷ୍ଟ୍ରେଲିଆ…

ବିସିସିଆଇର କ୍ଷତି ପହଞ୍ଚାଇଛନ୍ତି ମନୋହର

ରାଜକୋଟ୍‌, ୩ା୭ (ପି.ଟି.)-ବିଦାୟୀ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଭାରତୀୟ କ୍ରିକେଟର କେତେ ପରିମାଣରେ କ୍ଷତି ପହଞ୍ଚାଇଛନ୍ତି ତାହା ସେ ନିଜେ ତର୍ଜମା କରନ୍ତୁ ବୋଲି କହିଛନ୍ତି, ବିସିସିଆଇର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା। ମନୋହର ଦୁଇ ବର୍ଷ ଧରି ଆଇସିସିର…

ଜୋଶୁଆ ଡି’ସିଲ୍‌ଭାଙ୍କ ଶତକ

ମାଞ୍ଚେଷ୍ଟର, ୩।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବାପରେ ପ୍ରଥମ ଶତକ ହାସଲ କରିଛନ୍ତି ଓ୍ବେଷ୍ଟଇଣ୍ଡିଜର ଜୋଶୁଆ ଡି’ସିଲ୍‌ଭା। ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଏଠାରେ ଓ୍ବେଷ୍ଟଇଣ୍ଡିଜ ଦଳର ଓ୍ବାର୍ମଅପ୍‌ ମ୍ୟାଚ ଚାଲିଛି। ଓ୍ବେଷ୍ଟଇଣ୍ଡିଜ…

ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗଦେଲେ ସିମନ୍ସ

ମାଞ୍ଚେଷ୍ଟର, ୩।୭(ପି.ଟି.): ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗ ଦେଇଛନ୍ତି କୋଚ୍‌ ଫିଲ୍‌ ସିମନ୍ସ। ସମ୍ପର୍କିୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାପରେ ସେ କ୍ୱାରାଣ୍ଟାଇନରେ ରହିଥିଲେ। କୋଭିଡ-୧୯ ଟେଷ୍ଟ ନେଗେଟିଭ୍‌ ଆସିବାପରେ ସେ ଗୁରୁବାର ଦଳରେ…

କରୋନାରୁ ଆରୋଗ୍ୟ ହେଲେ ଜୋକୋଭିଚ୍‌

ବେଲଗ୍ରେଡ୍‌, ୨ା୭ (ଏପି)-ଦଶ ଦିନ ପୂର୍ବେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଷ୍ଟାର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଏବଂ ତାଙ୍କ ସ୍ତ୍ରୀ ଜେଲେନା ରୋଗମୁକ୍ତ ହୋଇଛନ୍ତି। କୋଭିଡ୍‌-୧୯ ଟେଷ୍ଟରେ ସେମାନଙ୍କର ନେଗେଟିଭ୍‌ ଆସିଥିବା ଜୋକୋଭିଚ୍‌ଙ୍କ ମିଡିଆ ଟିମ୍‌ କହିିଛି। ସର୍ବିୟା…

୭୦ ବର୍ଷରେ ବିଶ୍ୱରେ ଡ୍ରାଭିଡ୍‌ ହିଁ ଏହି ବିରଳ ରେକର୍ଡର ହୋଇଥିଲେ ନିକଟତର

ନୂଆଦିଲ୍ଲୀ, ୨।୭- ବିଶ୍ୱ କ୍ରିକେଟ୍‌ରେ ଗତ ୭୦ ବର୍ଷ ମଧ୍ୟରେ ଭିଭିଆନ ରିଚାଡର୍‌ସଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ପରି ଅନେକ ମହାନ କ୍ରିକେଟର୍‌ ସୃଷ୍ଟି ହୋଇଛନ୍ତି। କିନ୍ତୁ ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ ଓ୍ବେଷ୍ଟଇଣ୍ଡିଜର…

କୋଚ୍‌ଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୨।୭- ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର୍‌ ଗ୍ରାଣ୍ଟ ପ୍ଲାଓ୍ବାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ ଜାତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ରହିଥିଲେ। ଏହି ସମୟ ମଧ୍ୟରେ ଘଟିଯାଇଥିବା ଏମିତି ଏକ ଘଟଣାକୁ ଫ୍ଲାଓ୍ବାର ଏବେ ସାମ୍ନାକୁ ଆଣିଛନ୍ତି, ଯାହାକୁ ଶୁଣିଲେ…

ସାନିଟାଇଜରରେ ହାତ ସଫା କରି ମ୍ୟାଚ୍‌ ଖେଳିଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୨।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଚଳିତ ମାସ ୮ରୁ ଖେଳାଯିବ। ମହାମାରୀ କରୋନା ଭାଇରସ ଲାଗି ଦୀର୍ଘ ୩ ମାସ ହେବ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ…

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଜୋକ୍‌ ଭାବିଥିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨।୭- ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ୧୭ ଦିନ ବିତିସାରିଛି। ମୁମ୍ବାଇର ବାନ୍ଦ୍ରସ୍ଥିତ ବାସଭବନରେ ଏହି ଉଦୀୟମାନ ଅଭିନେତା ଆତ୍ମହତ୍ୟା କରିଥିଲେ, ଯାହାକି ଏବେ ମଧ୍ୟ ରହସ୍ୟ ହୋଇ ରହିଯାଇଛି। ଭାରତୀୟ କ୍ରିକେଟ୍‌…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ ନିଅନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨।୭: ଧନୀ ତାଲିକା ଜାରି କରିଛି ଇନ୍‌ଷ୍ଟାଗ୍ରାମ। ଏଥିରେ ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲୀ ଅଛନ୍ତି। ତାଲିକାର ୨୬ନଂ ସ୍ଥାନରେ ଅଛନ୍ତି ବିରାଟ। ସେହିଭଳି ପ୍ରିୟଙ୍କା ଅଛନ୍ତି ୨୮ତମ ସ୍ଥାନରେ। ଅପରପକ୍ଷେ ଫଲୋଅର୍‌ ସଂଖ୍ୟାକୁ ଯଦି…

‘ଲକ୍‌ଡାଉନ୍‌ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି’

ଇମ୍ପାଲ,୨।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ୨୦୨୧ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି ବୋଲି ଭାରତୀୟ ମହିଳା ଜୁନିୟର ଦଳ ଅଧିନାୟକିକା ସୁମନ ଦେବୀ ଥୋଉଡାମ୍‌ କହିଛନ୍ତି। ୨୦୨୦ ମହିଳ ଜୁନିୟର ଏସିଆକପ୍‌ ମାଧ୍ୟମରେ ଏଫ୍‌ଆଇଏଚ୍‌ ଜୁନିୟର…

ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡିଲେ ଫଲଟନ

ଅକ୍‌ଲାଣ୍ଡ,୨।୭ (ପି.ଟି.): ପିଟର ଫଲଟନ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ଛାଡିଛନ୍ତି। ସେ କାଣ୍ଟେରବୁରି ପୁରୁଷ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେବା ପାଇଁ ପଦ ଛାଡିଛନ୍ତି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ଗୁରୁବାର କୁହାଯାଇଛି। ନ୍ୟୁଜିଲାଣ୍ଡ ତରଫରୁ ଫଲଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?