୧୧ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଆଲାମ
କରାଚୀ, ୨୯ା୭ (ପି.ଟି.)-ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ୧୧ ବର୍ଷ ବ୍ୟବଧାନରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଆସନ୍ତା ଟେଷ୍ଟ ସିରିଜ ପାଇଁ ପାକିସ୍ତାନର ୨୦ ଜଣିଆ କ୍ରିକେଟ ଦଳ ମନୋନୀତ କରାଯାଇଛି। ଏଥିରେ ଦୁଇଜଣ ସ୍ପେଶାଲିଷ୍ଟ ସ୍ପିନର ସ୍ଥାନ…
ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପାଇଁ ଆୟର୍ଲାଣ୍ଡ ଦଳ
ସାଉଥାମ୍ପଟନ, ୨୯ା୭ (ପି.ଟି.)- ଗୁରୁବାର ଏଜାସ ବାଓଲଠାରେ ଆୟର୍ଲାଣ୍ଡ-ଇଂଲଣ୍ଡ ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଆରମ୍ଭ ହେବ। ଓପନିଂ ମ୍ୟାଚ ପାଇଁ ଆୟର୍ଲାଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଅଲରାଉଣ୍ଡର କର୍ଟିସ କାମ୍ଫରଙ୍କୁ ଦଳରେ ସାମିଲ କରାଯାଇଛି। ଚୁଡ଼ାନ୍ତ…
ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ
ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଘରୋଇ ଦଳ ୨୬୯ ରନରେ…
ମ୍ୟାଚ୍ ଦେଖିବାକୁ ଆସିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ରିକି ପଣ୍ଟିଂ
ନୂଆଦିଲ୍ଲୀ, ୨୮।୭: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ତଥା ମହାନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଡ଼ିଆରେ ଛକା-ଚୌକା ମାରି ବୋଲରଙ୍କୁ ଧରାଶାୟୀ କରିଥିବା ପଣ୍ଟିଂଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ନିଆରା।…
ଏହି ବୋଲର୍ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ: କ୍ରିକେଟ୍ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ। କ୍ରିକେଟ୍ ଇତିହାସରେ ଏହିଭଳି କେତେଜଣ ବୋଲର ରହିଛନ୍ତି,…
ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍ ନେଲେ ବ୍ରଡ୍
ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍…
ଅଗଷ୍ଟ ୧୮ରୁ ଆରମ୍ଭ ହେବ ଏହି ଟି୨୦ ଲିଗ୍
ତାରୌବା,୨୮।୭(ଏପି): ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ୩୩ ମ୍ୟାଚ୍ ବିଶିଷ୍ଟ କାରିବିୟାନ ପ୍ରିମିୟର ଲିଗ୍ (ସିପିଏଲ୍) ଟୁର୍ନାମେଣ୍ଟ। ଗତଥରର ଚାମ୍ପିୟନ ବାର୍ବାଡୋସ ଟ୍ରାଇଡେଣ୍ଟ ଓ ସେଣ୍ଟ କିଟ୍ସ ଉଦ୍ଘାଟନୀ ମ୍ୟାଚ୍ରେ ମୁହଁାମୁହିଁ ହେବେ। ସେହିପରି ନେଭିସ୍ ପାଟ୍ରିଅଟ୍ସ, ଗୟନା ଆମାଜନ…
ବେନ୍ ଷ୍ଟୋକ୍ସଙ୍କ ଡ୍ରେସରେ ଲାଗିଥିଲା ଦାଗ, ସାଥୀ ଖେଳାଳିଙ୍କ ଥିଲା ଏମିତି ପ୍ରତିକ୍ରିୟା
କରୋନା ଯୋଗୁ ପ୍ରାୟ ଚାରିମାସ ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ଓଲ୍ଡ ଟ୍ରାଫର୍ଡରେ ଦୁଇ ଦଳ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ସମୟରେ ବେନ ଷ୍ଟୋକ୍ସଙ୍କ ଧଳା ଡ୍ରେସରେ…
ଚପରାସୀ ଚାକିରି ପାଇଁ ଆବେଦନ କଲେ ଏହି ଭାରତୀୟ କ୍ରିକେଟର
ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିବା ଦିନେଶ ସାଏନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେ ନାଡାରେ ଏକ ଚପରାସି ଚାକିରି ପାଇଁ ଆବେଦନ କରିଛନ୍ତି। ଭାରତର ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ନେଇଥିବା…
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଆଉଟ୍ ହୋଇଛନ୍ତି ଏହି କ୍ରିକେଟର
ଅନ୍ତର୍ଜାତୀୟ କ୍ରିକେଟର ସର୍ବଧିକ ଥର ଆଉଟ୍ ହୋଇଥିବା ଖେଳାଳିଙ୍କ ତାଲିକାରେ ସର୍ବାଗ୍ରେ ଅଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୪ ବର୍ଷର କ୍ୟାରିୟରରେ ୨୦୦ଟି ଟେଷ୍ଟ, ୪୬୩ଟି ଏକଦିବସୀୟ ଏବଂ ଗୋଟିଏ ଟି -୨୦ ମ୍ୟାଚ ଖେଳିଥିବା ସଚିନ ୧୦୦ ଶତକ ସହିତ…
୬ଟି ଆଙ୍ଗୁଠି ଥିବା ଏହି ଖେଳାଳି ମାରିଥିଲେ ୬ଟି ବଲ୍ରୁ ୬ଟି ଛକା
ଓ୍ବେଷ୍ଟଇଣ୍ଡିଜର ପ୍ରସିଦ୍ଧ ଖେଳାଳି ଗ୍ୟାରି ସୋବର୍ସଙ୍କ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମରୁ ଏହି ମହାନ କ୍ରିକେଟରଙ୍କ ଦୁଇ ହାତରେ ୧୨ ଟି ଆଙ୍ଗୁଠି ଥିଲା ଅର୍ଥାତ ଗୋଟିଏ ହାତରେ ୬ଟି ଆଙ୍ଗୁଠି ଥିଲା। ୱିସଡେନର ଶତାବ୍ଦୀର ପାଞ୍ଚଜଣ ଶ୍ରେଷ୍ଠ କ୍ରିକେଟରଙ୍କ…
ଇଂଲଣ୍ଡ ଦଳକୁ ଟୋପ୍ଲେଙ୍କ ପ୍ରତ୍ୟାବର୍ତ୍ତନ
ସାଉଥାମ୍ପଟନ, ୨୮।୭ (ପି.ଟି.)- ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍ ବୋଲର ରିଷି ଟୋପ୍ଲେ। ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ସୋମବାର ଘୋଷିତ ୧୪ ଜଣିଆ ଇଂଲଣ୍ଡ ଦଳରେ ଟୋପ୍ଲେଙ୍କୁ ସାମିଲ କରାଯାଇଛି।…

