Posted inଖେଳ

ଖଳନାୟକ ହେବାକୁ ସମୟ ଲାଗେ ନାହିଁ, କାହିଁକି ଏମିତି କହିଲେ କ୍ରିକେଟର

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ବିଜୟ ଆଣିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋନିସ କହିଛନ୍ତି ଯେ ବିଗ ବାଶ୍‌ ଲିଗ(ବିବିଏଲ୍‌) ଯୋଗୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ପ୍ରଥମ ମ୍ୟାଚରେ ଷ୍ଟୋନିସ ୨୧ଟି ବଲରୁ ୫୩ ରନ ସଂଗ୍ରହ କରିଥିଲେ। ପରେ ସୁପର ଓଭରରେ ଦିଲ୍ଲୀ ପାଇଁ ସେ ୨ଟି ଉଇକେଟ୍‌ ନେଇଥିଲେ। ବିବିଏଲରେ ମେଲବୋର୍ଣ୍ଣ ଷ୍ଟାର୍ସ ପାଇଁ ୭୦୫ ରନ ସ୍କୋର କରିଥିବା ମାର୍କସ ଷ୍ଟୋନିସ ଏଥର ଆତ୍ମବିଶ୍ୱାସୀ ଥିବା କହିଛନ୍ତି। ଏହା ବ୍ୟତୀତ ସେ ନିଜ ଉପରେ ଅଧିକ ଦାୟିତ୍ୱ ମୁଣ୍ଡାଇବାକୁ ଚାହୁଁ ନ ଥିବା କହିଛନ୍ତି। ଯୁବାବସ୍ଥାରେ ଅଧିକ ହାସଲ କରିବା ଚକ୍କରରେ ବେଳେବେଳେ ଭୁଲ୍‌ କରି ବସନ୍ତି। ମୁଁ ଏମିତି କରିବାକୁ ଚାହୁଁନାହିଁି, ଅନ୍ୟଥା ହିରୋରୁ ଖଳନାୟକ ହେବାକୁ ଅଧିକ ସମୟ ଲାଗେ ନାହିଁ। ମୋର ଧ୍ୟାନ ପୂରା ଖେଳକୁ ଉପଭୋଗ କରିବା ଉପରେ ରହିଛି ବୋଲି ମାର୍କସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବଭାବରେ ବହୁତ ରାଗି ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରିଥିଲେ ଝଗଡ଼ା

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଦିଗ୍ଗଜ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ନେଇଥିବା ଖେଳାଳି ତାଲିକାରେ ତୃତୀୟ...

ଦ୍ୱିତୀୟ ଦିନିକିଆ: ଜମାନ ଦ୍ୱିଶତକରୁ ବଞ୍ଚିତ, ପାକିସ୍ତାନ ୧୭ ରନରେ ପରାସ୍ତ

ଜୋହାନ୍ସବର୍ଗ,୫।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଓପନର ଫଖର ଜମାନଙ୍କ ଜବରଦସ୍ତ ଇନିଂସ ସତ୍ତ୍ୱେ ଭ୍ରମଣକାରୀ ପାକିସ୍ତାନ ୧୭ ରନରେ ପରାସ୍ତ ହୋଇଛି।...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

କରୋନାର ମଜାକ ଉଡ଼ାଇଥିବା ଏନ୍‌ବିଏ ଖେଳାଳିଙ୍କ ରିପୋର୍ଟ ପଜେଟିଭ

କରୋନା ଭାଇରସ କେତେ ସାଙ୍ଘାତିକ, ତାହା ପୂରା ବିଶ୍ୱ ଦେଖିସାରିଲାଣି। ୧୪୫ ଦେଶରେ ରୋଗୀ ଚିହ୍ନଟ ହୋଇଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର...

କାନ୍ଦି କାନ୍ଦି ବର୍ସିଲୋନାରୁ ବିଦାୟ ନେଲେ ମେସି

ବାର୍ସିଲୋନା,୮।୮: ଏଫ୍‌ସି ବର୍ସିଲୋନା କ୍ଲବ ଛାଡ଼ୁଥିବା ରବିବାର କୋହଭରା କଣ୍ଠରେ ସ୍ପଷ୍ଟ କରିଛନ୍ତି ଲିଓନେଲ ମେସି। ଆର୍ଜେଣ୍ଟିନାର ଷ୍ଟାରଙ୍କୁ ଦରମା ଦେବା ଲାଗି ସ୍ପାନିଶ କ୍ଲବ...

ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍‌ ରହୁଥିବା ହୋଟେଲ୍‌ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ..

ନୂଆଦିଲ୍ଲୀ, ୧୫।୧୧: ଆଇପିଏଲ୍‌ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ସିଡନୀ ଗସ୍ତ କରିଥିଲା। ଶନିବାର ଦଳ...

ସବୁଠାରୁ ବୟସ୍କ-ଯୁବ ଅଧିନାୟକ ଭିତରେ ଆଜି ଲଢ଼େଇ; ଏସବୁ ଖେଳାଳିଙ୍କ…

ନୂଆଦିଲ୍ଲୀ,୧୦।୪: ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ। ସବୁଠାରୁ ଯୁବ...

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

Advertisement
Archives

Model This Week