ଖେଳ

୩୯୧୧ ଦିନ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌

ସାଉଥାମ୍ପଟନ, ୧୩।୮: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି ବ୍ୟାଟ୍ସମ୍ୟାନ ଫାଓ୍ବଦ ଆଲାମ୍‌। ଗୁରୁବାରଠାରୁ ସାଉଥାମ୍ପଟନରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ଚୂଡ଼ାନ୍ତ ଏକାଦଶରେ…

୭ ବର୍ଷ ଝିଅର ଶଟ୍‌ ଦେଖି ଏମିତି କହିଲେ ଏହି କ୍ରିକେଟର

ଆଗାମୀ ଆଇପିଏଲ୍‌ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍‌ ଦେଖିବା ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ଏହି ସମୟ ମଧ୍ୟରେ ହରିୟାଣାର ଜଣେ ୭ ବର୍ଷର ଝିଅ ପରୀ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।…

ମହେନ୍ଦ୍ର ସିଂ ଧୋନୀଙ୍କର ହେଲା କରୋନା ଟେଷ୍ଟ: ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ନିଜର କରୋନା ଟେଷ୍ଟ କରାଇଛନ୍ତ। ତାଙ୍କସହ ସିଏସ୍‌କେର ମୋନୁ ସିଂ ମଧ୍ୟ ନିଜର କରୋନା ଟେଷ୍ଟ କରିଥିବା ଜଣାପଡ଼ିଛି। ତେବେ…

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ ସେ ଭାରତୀୟ ଦଳ ବାହାରେ ଅଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଟେଷ୍ଟ ଡେବ୍ୟୁ…

ଏୟାରପୋର୍ଟରେ ପିପିଇ କିଟ୍‌ ପିନ୍ଧି ଡ୍ୟାନ୍ସ କଲେ ଏହି କ୍ରିକେଟରଙ୍କ ଭାବିପତ୍ନୀ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା କୋରିଓଗ୍ରାଫି ପାଇଁ ବେଶ୍‌ ଜଣାଶୁଣା। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓକୁ ଶେୟାର କରିଥାନ୍ତି। ଇତିମଧ୍ୟରେ ତାଙ୍କର ଆଉ ପୋଷ୍ଟ ସାମ୍ନାକୁ ଆସିଛି। ଯେଉଁଥିରେ…

ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌ ପକାଇଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସୋଏବ ଏକ…

ଜୈବ ସୁରକ୍ଷିତ ପ୍ରୋଟୋକଲ ଭାଙ୍ଗିଲେ ହାଫିଜ୍‌

କରାଚି,୧୩।୮(ପି.ଟି.): ପାକିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍‌ ଇଂଲଣ୍ଡରେ ଜୈବ ସୁରକ୍ଷିତ ପ୍ରୋଟୋକଲ ଉଲ୍ଲଂଘନ କରି ବିବାଦ ସୃଷ୍ଟି କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ ଏ ନେଇ ବିରକ୍ତି ପ୍ରକାଶ କରିଛି। କରୋନ ମହାମାରୀକୁ ଦୃଷ୍ଟିରେ ରଖି ଇଂଲଣ୍ଡ…

କରୋନା ସଂକ୍ରମଣ ସତ୍ତ୍ୱେ ଜାତୀୟ ହକି କ୍ୟାମ୍ପ ଆରମ୍ଭ ହେବ

ନୂଆଦିଲ୍ଳୀ,୧୩।୮(ପି.ଟି.): କେତୋଟି କୋଭିଡ୍‌-୧୯ ମାମଲା ସତ୍ତ୍ୱେ ଅଗଷ୍ଟ ୧୯ ତାରିଖରୁ ଭାରତୀୟ ଜାତୀୟ ହକି ଦଳ ପାଇଁ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ ଭାରତୀୟ ଦଳର ଅଧ ଡଜନ ଖେଳାଳି କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି…

ଆଇପିଏଲ୍‌: ଟାଇଟଲ ସ୍ପୋନ୍ସରଶିପ୍‌ ଦୌଡ଼ରେ ଅନ୍‌ଏକାଡେମୀ

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ପ୍ରାୟୋଜକ ଏଜୁକେଶନ ଟେକ୍ନୋଲୋଜି କମ୍ପାନୀ ଅନ୍‌ଏକାଡେମୀ ଏବେ ଟାଇଟଲ ସ୍ପୋନ୍ସରଶିପ୍‌ ଦୌଡ଼ରେ ସାମିଲ ହୋଇଛି। ଚାଇନା ମୋବାଇଲ ଫୋନ୍‌ କମ୍ପାନୀ ଭିଭୋ ବଦଳରେ ଅନ୍‌ଏକାଡେମୀ ଚଳିତ ସେସନ ପାଇଁ ବିଡ୍‌ ଦାଖଲ କରିବାକୁ…

୨୦୨୧ ବିଶ୍ୱକପ୍‌ ଆୟୋଜନ: ଶ୍ରୀଲଙ୍କା, ୟୁଏଇ ଭାରତର ବ୍ୟାକ୍‌ ଅପ୍‌ ଭେନ୍ୟୁ

ନୂଆଦିଲ୍ଲୀ,୧୩।୮(ପି.ଟି.): ଆସନ୍ତାବର୍ଷ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ବିକଳ୍ପ ଆୟୋଜକ ସ୍ଥିର କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି। ଯଦି ଭାରତ କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ମେଗା ଇଭେଣ୍ଟ…

ପୂର୍ବତନ ଖେଳାଳିଙ୍କ ଅଭିଜ୍ଞତାକୁ ବେକାର ହେବାକୁ ଦିଅନି: ଡ୍ରାଭିଡ୍‌

ମୁମ୍ବାଇ,୧୩।୮(ପି.ଟି.): ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ହେଡ୍‌ କୋଚ୍‌ ରାହୁଲ ଡ୍ରାଭିଡ୍‌ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ଓ୍ବେବିନାରରେ ଯୋଗ ଦେଇ ରାଜ୍ୟ ଆସୋସିଏଶନଗୁଡିକୁ ବହୁ ମୂଲ୍ୟ ଉପଦେଶ ଦେଇଛନ୍ତି। ପୂର୍ବତନ କ୍ରିକେଟରମାନଙ୍କ ଅଭିଜ୍ଞତାର ଫାଇଦା ଯେତେ…

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏ ନେଇ ବୁଧବାର ଦଳ ତରଫରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଆଇପିଏଲ୍‌ ଖେଳିବାକୁ ସବୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?