ଖେଳ

ଭାରତୀୟ କ୍ରିକେଟ୍‌ ଦଳର ଏହି ସ୍ପିନରଙ୍କ ଭାବି-ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ନିକଟରେ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ହୋଇଥିଲା। ଯଦିଓ ଧନଶ୍ରୀ ଜଣେ ଡାକ୍ତର, ସେ ମଧ୍ୟ ଜଣେ ନୃତ୍ୟଶିଳ୍ପୀ ଭାବରେ ଜଣାଶୁଣା। ତେବେ ବର୍ତ୍ତମାନ ଧନଶ୍ରୀଙ୍କ ନୃତ୍ୟର ଏକ ଭିଡିଓ…

ସଚିନ ତେନ୍ଦୁଲକରଙ୍କ ପାଇଁ ଅଗଷ୍ଟ ୧୪ କାହିଁକି ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ…

ନୂଆଦିଲ୍ଲୀ, ୧୪।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ଅର୍ଥାତ୍‌ ଅଗଷ୍ଟ ୧୪ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନ ସେ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଇଂଲଣ୍ଡରେ ଏହି ଦିନ ସେ ଶତକ ମାରି ଟିମ୍‌…

କରୋନାରୁ ଆରୋଗ୍ୟ ହେଲେ କରୁଣ ନାୟାର

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ଭାରତ ଓ କିଙ୍ଗ୍ସ ଇଲେଭେନ୍‌ ବ୍ୟାଟ୍ସମ୍ୟାନ କରୁଣ ନାୟାର କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ଯିବେ। ନାୟାରଙ୍କର ଗତ…

ଲେକ୍ସିଂଟନ ଓପନ ଟେନିସ: କ୍ୱାର୍ଟର ଫାଇନାଲରେ ଗୌଫ

ଲେକ୍ସିଂଟନ(ୟୁଏସ), ୧୪।୮(ଏପି)- ଆମେରିକାର ଟିନ୍‌ଏଜ ଖେଳାଳି କୋକୋ ଗୌଫ ଦ୍ୱିତୀୟ ସିଡ୍‌ ଆରିନା ସାବାଲେନ୍‌କାଙ୍କୁ ୭-୬(୨), ୪-୬, ୬-୪ ସେଟ୍‌ରେ ହରାଇ ଲେକ୍ସିଂଟନ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟ ଗୌଫ ୧୦ ଥର ଡବଲ୍‌ଫଲ୍ଟ…

ଟୋକିଓ ଅଲିମ୍ପିକ୍ସ: ଆଇନକ୍ସ ଗ୍ରୁପ୍‌ ଭାରତୀୟ ଦଳର ପ୍ରାୟୋଜକ ହେବ: ଆଇଓଏ

ନୂଆଦିଲ୍ଲୀ,୧୪।୮(ପି.ଟି.): ଆଗମୀ ଟୋକିଓ ଅଲିମ୍ପିକ୍ସରେ ଆଇନକ୍ସ ଗ୍ରୁପ୍‌ ଭାରତୀୟ ଦଳର ପ୍ରାୟୋଜକ ହେବ। ଏ ନେଇ ଗୁରୁବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ତରଫରୁ ଘୋଷଣା କରାଯାଇଛି। କୋଭିଡ୍‌-୧୯ ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ଅଲିମ୍ପିକ୍ସ…

ୟୁପିସିଏ ଅଧ୍ୟକ୍ଷ ଯଦୁପତି ସିଂହାଣିଆଙ୍କ ପରଲୋକ

ଲକ୍ଷ୍ନୌ,୧୪।୮(ପି.ଟି.): ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ) ଅଧ୍ୟକ୍ଷ ଯଦୁପତି ସିଂହାଣିଆ ୬୭ ବର୍ଷ ବୟସରେ ଗୁରୁବାର ସିଙ୍ଗାପୁରରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ କବିତା ଉପସ୍ଥିତ ଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିଆସୁଥିଲେ ଓ…

ବ୍ୟାଡ୍‌ମିଣ୍ଟନ ଖେଳାଳି ସିକ୍କି ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ବିଶିଷ୍ଟ ମହିଳା ଡବଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ଏନ୍‌. ସିକ୍କି ରେଡ୍ଡୀ ଏବଂ ତାଙ୍କ ଫିଜିଓଥେରାପିଷ୍ଟ କିରନ ସି’ଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି। ହାଇଦ୍ରାବାଦସ୍ଥିତ ପୁଲେଲା ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ନ୍ୟାଶନାଲ କ୍ୟାମ୍ପ ଅବସରରେ ସମସ୍ତ ଖେଳାଳି, କୋଚ୍‌,…

କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍‌ ଗ୍ରାଁ ପ୍ରି ରେସ୍‌ରେ ଭାଗନେବେ ପେରେଜ

ମୋଣ୍ଟମେଲୋ(ସ୍ପେନ), ୧୩।୮(ଏପି)- କରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସର୍ଗିଓ ପେରେଜ ଚଳିତ ସପ୍ତାହରେ ହେବାକୁଥିବା ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ଭାଗନେବେ। ପେରେଜ ଚଳିତ ସିଜନରେ ରେସିଂ ପଏଣ୍ଟ ଟିମ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମା’ଙ୍କୁ ଡାକ୍ତରଖାନାରେ…

ଧୋନୀଙ୍କ କରୋନା ରିପୋର୍ଟ କ’ଣ ଆସିଲା ଜାଣନ୍ତୁ

ରାଞ୍ଚି, ୧୩।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରୋନ ଭାଇରସ ଆକ୍ରାନ୍ତ ହୋଇନାହାନ୍ତି। ରାଞ୍ଚିରେ ଧୋନୀଙ୍କ କରୋନ ଟେଷ୍ଟ ହୋଇଥିଲା। ଯାହାର ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ନେଗେଟିଭ ଆସିଛି। ଫଳରେ ଧୋନୀ ଖୁବ୍‌ ଶୀଘ୍ର ତାଙ୍କ…

୩ ଥର ବିଶ୍ୱକପ୍‌ ବିଜୟିନୀ ଏହି ମହିଳା କ୍ରିକେଟର୍‌ ନେଲେ ଅବସର

ଲଣ୍ଡନ, ୧୩।୮: ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ଅଭିଜ୍ଞ ସ୍ପିନର ଲୌରା ମାର୍ଶ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୩ ବର୍ଷୀୟ ଏହି ସ୍ପିନର କ୍ୟାରିୟରରେ ୩ଥର ବିଶ୍ୱକପ୍‌ ଜିତିଥିଲେ। ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ହଣ୍ଡ୍ରେଡ୍ସ (୧୦୦ ବଲ୍‌)…

୧୦୦ ଭିନ୍ନକ୍ଷମ କ୍ରିକେଟର୍‌ଙ୍କୁ ୫ ହଜାର ଟଙ୍କା ସହାୟତା ଦେଲେ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର ହାର୍ଲି ମେଡ୍‌କାଫ୍‌ କରୋନା ମହାମାରୀ ଭଳି ଏକ ସଙ୍କଟଜନକ ସମୟରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍‌ ଖେଳାଳିଙ୍କୁ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ମେଡ୍‌କାଫ୍‌ ୧୦୦ ଜଣ ଭାରତୀୟ ଭିନ୍ନକ୍ଷମ…

ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି)- ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୩୬ ବର୍ଷୀୟ ଏହି ମିଡ୍‌ଫିଲ୍ଡର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଏକ ବର୍ଷ ପାଇଁ ଚୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?