ଖେଳ

ରାମଭକ୍ତ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତ ସରକାରଙ୍କ ଅନୁମତି ଲୋଡ଼ିବେ ବୋଲି କହିଛନ୍ତି। ସେ…

ଉଦ୍‌ଘାଟନୀ ଲଙ୍କା ପ୍ରିମିୟର ଲିଗ୍‌ ସ୍ଥଗିତ

କଲମ୍ବୋ, ୧୨ା୮ (ପି.ଟି.)-ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ପ୍ରଥମ ସଂସ୍କରଣକୁ ସ୍ଥଗିତ ରଖିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)। ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୁନଶ୍ଚ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପାଇଁ ଟପ୍‌ ବିଦେଶୀ ଖେଳାଳିମାନେ ଟୁର୍ନାମେଣ୍ଟ ପାଇଁ…

୧୩ ସୁଦ୍ଧା ଜବାବ ଦେବାକୁ କ୍ରୀଡ଼ା ମହାସଂଘଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ଅନୁରୋଧକ୍ରମେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଦେବା ସମୟସୀମାକୁ ଦୁଇ ଦିନ ଅର୍ଥାତ୍‌ ଅଗଷ୍ଟ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ…

କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରସଙ୍ଗ: ଅମିତ, ଦୀପସାନ, ଷ୍ଟାନିଲଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି)-କ୍ରୀଡ଼ା ପ୍ରତିଭା ଅନ୍ବେଷଣ କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ଲକ୍ଷ୍ୟରେ ୧୯୮୫ ମସିହାରେ ଓଡ଼ିଶାରେ କ୍ରୀଡ଼ା ଛାତ୍ରାବାସ ସ୍ଥାପନ କରାଯାଇଥିଲା। ସେହି ଦିନଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ବୟସ ବର୍ଗରେ ଏବଂ ଭିନ୍ନଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ…

ଆଇପିଏଲ୍‌ ପାଇଁ ୟୁଏଇ ଯିବେ ୫୦ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହେବ। ଏହା ପାଖାପାଖି ଅନ୍ୟ ୫୦ କ୍ରିକେଟରଙ୍କ ଲାଗି ପରୋକ୍ଷରେ ଆଶୀର୍ବାଦ ଭଳି ହୋଇ ପାରେ। ଏହି ଖେଳାଳିମାନେ ୮ଟି ଦଳର ନେଟ୍‌ ବୋଲର…

ପୁଅ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଦଣ୍ଡିତ କଲେ ମ୍ୟାଚ୍‌ ରେଫରି କ୍ରିସ୍‌

ଦୁବାଇ, ୧୧ା୮ (ପି.ଟି.)-ମାଞ୍ଚେଷ୍ଟରରେ ପ୍ରଥମ ଟେଷ୍ଟ ମ୍ୟାଚ ବେଳେ ପାକିସ୍ତାନ ସ୍ପିନର ୟାସିର ଶାହାଙ୍କ ଆଉଟ ପରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ଇଂଲଣ୍ଡ ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଦଣ୍ଡିତ ହୋଇଛନ୍ତି। ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ଯିଏକି ତାଙ୍କ…

ସ୍ତ୍ରୀ-ପିଲାଙ୍କ ନାମରେ ଟାଟୁ କରି ରାଇନା ଟ୍ରୋଲ: ପ୍ରଶଂସକ କରୁଛନ୍ତି ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ,୧୧।୮: ୟୁଏଇରେ ସେପ୍ଟେମ୍ବର ୧୯ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଏହାକୁ ନେଇ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କଲେଣି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟର ସୁରେଶ ରାଇନା ହାତରେ କରିଥିବା ଏକ ଟାଟୁର ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି।…

ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଆସିଲେ ଭାବି ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ଜୀବନ ସାଥୀ ବାଛି ସାରିଛନ୍ତି। ଭାରତର ଜଣାଶୁଣା ୟୁଟ୍ୟୁବ ଷ୍ଟାର୍‌ ତଥା କୋରିୟଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ଚହଲ। ଗତ ଅଗଷ୍ଟ ୮ରେ ଚହଲ ଓ ଧନଶ୍ରୀଙ୍କ…

୪୮ ବଲ୍‌ ଖେଳି ଆଇପିଏଲ୍‌ରେ ଚୌକା- ଛକା ମାରି ନାହାନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସର୍ବଦା ଚୌକା-ଛକା ବର୍ଷା ହୋଇଥାଏ। ଏହି ଟୁର୍ନାମେଣ୍ଟରେ ରୋହିତ୍‌ ଶର୍ମା, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ, ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ ସ୍ମିଥ, ଆନ୍ଦ୍ରେ…

ପରିବାର ସଦସ୍ୟଙ୍କ ବିୟୋଗ ଯୋଗୁ ଟେଷ୍ଟ ପଦାର୍ପଣରୁ ବଞ୍ଚିତ ହେଲେ ଏହି ବ୍ୟାଟ୍ସମ୍ୟାନ

ସାଉଥାମ୍ପଟନ, ୧୧।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ପୂର୍ବରୁ ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ବଳକା ମ୍ୟାଚ୍‌ରୁ ଓହରିଯାଇଥିଲେ। ଏବେ ଏହି ତାଲିକାରେ ଆଉ…

ମାସ୍କ ନ ପିନ୍ଧି ପୋଲିସ ସହ ଝଗଡ଼ା କଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ରାଜକୋଟ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ମାସ୍କ ପରିଧାନ ନ କରି ଗୁଜରାଟର ରାଜକୋଟ ସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା। କରୋନା ନିୟମ ଉଲ୍ଲଘଂନ କରିଥିବା କରିଥିବା ହେତୁ ଯେତେବେଳେ ଜଣେ ମହିଳା…

ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା ପରିବର୍ତ୍ତନ କରିଥିଲେ। ସାହାଙ୍କ ପତ୍ନୀ ହେଉଛନ୍ତି ଏକ ରେଷ୍ଟୁରାଣ୍ଟର ମାଲିକ। କୋଲକାତାରେ ତାଙ୍କ ରେଷ୍ଟୁରାଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?