Posted inଖେଳ

ଧୋନୀଙ୍କ ୫ ବର୍ଷର ଝିଅକୁ ମିଳିଲା ବଳାତ୍କାର ଧମକ

ଭାରତରେ କ୍ରିକେଟ ଏକ ଲୋକପ୍ରିୟ ଖେଳ। ବର୍ତ୍ତମାନ ୟୁଏଇରେ ଆଇପିଏଲ୍‌ର ୧୩ତମ ସଂସ୍କରଣ ଖେଳ ଚାଲିଛି। ଚଳିତ ସିଜିନ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୨ରେ ବିଜୟ ଲାଭ କରିଛି। ଏଥିପାଇଁ ଧୋନୀଙ୍କର ଏବଂ ସିଏସ୍‌କେ ପ୍ରଶଂସକମାନେ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରୁଛନ୍ତି। କୋଲକାତା ବିପକ୍ଷରେ ମ୍ୟାଚ ହାରିବା ପରେ ଧୋନୀଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ବଳାତ୍କାର ଧମକ। ଏହିର ସ୍କ୍ରିନ୍‌ ସଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ କିଛି ୟୁଜର ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ରଖିଥିବା ବେଳେ ଆଉ କିଛି ୟୁଜର୍ସ ଧୋନୀଙ୍କ ପରିବାରକୁ ଖେଳ ବିବାଦ ମଧ୍ୟକୁ ନ ଟାଣିବା ଉଚିତ୍‌ ବୋଲି ମତ ରଖିଛନ୍ତି। କିଛି କ୍ରିକେଟ ସମୀକ୍ଷକ ଏପରି ଧମକକୁ କଡ଼ା ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍‌

ସିଡ୍‌ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ...

୫ ବର୍ଷ ପରେ ‘ଗୋଲ୍ଡେନ୍‌ ଡକ୍‌’ରେ ଆଉଟ୍‌

ମୁମ୍ବାଇ,୧୯।୪: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଏକ ସମୟରେ...

କ୍ରିସ୍‌ ଗେଲ୍‌-ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଲିଆଣ୍ଡର ପେସ୍‌; ଲିଭ୍‌ ଇନ୍‌ରେ ଥାଇ ବାପା ହୋଇଛନ୍ତି ଏସବୁ ଖେଳାଳି; ପୁରା ତାଲିକା…

ନୂଆଦିଲ୍ଲୀ,୨୧।୧୦: ଖେଳ ଜଗତରେ ଏଭଳି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ବିବାହ ନ କରି ବାପା ହୋଇଛନ୍ତି। ଅର୍ଥାତ ବିବାହ ପୂର୍ବରୁ ଲିଭ୍‌-ଇନ୍‌ରେ ରହୁଥିବା ସମୟରେ...

ବିସିସିଆଇର ନୂତନ କମିଟି ଘୋଷଣା: ପୁଣି ଥରେ ଚେତନ ଶର୍ମା ହେଲେ ଟିମ୍‌ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଶନିବାର ଟିମ୍‌ ଇଣ୍ଡିଆର ନୂତନ ଚୟନ କମିଟି ଘୋଷଣା କରାଯାଇଛି। ପୁଣିଥରେ ଭାରତର ପୂର୍ବତନ ପେସ ବୋଲର...

ତୃତୀୟ ସନ୍ତାନର ପିତା ହେବେ ଓ୍ବାର୍ନର

ଲଣ୍ଡନ,୨୮।୬(ପିଟି)-ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଓ ତାଙ୍କ ପତ୍ନୀ କ୍ୟାଣ୍ଡିସ ତୃତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ଓ୍ବାନର ବର୍ତ୍ତମାନ ଦୁଇ ଝିଅଙ୍କ...

ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ...

ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

କେପ୍‌ ଟାଉନ,୮।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବୃହତ୍‌ ୧୮୯ ରନରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲସ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ...

Advertisement
Archives

Model This Week