ଖେଳ

ଜାଡେଜାଙ୍କ ପରେ ସିଏସ୍‌କେ କ୍ୟାମ୍ପ୍‌ରେ ଯୋଗ ଦେବେନି ଏହି କ୍ରିକେଟର୍‌

ଚେନ୍ନାଇ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଅଗଷ୍ଟ ୨୦ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌ (ସିଏସ୍‌କେ) ଦଳ ୟୁଏଇ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଏଥିପୂର୍ବରୁ ସୁପର୍‌…

ପ୍ରଥମ ସପ୍ତାହ ପାଇଁ ଉପଲବ୍ଧ ହୋଇ ନ ପାରନ୍ତି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି

ଲଣ୍ଡନ, ୧୫ା୮(ପି.ଟି.)-ସେପ୍ଟେମ୍ବର ୪ରୁ ୧୬ ପର୍ଯ୍ୟନ୍ତ ଯଥାକ୍ରମେ ସାଉଥାମ୍ପଟନ ଓ ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍‌ ୬ଟି ହ୍ବାଇଟ୍‌ ବଲ୍‌ ଗେମ୍‌ ଖେଳିବେ। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସହିତ ଚୁକ୍ତି କରିଥିବା ଏହି ଦୁଇ ଦେଶର ଖେଳାଳିମାନେ…

କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀ: ଜବାବ ଦେଲେ ୫୬ ଜାତୀୟ କ୍ରୀଡ଼ା ମହାସଂଘ

ନୂଆଦିଲ୍ଲୀ,୧୫ା୮(ପି.ଟି.)-ସ୍ବୀକୃତି ହରାଇଥିବା ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମଧ୍ୟରୁ ୫୬ଟି କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ରଖିଛନ୍ତି। ଏଥିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କ ଅଫିସ୍‌ କର୍ମକର୍ତ୍ତାଙ୍କ ବୟସ ଏବଂ କାର୍ଯ୍ୟକାଳ ସମ୍ପର୍କିତ ରିପୋର୍ଟ ମାଗିଥିଲା। ଏଥିପାଇଁ ସମୟସୀମା ଅଗଷ୍ଟ…

କିପ୍‌ଚୋଗେ ‘ରନ୍‌ ଆଜ୍‌ ଓ୍ବାନ୍‌’ର ଆମ୍ବାସାଡର ନିଯୁକ୍ତ

ମୁମ୍ବାଇ, ୧୫ା୮ (ପି.ଟି.)- କୋଭିଡ୍‌-୧୯ରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟାର୍ଥେ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ‘ସନ୍‌ଫିଷ୍ଟ ଇଣ୍ଡିଆ ରନ୍‌ ଆଜ୍‌ ଓ୍ବାନ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଭର୍ଚୁଆଲ ଇଭେଣ୍ଟ ଲାଗି ଅଲିମ୍ପିକ ମାରାଥନ ଚାମ୍ପିୟନ ଏଲିଉଡ୍‌…

ଅମନ ଗୁପ୍ତା କ୍ୱାର୍ଟରଫାଇନାଲରେ

ଓରେଗନ୍‌ (ୟୁଏସ୍‌ଏ), ୧୫ା୮ (ପି.ଟି.)-ୟୁଏସ୍‌ ଆମେଚର ଗଲ୍ଫ ଟୁର୍ନାମେଣ୍ଟରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅମନ ଗୁପ୍ତା ତାଙ୍କର ଉଭୟ ମ୍ୟାଚ ଜିତି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଅନ୍ୟତମ ଏହି ସମ୍ମାନଜନକ ଆମେଚର ଟୁର୍ନାମେଣ୍ଟରେ ୨୧ ବର୍ଷୀୟ ଗୁପ୍ତା ରାଉଣ୍ଡ ଅଫ୍‌୍‌…

ପ୍ରତିଶ୍ରୁତି ରକ୍ଷା କରିବେ ମ୍ୟାକ୍‌ଡୋନାଲ୍ଡ

ସିଡ୍‌ନୀ, ୧୫।୮(ପି.ଟି.)- ଅଷ୍ଟ୍ରେଲିଆର ସିନିୟର ସହକାରୀ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ଆସନ୍ତା ମାସରେ ଦଳସହ ଇଂଲଣ୍ଡ ଗସ୍ତରେ ଯାଇପାରିବେ ନାହିଁ। ପୂର୍ବ ପ୍ରତିଶ୍ରୁତି ଅନୁସାରେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସହିତ ରହିବେ। ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଇଂଲଣ୍ଡ, ଜର୍ମାନୀ, ସ୍ପେନ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ଦେଶର ୫ଟି ସ୍ଥାନରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ଯୋଗ୍ୟତା ଅର୍ଜନ କରିଛନ୍ତି। ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ୍ସ(ୟୁଫା)…

ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଲଞ୍ଚ୍‌ କଲେ ରିଜିଜୁ

ନୂଆଦିଲ୍ଲୀ,୧୫।୮(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଲଞ୍ଚ୍‌ କରିଛନ୍ତି। ସାରା ଦେଶରେ ଏହି ଇଭେଣ୍ଟ ଫିଟ୍‌ନେସ୍‌ରେ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି। ଏବେ ସାରା ଦେଶ ତଥା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ସଂକ୍ରମଣ…

ମାଇକେଲ ଜୋର୍ଡାନଙ୍କ ଯୋତା ରେକର୍ଡ ୪ କୋଟି ୬୦ ଲକ୍ଷ ଟଙ୍କାରେ ନିଲାମ

ନ୍ୟୁୟର୍କ,୧୪।୮: ଆମେରିକୀୟ ପୂର୍ବତନ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ କିମ୍ବଦନ୍ତୀ ମାଇକେଲ ଜୋର୍ଡାନଙ୍କ ଏକ ଯୋତା ରେକର୍ଡ ମୁଲ୍ୟରେ ନିଲାମ ହୋଇଛି। ଏକ ଅନ୍‌ଲାଇନ୍‌ ଅକସନ ମାଧ୍ୟମରେ ଏହି ଜୋତା ୪ କୋଟି ୬୦ ଲକ୍ଷ ଟଙ୍କା (୬୧୫,୦୦୦ ଆମେରିକୀୟ ଡଲାର)ରେ…

ସେରେନା-ଭେନସ୍‌ ପ୍ରତିଦ୍ୱନ୍ଦ୍ୱୀତା: ୩୧ତମ ମୁକାବିଲାର ସାନ ଭଉଣୀ ବିଜୟୀ

ଲେକ୍ସିଂଟନ,୧୪।୮(ଏପି): ଆମେରିକୀୟ ମହିଳା ଟେନିସ ତାରକା ତଥା ଦୁଇ ଭଉଣୀ ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରତିଦ୍ୱନ୍ଦ୍ୱୀତା ବେଶ୍‌ ରୋମାଞ୍ଚକ ହୋଇଥାଏ। ଏଥିରେ ସାନ ଭଉଣୀ ସେରେନାଙ୍କ ପଲା ସବୁବେଳେ…

ଇଂଲଣ୍ଡ ଗସ୍ତ କରିବ ଅଷ୍ଟ୍ରେଲିଆ: ଦଳକୁ ଫେରିଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୪।୮: ସୀମିତ ଓଭର ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବା ନିଶ୍ଚିତ ହୋଇଛି। ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆ ଶୁକ୍ରବାର ଘୋଷଣା କରିଛି। ଫଳରେ କୋଭିଡ୍‌-୧୯ କାରଣରୁ ଆର୍ଥିକ ଭାବେ ସଂଘର୍ଷ କରୁଥିବା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)…

ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ସଚିନ୍‌: ୧୭ ବର୍ଷ ବୟସରେ ଏପରି ଆରମ୍ଭ ହୋଇଥିଲା ‘ଲଭଷ୍ଟୋରୀ’

ନୂଆଦିଲ୍ଲୀ,୧୪।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଇଂଲଣ୍ଡ ବିରୋଧରେ ମଞ୍ଚେଷ୍ଟରରେ ଖେଳାଯାଉଥିବା ଟେଷ୍ଟର ପଞ୍ଚମ ଦିନରେ ସଚିନ ୧୧୯ ରନ୍‌ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?