ଖେଳ

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭାରତ-କାତାର ମ୍ୟାଚ ୨୦୨୧କୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୧୩।୮- ୨୦୨୨ ଫିଫା ବିଶ୍ୱକପର ଏସିଆନ କ୍ୱାଲିଫାଇଂ ମ୍ୟାଚ ଗୁଡ଼ିକ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫସି) ଫିଫା ବିଶ୍ୱକପ ଏବଂ ୨୦୨୩ ଏସିଆନ କପ୍‌ର ଅକ୍ଟୋବର ଓ…

ସିଏସକେ ପ୍ରି ସିଜନ କ୍ୟାମ୍ପରେ କାହିଁକି ଯୋଗଦେବେନି ଜାଡେଜା

ନୂଆଦିଲ୍ଲୀ, ୧୨।୮- ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଚେନ୍ନାଇରେ ଏକ ପ୍ରି-ସିଜନ କଣ୍ଡିଶନିଂ କ୍ୟାମ୍ପ କରିବ। ଏହା ଅଗଷ୍ଟ ୧୫ରୁ ୨୦ ମଧ୍ୟରେ ହେବ। ଭାରତର ନାମୀ ଖେଳାଳିଙ୍କ ମଧ୍ୟରୁ…

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି

ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ…

ସ୍ବାମୀଙ୍କ ପରି ‘ଅଲ୍‌ରାଉଣ୍ଡର’ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଷ୍ଟାର୍‌ ଅଲ୍‌ରାଉଣ୍ଡର ସେନ୍‌ ଓ୍ବାଟ୍‌ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍‌ଲଙ୍ଗ ମଧ୍ୟ ଜଣେ ଅଲ୍‌ରାଉଣ୍ଡର। ଲି ଜଣେ କ୍ରୀଡ଼ା ଉପସ୍ଥାପିକା, ମଡେଲ୍‌, ଲେଖିକା ଓ ସଫଳ ବିଜନେସଓମ୍ୟାନ। ଅଷ୍ଟ୍ରେଲିଆରେ ଲି’…

୨୩୭ ରନର ଇନିଂସ ସତ୍ତ୍ୱେ କରୋନା ନିୟମ ଉଲ୍ଲଂଘନ କରି ବାଦ୍‌ ପଡ଼ିଲେ ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ, ୧୨।୮: ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର୍‌ କରୋନା ନିୟମ ଉଲ୍ଲଂଘନ କରି ଦଳରୁ ବାଦ୍‌ ପଡ଼ିଛନ୍ତି। ସେ ହେଉଛନ୍ତି କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟ ଦଳର ଯୁବ ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ। କରୋନା…

ଲକ୍ଷ୍ମଣଙ୍କ କ୍ୟାଚ୍‌ ଛାଡ଼ିବାରୁ ଅବସର ନେଇଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାନ ଉଇକେଟ୍‌କିପରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। କ୍ରିକେଟ୍‌ରେ ଉଇକେଟ୍‌କିପରଙ୍କ ଭୂମିକାରେ ହୋଇଥିବା ପରିବର୍ତ୍ତନର ସମସ୍ତ ଶ୍ରେୟ ଗିଲ୍‌ଖ୍ରୀଷ୍ଟଙ୍କୁ ଦିଆଯାଏ। କିନ୍ତୁ ଏକଦା ଭଲଫର୍ମରେ ଥିବାବେଳେ ସମସ୍ତଙ୍କୁ ଚକିତ କରି ସେ କ୍ରିକେଟ୍‌ରୁ ସନ୍ନ୍ୟାସ…

ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’

ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍‌ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍‌ଜୀ ଟିମ୍‌ ପାଇଁ ନେଟ୍‌ରେ ଅଧିକାଂଶ ସମୟ ବୋଲିଂ କରିଥାନ୍ତି। ମୁମ୍ବାଇ କ୍ଲବ କ୍ରିକେଟ୍‌ରେ ସେ ‘ଜୁନିୟର ଷ୍ଟେଇନ୍‌’…

ଆଇପିଏଲ୍‌ ପୂର୍ବରୁ ଝଟ୍‌କା

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) ହେବା ର୍ପୂରୁ ଏକ ଝଟ୍‌କା ଲାଗିଛି। ଫ୍ରାଞ୍ଜାଇଜ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗ୍ନିକ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦଳ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୟୁଏଇ ଯିବାର କିଛି ଦିନ ପୂର୍ବରୁ…

କ୍ୟାନସର ପୀଡିତ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏମିତି ମେସେଜ୍‌ ଦେଲେ କ୍ରିକେଟର

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍‌ସରରେ ପୀଡିତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଶୁଭଚିନ୍ତକ। ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ଟୁଇଟର ଯୋଗେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି କ୍ରିକେଟର ଯୁବରାଜ…

କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନାହିଁ ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱ କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟ ବ୍ରଦର୍ସଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ନାମ ସାମିଲ ଅଛି। ଉଭୟ କ୍ରୁନାଲ ପାଣ୍ଡ୍ୟା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା…

୬୯ ବର୍ଷ ପରେ କ୍ରିକେଟ ପଡିଆରେ ଘଟିଲା ଏମିତି ଚମତ୍କାର

ପ୍ରାୟତଃ କ୍ରିକେଟ ପଡ଼ିଆର ଖେଳାଳିମାନେ ବଲ ଏବଂ ବ୍ୟାଟ ସହିତ ଏକ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ସେମାନଙ୍କ ଦଳକୁ ଜିତିବାରେ ସାହାଯ୍ୟ କରନ୍ତି। କିନ୍ତୁ ଏହା ବହୁତ କ୍ୱଚିତ୍‌ ଘଟେ ଯେତେବେଳେ ସମାନ ମ୍ୟାଚରେ ଦୁଇ ଯାଆଁଳା ଭାଇ ଉଭୟ…

ଟଙ୍କା କେବଳ ଅଳସୁଆ ଝିଅମାନଙ୍କୁ ପ୍ରଭାବିତ କରେ, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆଠାରୁ ପ୍ରାୟ ଦୁଇମାସ ହେବ ବିଦାୟ ନେଇଛନ୍ତି। କିନ୍ତୁ ତାଙ୍କ ପରିବାର ସମେତ ପ୍ରଶଂସକମାନେ ବିଶ୍ୱାସ କରିପାରୁ ନାହାଁନ୍ତି ଯେ ସେ ଆଉ ଏହି ଦୁନିଆରେ ନାହାଁନ୍ତି। ଜୁନ ୧୪ରେ ସୁଶାନ୍ତଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?