ଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ କ୍ରିକେଟର୍‌

ବିଶାଖାପାଟନମ, ୮।୮: ଆନ୍ଧ୍ରପ୍ରଦେଶ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କୋନା ଶ୍ରୀକର (କେଏସ୍‌) ଭରତ ବିବାହିତ ଭାରତୀୟ କ୍ରିକେଟର୍‌ ତାଲିକାରେ ଯୋଡ଼ି ହୋଇଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍‌ର ଏହି ପ୍ରମୁଖ ଉଇକେଟ୍‌କିପର ଦୀର୍ଘ ଦିନର ବାନ୍ଧବୀ ଅଞ୍ଜଳୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ…

ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ ଲାଗି ଟ୍ରେନିଂ ଆରମ୍ଭ କରିବେ ଏହି କ୍ରିକେଟର୍‌

ଢାକା, ୮।୮: ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସନ ଆସନ୍ତା ମାସରୁ ଅଭ୍ୟାସ ଆରମ୍ଭ କରିବେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସମୟରେ ମ୍ୟାଚ୍‌ ଫିକ୍ସିଂ ଲାଗି ବୁକିଙ୍କ ନିକଟରୁ…

ଇଂଲଣ୍ଡ ସାମ୍ନାରେ ୨୭୭ ରନର ଟାର୍ଗେଟ୍‌ ରଖିଲା ପାକିସ୍ତାନ

ମାଞ୍ଚେଷ୍ଟର, ୮।୮- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ପାକିସ୍ତାନ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ ପାକିସ୍ତାନ ଶନିବାର ୪ର୍ଥ ଦିବସରେ ୨ୟ ଇନିଂସରେ ୧୬୯ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଫଳରେ…

ପାକିସ୍ତାନ ଦଳରେ ସାମିଲ ହେବେ ସୋଏବ ମଲିକ

କରାଚୀ, ୮ା୮ (ପି.ଟି.)- ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅଗଷ୍ଟ ୨୮ରୁ ସାଉଥାମ୍ପଟନରେ ଆରମ୍ଭ ହେବ। ଟି୨୦ ସ୍ପେଶାଲିଷ୍ଟ ସୋଏବ ମଲିକ ଅଗଷ୍ଟ ୧୫ରେ ଦଳ ସହିତ ଯୋଗ ଦେବେ। ତେବେ ଏହା ପୂର୍ବରୁ ତାଙ୍କୁ ଦୁଇଥର…

ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ

ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ରିକେଟରୁ ଦୀର୍ଘଦିନଧରି ଦୂରେଇ ରହିଥିବା ଚେନ୍ନାଇ…

ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ: କବିତାଙ୍କୁ ରୌପ୍ୟ, ଆକାଂକ୍ଷାଙ୍କୁ ବ୍ରୋଞ୍ଜ

କଟକ ଅଫିସ,୮ା୮- ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ଚଙ୍ଗମୁକ୍‌ୱାନ୍‌ ଟାଏକୋଣ୍ଡୋ ଏକାଡେମୀ ଅଫ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାର ସିନିୟର ବର୍ଗରେ କଟକର କବିତା ଜେନା ଓ ଆକାଂକ୍ଷା ଜୟସ୍ବାଲ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ…

ପେରେଜ ପୁଣି ପଜିଟିଭ୍‌

ସିଲଭରଷ୍ଟୋନ୍‌, ୮ା୮ (ଏପି)-ସର୍ଗିଓ ପେରେଜଙ୍କର ପୁଣି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ଆସିଛି। ଫଳରେ ରବିବାର ସିଲ୍‌ଭରଷ୍ଟୋନ୍‌ରେ ହେବାକୁଥିବା ଦ୍ୱିତୀୟ ଫର୍ମୁଲା ଓ୍ବାନ ରେସ୍‌ରେ ସେ ଭାଗ ନେଇ ପାରିବେ ନାହିଁ। ମେକ୍ସିକୋର ଏହି ଡ୍ରାଇଭର ୭ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା…

ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍‌

ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ…

ମନପ୍ରୀତ୍‌ଙ୍କ ସମେତ ୫ ହକି ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ, ୮ା୮ (ପି.ଟି.)- ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁରେ ଏକ ଜାତୀୟ କ୍ୟାମ୍ପ…

ଭାରତରେ ହେବ ୨୦୨୧ ଟି-୨୦ ବିଶ୍ୱକପ

ଦୁବାଇ, ୭ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ…

ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ କୋରନା

ନୂଆଦିଲ୍ଲୀ, ୭ା୮(ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁରେ ଏକ ଜାତୀୟ କ୍ୟାମ୍ପ ପୂର୍ବରୁ ଖେଳାଳିମାନଙ୍କର…

ଟ୍ରେନିଂ ଆରମ୍ଭ କଲେ ସିନ୍ଧୁ, ପ୍ରଣୀଥ, ସିକ୍କି

ନୂଆଦିଲ୍ଲୀ,୭।୮(ପି.ଟି.): କରୋନା ଭାଇରସ ସଂକ୍ରମଣ କାରଣରୁ ଦୀର୍ଘ ୪ ମାସ ପରେ ଟ୍ରେନିଂ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା। ଏହି ବ୍ୟାଡମିଣ୍ଟନ ତାରକାମାନଙ୍କ ମଧ୍ୟରେ ରହିଛ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ, ବି. ସାଇ ପ୍ରଣୀଥ ଓ ଏନ୍‌ ସିକ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?