ଖେଳ

ପିପିଇ କିଟ୍‌ ପିନ୍ଧି ଆଇପିଏଲ୍‌ ଖେଳିବାକୁ ଗଲେ ଖେଳାଳି

ଜୟପୁର, ୨୦।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି ୟୁଏଇରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୯ରୁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯିବ। ଏଥିଲାଗି ଆଇପିଏଲ୍‌…

କରୋନା ଆକ୍ରାନ୍ତ ହେଲେ ଏହି ୨ କ୍ରିକେଟର୍‌

ଜୋହାନ୍ସବର୍ଗ, ୨୦।୮: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ୨ ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ଗୁରୁବାର ଏହା ସ୍ପଷ୍ଟ କରାଯାଇଛି। ତେବେ କେଉଁ ଦୁଇଜଣ ଖେଳାଳି ଏହି ଭାଇରସ୍‌ ଦ୍ୱାରା…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ ବଡ ବଡ ବ୍ୟକ୍ତି ବିଶେଷ ତାଙ୍କ କ୍ୟାରିୟରକୁ ନେଇ ଧୋନୀଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।…

କାରିବିୟନ ପ୍ରିମିୟର ଲିଗ୍‌ ଆରମ୍ଭ: ଟ୍ରିନବାଗୋ, ବାର୍ବାଡୋସ ବିଜୟୀ

ଟାରୌବା, ୨୦।୮- କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ) ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ଟ୍ରିନବାଗୋ ନାଇଟ ରାଇଡର୍ସ ଓ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ ବିଜୟ ହାସଲ କରିଛନ୍ତି। ୩୦ଟି ଲିଗ୍‌ ମ୍ୟାଚ ପରେ ଦୁଇ ସେମିଫାଇନାଲ ସେପ୍ଟେମ୍ବର ୮…

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଆଝାର ମେହମୁଦ୍‌: ଇଂଲଣ୍ଡ ଟି୨୦ ଦଳ ଘୋଷିତ

ଲଣ୍ଡନ,୨୦।୮(ପି.ଟି.): ଆସନ୍ତା ୨୮ତାରିଖରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଆୟୋଜକ ଇଂଲଣ୍ଡ ଏକ ଭିନ୍ନ ପ୍ରକାର ରଣନୀତି ଆପଣାଇଛି। ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅଝାର ମେହମୁଦ୍‌ଙ୍କୁ ଇଂଲଣ୍ଡ ତା’ର କୋଚିଂ ଷ୍ଟାଫ୍‌ରେ…

ଆଇପିଏଲ୍‌ ଟାଇଟଲ ରାଇଟ୍‌: ଡ୍ରିମ୍‌ ୧୧ର ୨୦୨୧,୨୦୨୨ ବିଡ୍‌କୁ ବିସିସିଆଇର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଳୀ,୨୦।୮(ପି.ଟି.): ୨୦୨୦ ପାଇଁ ଜଣାଶୁଣା ଫାଣ୍ଟାସୀ ଗେମିଂ ପ୍ଲାଟଫର୍ମ ଡ୍ରିମ୍‌ ୧୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍‌ସରଶିପ୍‌ ଅଧିକାର ହାସଲ କରିଛି। ଆଇପିଏଲ୍‌ର ୨୦୨୦ ସଂସ୍କରଣ ପାଇଁ ଡ୍ରିମ୍‌ ୧୧ ନୂଆ ଟାଇଟଲ ସ୍ପୋନସର ବୋଲି ଲିଗ୍‌ ଗଭର୍ନିଂ…

କ୍ୱାର୍ଟର ଫାଇନାଲରେ ନାଗାଲ

ପ୍ରାଗ୍‌(ଚେକ୍‌ ରିପବ୍ଲିକ), ୨୦।୮(ପି.ଟି.)- ଭାରତର ଶୀର୍ଷସ୍ଥାନୀୟ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ପ୍ରାଗ୍‌ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟ୍‌ରେ ପରାଜୟ ସତ୍ତ୍ୱେ ସେ ସଫଳ ପ୍ରତ୍ୟାବର୍ତ୍ତନ କରି ୬ଷ୍ଠ ସିଡ୍‌ ତଥା…

ଫିଟ୍‌ନେସ ଚିନ୍ତାରେ କ୍ରିକେଟ ପ୍ରତିଭା: ନଦୀ ବାଲିରେ ଦୌଡ଼, କିଲାପଡ଼ିଆରେ ୱାର୍ମଅପ

କଟକ ଅଫିସ,୨୦ା୮- ଖେଳ ପଡ଼ିଆରେ ବି କରୋନା କଟକଣା ଲାଗିଛି। ଗତ ମାର୍ଚ୍ଚ ୨୨ରୁ ଏ ପର୍ଯ୍ୟନ୍ତ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଅଭ୍ୟାସ ବନ୍ଦ ଯୋଗୁଁ ସେମାନଙ୍କ ଫିଟନେସ ଉପରେ ପ୍ରଭାବ ପଡ଼ୁଛି। ଏଭଳି ସ୍ଥିତିରେ ରାଜ୍ୟର ୪ମହିଳା କ୍ରିକେଟ…

କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌

ବାର୍ସିଲୋନା, ୨୦।୮(ଏପି)- ନେଦରଲାଣ୍ଡ୍ସର ରୋନାଲ୍ଡ କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌ ନିଯୁକ୍ତ ହୋଇଛନ୍ତି। ବୁଧବାର ଏହା କ୍ଲବ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଚାମ୍ପିୟନ୍ସ ଲିଗ୍‌ର କ୍ୱାର୍ଟର ଫାଇନାଲରେ ବେୟରନ ମ୍ୟୁନିଚ୍‌ଠାରୁ ୨-୮ ଗୋଲରେ ଲଜ୍ଜାଜନକ ପରାଜୟର ୫ ଦିନ ପରେ…

୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି

ମେଲବୋର୍ନ, ୧୯।୮(ପି.ଟି.)- କୋରୋନ ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ଯୋଗୁ ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ ଅଧିନାୟକ ଆରୋନ ଫିଞ୍ଚ୍‌ ୨୦୨୩ ଆଇସିସି ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଭାରତରେ ହେବାକୁଥିବା ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ…

ଶାହରୁଖ ଖାନଙ୍କ ଦଳକୁ ଜିତାଇଲେ ନାରିନ୍‌

ନୂଆଦିଲ୍ଲୀ, ୧୯।୮: କରୋନା ମହାମାରୀ ମଧ୍ୟରେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିସାରିଛି। ଏବେ ଟି୨୦ କ୍ରିକେଟ୍‌ ଲିଗ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବରରେ ବିଶ୍ୱର ବ୍ୟୟ ବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ…

ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୧୯।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ ନେଇ ଘୋଷଣା କରିଥିଲେ। ଦେଶ ପାଇଁ ୩ଟି ଆଇସିସି ଟ୍ରଫି ଜିତିଥିବା ଧୋନୀଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?