ଖେଳ

‘ଅମ୍ଫନ୍‌’ ପ୍ରଭାବିତ ୧୦ ହଜାର ପରିବାରଙ୍କୁ ସହାୟତା କରୁଛନ୍ତି ସୌରଭ ଗାଙ୍ଗୁଲି

ଗତ ମାସରେ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଯୋଗୁ ପଶ୍ଚିମବଙ୍ଗରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ଯିବାର ପ୍ରାୟ ମାନେ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ଅବସ୍ଥା ସୁଧୁରି ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବିସିସିଆଇ ସଭାପତି ସୌରଭ…

ସୁଶାନ୍ତଙ୍କ ବ୍ୟାଟିଂର ପ୍ରଶଂସକ ଥିଲେ ସଚିନ ତେନ୍ଦୁଲକର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରିକେଟ ଜଗତ ମଧ୍ୟ ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି। ଅଭିନେତା ହୋଇଥିଲେ ମଧ୍ୟ ଜଣେ ଭଲ କ୍ରିକେଟର ଥିଲେ ସୁଶାନ୍ତ। ଏଥିପାଇଁ ଏମଏସ ଧୋନୀଙ୍କ ବାୟୋପିକରେ ଧୋନୀଙ୍କ…

ଧୋନୀଙ୍କ ପାଇଁ କବିତା ଲେଖିଲେ ଜାଡେଜା

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟର ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା…

ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ: ଜୋକୋଭିଚ୍‌ଙ୍କ ଡବଲ ପରାଜୟ

ବେଲଗ୍ରେଡ, ୧୫।୬: ଏଠାରେ ଆରମ୍ଭ ହୋଇଥିବା ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଅନୁଷ୍ଠିତ ୨ଟିଯାକ ମ୍ୟାଚ ହାରି ଯାଇଛନ୍ତି ବିଶ୍ୱର ନମ୍ବରଓ୍ବାନ ଖେଳାଳି ନୋଭାକ୍‌ ଜୋକୋଭିଚ୍‌। ସର୍ବୀୟ ସାଥୀ ଖେଳାଳି ଭିକ୍ଟର ଟ୍ରୋଇକି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ।…

ଶାରଜା ଅନ୍‌ଲାଇନ୍‌ ଚେସ୍:‌ ହରିକ୍ରିଷ୍ଣା ରନର୍ସଅପ୍‌

ଚେନ୍ନାଇ, ୧୫।୬(ପି.ଟି.)-  ଶାରଜା ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ରନର୍ସଅପ୍‌ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ପୋଲାଣ୍ଡ ଗ୍ରାଣ୍ଡମାଷ୍ଟର ରାଦୋସ୍ଲା ଓଜାସେକ୍‌ଙ୍କଠାରୁ ହାରିଥିବା ହରିକ୍ରିଷ୍ଣା ୬.୫ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଛନ୍ତି। ପୂର୍ବତନ ବିଶ୍ୱ ର଼୍ୟାପିଡ୍‌ ଚାମ୍ପିୟନ…

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ହୋଇଥିବା ବାୟୋପିକ୍‌ ‘ଏମ୍‌.ଏସ୍‌. ଧୋନୀ ଦି…

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌ ଫିଲ୍‌ ସିମନ୍ସ। କୋଭିଡ୍‌-୧୯ ଯୋଗୁ ମ୍ୟାଚ ଜୈବ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ମହାମାରୀ…

ଲା ଲିଗା: ମେସିଙ୍କ ନୂଆ ରେକର୍ଡ

ମାଲୋର୍କା(ସ୍ପେନ), ୧୫।୬: ଏଠାରେ ଅନୁଷ୍ଠିତ ରିଅଲ ମାଲୋର୍କା ବିପକ୍ଷ ଲା ଲିଗା ଫୁଟବଲ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି। ଏହି ମ୍ୟାଚରେ ଆର୍ଜେଣ୍ଟିନା ତାରକା ମେସି ଗୋଟିଏ ଗୋଲ ଦେବା ସହିତ ୨ଟି ଗୋଲ…

ଏହି ଖେଳନା ଧରି ପିଲାବେଳେ ଖେଳୁଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ବିରାଟ କୋହଲିଙ୍କର ଜନ୍ମ ୫ ନଭେମ୍ବର ୧୯୮୮ ମସିହାରେ ଦିଲ୍ଲୀର ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କର ପିତା ପ୍ରେମ୍‌ କୋହଲି ଜଣେ କ୍ରିମିନାଲ୍‌ ଆଡ଼୍‌ଭୋକେଟ୍‌ ଥିଲେ, ମା ସରୋଜ କୋହଲି ଜଣେ ଗୃହିଣୀ…

ଶାହିଦ୍‌ ଆଫ୍ରିଦଙ୍କ ଆରୋଗ୍ୟ କାମନା କଲେ ଗମ୍ଭୀର

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଏବଂ ଭାରତୀୟ ଖେଳାଳି ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ସମସ୍ତଙ୍କୁ ଜଣା। କ୍ରିକେଟ ପଡିଆରେ ହେଉ କି ସୋସିଆଲ ମିଡିଆ ସବୁବେଳେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି ଏହି…

ସାତ ବର୍ଷ ପରେ ନ୍ୟୁ ସାଉଥ ଓ୍ବେଲ୍ସକୁ ଫେରିଲେ ଜାମ୍ପା

ମେଲବୋର୍ନ, ୧୪ା୬ (ପି.ଟି.)-ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ନ୍ୟୁ ସାଉଥ୍‌ ଓ୍ବେଲ୍ସ ସହ ଏକ ଚୁକ୍ତି କରିଛନ୍ତି। ଫଳରେ ଦୀର୍ଘ ୭ ବର୍ଷ ବ୍ୟବଧାନରେ ସେ ନିଜର ପୂର୍ବତନ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପର୍ଯ୍ୟନ୍ତ ସେ ସାଉଥ…

ସୁଇମିଂ ପୁଲ୍‌ ନ ଖୋଲିଲେ ଅବସର ନେଇପାରନ୍ତି ବିର୍ଦ୍ଧଓ୍ବାଲ

ନୂଆଦିଲ୍ଲୀ, ୧୪ା୬ (ପି.ଟି.)-ସୁଇମିଂ ଟ୍ରେନିଂ ଆରମ୍ଭ ହୋଇ ପାରି ନ ଥିବାରୁ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ବିର୍ଦ୍ଧଓ୍ବାଲ୍‌ ଖାଡ଼େ। କୋଭିଡ୍‌-୧୯ ଯୋଗୁ ସୁଇମିଂ ପୁଲ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri