ଖେଳ

୧୧୩ ବଲରେ ୩୧୬ ରନ୍‌ ସଂଗ୍ରହ କଲେ ଏହି କ୍ରିକେଟର୍‌

ଲଣ୍ଡନ, ୨୨।୮: ୧୧୩ ବଲ୍‌ରେ ୩୧୬ ରନ ସଂଗ୍ରହ କରିବା ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଇଂଲଣ୍ଡ ଜଣେ କ୍ଲବ କ୍ରିକେଟର୍‌ ଏଭଳି ଏକ ବିସ୍ଫୋରକ ଇନିଂସ ଖେଳି ଏବେ ଚର୍ଚ୍ଚାକୁ ଆସିଛନ୍ତି। ହୋୟଲ୍ୟାଣ୍ଡସଓ୍ବାଇନ୍‌ ଓ ଡେନବୀ କ୍ରିକେଟ୍‌ କ୍ଲବ…

ୟୁଏଇ ଗସ୍ତ ସମୟରେ ବିମାନରେ ଘଟିଲା ଏଭଳି ଘଟଣା: ଲୋକେ କହୁଛନ୍ତି ‘ ପୁଣି ଥରେ ହୃଦୟ ଜିତିନେଲେ ଧୋନୀ’

ନୂଆଦିଲ୍ଲୀ,୨୨।୮: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌। ବିଭିନ୍ନ ଟିମ୍‌ର ଖେଳାଳିମାନେ ଏହାକୁ ନେଇ ଦୁବାଇ ଯାତ୍ରା କରୁଛନ୍ତି। ଏହି କ୍ରମରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ସହ ଆଇପିଏଲ୍‌ରେ ଭାଗ ନେବା ପାଇଁ ଯାଉଥିବା ମହେନ୍ଦ୍ର ସିଂ ଧୋନୀ ସମସ୍ତଙ୍କ…

ଦୁବାଇରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ, ୨୨।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପର୍ଯ୍ୟାୟକ୍ରମେ ପ୍ରାୟ ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚି ସାରିଲେଣି। ଆଇପିଏଲ୍‌…

କାମେରନ ହ୍ବାଇଟ୍‌ଙ୍କ ଅବସର

ମେଲବୋର୍ନ,୨୨।୮(ପି.ଟି.): ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ହ୍ବାଇଟ୍‌ ଶୁକ୍ରବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ଦୁଇ ଦଶନ୍ଧିର ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରର ଅନ୍ତ ଘଟିଛି। ୩୭ବର୍ଷୀୟ ହ୍ବାଇଟ୍‌ ଅଷ୍ଟ୍ରେଲିଆ ତରଫରୁ ୪ ଟେଷ୍ଟ, ୯୧ ଦିନିକିଆ ଓ…

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର ଭେଟେରାନ ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗା। ଖବର ଅନୁସାରେ ମାଲିଙ୍ଗାଙ୍କ ପିତା କିଛିଦିନ ହେଲା…

ଆଇପିଏଲ୍‌ ‘ନେଟ୍‌ ବୋଲର’ ତାଲିକାରେ ସଙ୍ଗଓ୍ବାନ, ସୁୟଲ

ନୂଆଦିଲ୍ଲୀ, ୨୨ା୮(ପି.ଟି.)-ଠିକ୍‌ ୧୩ବର୍ଷ ପୂର୍ବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପ୍ରଭାବୀ ସୁଇଂ ବୋଲିଂ କରିଥିବା ପ୍ରଦୀପ ସାଙ୍ଗଓ୍ବାନ ସଂଯୁକ୍ତ ଏମିରେଟ୍ସ(ୟୁଏଇ) ଯିବେ। ଜଣେ ଖେଳାଳି ହିସାବରେ ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଜଣେ ‘ନେଟ୍‌…

ଓ୍ବିଲିୟମ୍ସ ଫର୍ମୁଲା ଓ୍ବାନ ଟିମ୍‌କୁ କିଣିଲା ଆମେରିକୀୟ ଫାର୍ମ

ଗ୍ରୋଭ୍‌ (ଇଂଲଣ୍ଡ), ୨୨ା୮ (ଏପି)-ଓ୍ବିଲିୟମ୍ସକୁ କ୍ରୟ କରିଛି ଏକ ଆମେରିକୀୟ ଇନଭେଷ୍ଟମେଣ୍ଟ ଫାର୍ମ। ଫର୍ମୁଲାଓ୍ବାନ୍‌ ଟିମ୍‌ ବିକ୍ରି ହେବାକୁ ଯାଉଛି ବୋଲି ଗତ ମେ ମାସରେ ଶୁଣିବାକୁ ମିଳିଥିଲା। ବିକ୍ରି ହୋଇଥିଲେ ମଧ୍ୟ ବ୍ରିଟେନର ଏହି ଟିମ୍‌ର ନାମ ପୂର୍ବଭଳି ଓ୍ବିଲିୟମ୍ସ…

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ ସୀମିତ ରହିବାକୁ ପଡ଼ିବ। ପ୍ରଥମ ଦିବସରେ ଖେଳାଳିମାନେ ଟ୍ରେନରଙ୍କ ଫିଟ୍‌ନେସ୍‌ ପ୍ଲାନ୍‌ କାର୍ଯ୍ୟକାରୀ କରିବା…

ଅର୍ଜୁନ ପୁରସ୍କାର: ମୀରାବାଈ, ସାକ୍ଷୀଙ୍କ ନାମ ବାଦ୍‌ ଦିଆଗଲା

ନୂଆଦିଲ୍ଲୀ, ୨୨।୮(ପି.ଟି.)-ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କ୍ରୀଡ଼ାବିତ୍‌ଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକମ୍‌ ଶର୍ମାଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଗତ ୧୮ ତାରିଖରେ ୨୯…

ରୋହିତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି। ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତୀ ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ସେହିପରି ୫ କ୍ରୀଡାବିତ୍‌ ପାଇବେ…

ଦୂତି ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଆଥଲେଟ ଦୂତି ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତି ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ଏ ନେଇ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।

ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ପ୍ରାଗ୍‌,୨୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ଚ୍ୟାଲେଞ୍ଜର ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ ହୋଇଛି। ଡବଲ୍ସ ଇଭେଣ୍ଟରେ ସବୁ ୩ ଭାରତୀୟ ଖେଳାଳି ପରାଜୟ ବରଣ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଟପ୍‌ ସିଡ୍‌ ଖେଳାଳି ଦିଭିଜ୍‌ ଶରଣ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?