ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍
ନୂଆଦିଲ୍ଲୀ, ୧୮।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୮ରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଅଲ୍ରାଉଣ୍ଡର କ୍ରିସ୍ ଓ୍ବକ୍ସଙ୍କ ବଦଳରେ…
ସାନିଆଙ୍କୁ ନ ଭେଟି ଇଂଲଣ୍ଡ ଗସ୍ତ କଲେ ସୋଏବ
ନୂଆଦିଲ୍ଲୀ, ୧୮।୮: ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି। ଘରୋଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ୨ ମ୍ୟାଚ୍ ଶେଷ ହୋଇଯାଇଛି। ଏଥିରେ…
କୋଭିଡ୍-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍ ଘୁଞ୍ଚିଲା
ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍ ଇଣ୍ଡିଆ…
ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ ଆର୍ଥିକ ସହାୟତା ପ୍ରଦାନ କରିବ
ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍-୧୯ କାରଣରୁ ସମସ୍ୟାରେ ପଡିଥିବା ୬୧ଜଣ ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ (ଏଚ୍ଆଇ) ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ୩୪ଜଣ ମହିଳା ଖେଳାଳି ସାମିଲ ରହିଛନ୍ତି। ମହାମାରୀ କାରଣରୁ ଏମାନେ ଖେଳଠାରୁ ଦୂରେଇ…
ଆଇପିଏଲ ଟାଇଟଲ ସ୍ପନ୍ସର ହେଲା ଡ୍ରିମ-୧୧, ଏତିକି ଟଙ୍କାରେ କିଣିଲା ଅଧିକାର
ନୂଆଦିଲ୍ଲୀ,୧୮।୮:ଆଇପିଏଲ ୨୦୨୦ ପାଇଁ ଚାଇନା କମ୍ପାନୀ ଭିଭୋ ସ୍ଥାନରେ ନୂତନ ଟାଇଟଲ ପ୍ରଯୋଜକ ଘୋଷଣା କରାଯାଇଛି। ଭିଭୋ ସିଜନ ୧୩ରୁ ବିଦା ହେବା ପରେ ଡ୍ରିମ ୧୧କୁ ଚଳିତ ବର୍ଷ ଆଇପିଏଲ ଟାଇଟଲ ପ୍ରାୟୋଜକ ଦାୟିତ୍ୱ ମିଳିଛି। ଡ୍ରିମ ୧୧ ଆଇପିଏଲ…
ଗାଭାସ୍କରଙ୍କ ଶତକକୁ ଅପେକ୍ଷା କରି ଏହି କ୍ରିକେଟରଙ୍କ ପ୍ୟାଣ୍ଟ୍ ହୋଇଥିଲା ଓଦା, ଜାଣନ୍ତୁ କାହିଁକି
ପୂର୍ବତନ ଭାରତୀୟ କ୍ରିକେଟର ସନ୍ଦୀପ ପାଟିଲ ଆଜି ୬୪ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୨ରେ, ଫୈସଲାବାଦରେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ସମୟରେ ଏକ ଅଜବ ଘଟଣା ଘଟିଥିଲା। ଯାହା ଶୁଣିଲେ କ୍ରିକେଟ ପ୍ରଶଂସକମାନେ ନିଜ ହସକୁ ରୋକିପାରିବେ ନାହିଁ।…
ମ୍ୟାଚ୍ ଦିନ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ, ଜାଣିଲେ ହେବେ ଚକିତ
ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କ ଅଜବ ଅନ୍ଧବିଶ୍ୱାସ ରହିଛି। କିଏ ମ୍ୟାଚ୍ ଦିନ ଆମିଷ ଖାାନ୍ତି ନାହିଁ ତ ଆଉ କିଏ ଛିଡା ହୋଇ ମ୍ୟାଚ୍ ଦେଖିଥାନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ସମ୍ପର୍କରେ… ଶିଖର ଧାଓ୍ବନ ମ୍ୟାଚ୍ ବେଳେ…
ରୋହିତ ଶର୍ମାଙ୍କ ବିବାହକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲେ ଯୁବରାଜ
ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ଯଦିଓ ରିତିକା ଯୁବିଙ୍କ ନିଜ ଭଉଣୀ ନୁହନ୍ତି।…
ପୁଅର ନାମକରଣ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ପ୍ରଥମ ଉପହାରରେ ମିଳିଲା ଏମିତି
ନିକଟରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ନତାଶା ଷ୍ଟାନକୋଭିକ ଏକ ପୁତ୍ର ଜନ୍ମ ଦେଇଥିଲେ। ଏବେ ପୁଅର ନାମକରଣ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ନିଜ ରାଜ୍ୟରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି…
ସରିତା ଦେବୀ କରୋନା ପଜିଟିଭ୍
ନୂଆଦିଲ୍ଲୀ, ୧୮ା୮ (ପି.ଟି.)-କୋଭିଡ୍-୧୯ ଟେଷ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଏଲ୍. ସରିତା ଦେବୀ ଏବଂ ତାଙ୍କ ସ୍ବାମୀ ଥୋଇବା ସିଂଙ୍କ ଫଳାଫଳ ପଜିଟିଭ୍ ଆସିଛି। ଉଭୟଙ୍କ ନିକଟରେ କିନ୍ତୁ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏହି ଦମ୍ପତି ବର୍ତ୍ତମାନ…
ଜେନିଫର୍ ବ୍ରାଡିଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ
ଲେକ୍ସିଙ୍ଗଟନ୍, ୧୮ା୮ (ଏପି)- ଆମେରିକାର ଜେନିଫର ବ୍ରାଡି ତାଙ୍କ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଟପ୍ସିଡ୍ ଓପନ୍ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ସେ ଜିଲ୍ ଟିଚ୍ମାନଙ୍କୁ ୬-୩, ୬-୪ ସେଟ୍ରେ ହରାଇ ଦେଇଛନ୍ତି। କରୋନା ଭାଇରସ୍…
ସୁଲିଭାନ୍ଙ୍କୁ ୬ଷ୍ଠ ବିଶ୍ୱ ସ୍ନୁକର ଟାଇଟଲ
ଓ୍ବାଶିଂଟନ, ୧୮ା୮ (ଏପି)-ରୋନି ଓ’ ସୁଲିଭାନ୍ ୪୪ ବର୍ଷ ବୟସରେ ୬ଷ୍ଠ ଥର ପାଇଁ ବିଶ୍ୱ ସ୍ନୁକର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଇଂଲଣ୍ଡର କିରେନ୍ ଓ୍ବିଲସନଙ୍କୁ ୧୮-୮ରେ ପରାସ୍ତ କରିଛନ୍ତି। ଏହାଦ୍ୱାରା ସର୍ବକାଳୀନ ବିଶ୍ୱ ଟାଇଟଲ ଅଧିକାରୀ ଷ୍ଟିଫେନ୍ଙ୍କଠାରୁ ଗୋଟିଏ…

