ଖେଳ

ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ: ଡିଏଲ୍‌ଏଫ୍‌ରୁ ଡ୍ରିମ୍‌ ୧୧

ନୂଆଦିଲ୍ଲୀ, ୧୯।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି ୟୁଏଇରେ ଅନୁଷ୍ଠିତ ହେବ। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ବିଶ୍ୱର ଏହି ବ୍ୟୟବହୁଳ…

ଚେତନ ଚୌହାନଙ୍କ ପରେ ଆଉ ଜଣେ କ୍ରିକେଟର୍‌ଙ୍କ ବିୟୋଗ

ବେଙ୍ଗାଲୁରୁ, ୧୯।୮: ରବିବାର ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନଙ୍କ ବିୟୋଗ ଘଟିଥିଲା। ଏହାର ୪ଦିନ ନ ବିତୁଣୁ ଆଉ ଜଣେ କ୍ରିକେଟର୍‌ ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି ଗୋପାଳସ୍ବାମୀ କସ୍ତୁରୀରଙ୍ଗମ। ବୁଧବାର ହାର୍ଟ ଆଟାକ୍‌ରେ ୮୯ ବୟସରେ ଗୋପାଳସ୍ବାମୀ ଇହଲୀଳା…

ପରିଶ୍ରମର ଫଳ ମିଳିଛି

ଭୁବନେଶ୍ୱର, ୧୯।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ୯ମ ଆଥଲେଟ୍‌ଭାବେ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଜାତୀୟ ରେକର୍ଡଧାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ”ବହୁତ ଖୁସି ଲାଗୁଛି। ଅର୍ଜୁନ ପୁରସ୍କାର ପାଇବା ଏତେ ସହଜ…

ଅର୍ଜୁନ ପୁରସ୍କାର ତାଲିକାରେ ଦୂତୀ

ଭୁବନେଶ୍ୱର, ୧୯।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରୀଡ଼ା ପାଇଁ ଏକ ଖୁସି ଖବର। ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଗଠିତ ଚୟନ କମିଟି ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଥିବା ୨୯ ଜଣିଆ ଆଥଲେଟ୍‌ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି।…

କରୋନା ପାଇଁ ଫ୍ରେଞ୍ଚ୍‌ ଫୁଟ୍‌ବଲ ସିଜନ ପ୍ରଥମ ଗେମ୍‌ ସ୍ଥଗିତ

ମର୍ସିଲି, ୧୯ା୮ (ଏପି)-କରୋନା ଭାଇରସ୍‌ କାରଣରୁ ଫ୍ରେଞ୍ଚ୍‌ ଫୁଟ୍‌ବଲ ସିଜନର ପ୍ରଥମ ଗେମ୍‌କୁ ମଙ୍ଗଳବାର ସ୍ଥଗିତ ରଖାଯାଇଛି। ସେଣ୍ଟ୍‌-ଏଟିନି ବିପକ୍ଷ ଘରୋଇ ଗେମ୍‌ ମର୍ସିଲି ଶୁକ୍ରବାର ଖେଳିବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏହାକୁ ସେପ୍ଟେମ୍ବର ୧୬ କିମ୍ବା ୧୭ରେ ଖେଳାଯିବାକୁ ସ୍ଥିର…

ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ପଟିଆଲାସ୍ଥିତ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ୍‌ଆଇଏସ୍‌)ର କ୍ୟାଟରିଂ ମ୍ୟାନେଜର କରୋନା ସଂକ୍ରମିତ ହୋଇଛନ୍ତି। ଛୁଟିରୁ ଫେରିବା ପରେ ଲକ୍ଷ୍ନୌଠାରେ ସେ ନିୟମାନୁସାରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ପ୍ରୋଟୋକଲ ଅନୁସାରେ ସ୍ପୋଟର୍‌ସ ଅଥରିଟି ଅଫ୍‌…

ଓ୍ବିଲିୟମ୍ସ ଦକ୍ଷିଣ ଆଫ୍ରିକା କ୍ରିକେଟର କାମଚଳା ସଭାପତି

ଜୋହାନ୍ସବର୍ଗ, ୧୯ା୮ (ପି.ଟି.)-ବେରେସ୍‌ଫୋର୍ଡ ଓ୍ବିଲିୟମ୍ସ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର କାମଚଳା ସଭାପତି ଭାବେ ମନୋନୀତ ହୋଇଥିବାବେଳେ କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ସ ଫାଉଲ୍‌ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଗଷ୍ଟ ୧୫ରେ ସଭାପତି ପଦବୀରୁ କ୍ରିସ୍‌ ନେନ୍‌ଜାନୀଙ୍କ…

ଜାତୀୟ କ୍ୟାମ୍ପରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏକମାତ୍ର ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଜାତୀୟ କ୍ୟାମ୍ପରୁ ଓହରି ଯାଇଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍ବାସ୍ଥ୍ୟ ସୁରକ୍ଷା କାରଣ ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି…

ସାକ୍ଷୀଙ୍କ ପୂର୍ବରୁ ଏସବୁ ବଲିଉଡ୍‌ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ ଧୋନୀ: ହେଲେ…

ନୂଆଦିଲ୍ଲୀ,୧୮।୮: ୨୦୧୦ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ଅଛି। ହେଲେ ବିବାହ ପୂର୍ବରୁ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି। ଏହା…

ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୮।୮: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଷ୍ଟ୍ରେଲିଆରେ ତ୍ରି-ସିରିଜ୍‌ ବିଶିଷ୍ଟ ମ୍ୟାଚ୍‌ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ…

ଧୋନୀଙ୍କ ନାମରେ ନାମକରଣ ହେବ ଏହି ଷ୍ଟାଡିୟମର ଗୋଟିଏ ସିଟ୍‌

ମୁମ୍ବାଇ, ୧୮।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ୩୯ ବର୍ଷୀୟ ଧୋନୀଙ୍କ ନେତୃତ୍ୱରେ ଭାରତ ୨ଟି ବିଶ୍ୱକପ୍‌ ଓ ୨୦୧୩ ଆଇସିସି…

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରୋହିତ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଦୁର୍ଦ୍ଦର୍ଷ ଓପନର୍‌ ରୋହିତ୍‌ ଶର୍ମାଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ରୋହିତ୍‌ଙ୍କ ବ୍ୟତୀତ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ରେସ୍‌ଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?