ଖେଳ

ଖୁସି ଖବର ଦେଲେ ବିରାଟ କୋହଲି, ଅନୁଷ୍କା ହେବେ ମା’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛି। ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି ବୋଲି ସେ ଘୋଷଣା କରିଛନ୍ତି। ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ବିରାଟ…

କ୍ରିକେଟର ଯାଦୁଗର ଡନ ବ୍ରାଡ୍‌ମ୍ୟାନ୍‌ କେତୋଟି ଛକା ମାରିଥିଲେ ଜାଣନ୍ତି କି

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…

ଖେଳରତ୍ନ ପୁରସ୍କାର ପାଇବାରେ ପ୍ରଥମ ମହିଳା ହକି ଖେଳାଳି: କାନ୍ଦ ରୋକିପାରି ନ ଥିଲେ ରାଣୀ

ନୂଆଦିଲ୍ଲୀ, ୨୭।୮(ପି.ଟି.)- ଚଳିତ ବର୍ଷ ରାଣୀ ରାମପାଲଙ୍କ ସମେତ ୫ ଖେଳାଳି ଦେଶର ସର୍ବୋଚ୍ଚ ରାଜୀବଗାନ୍ଧୀ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରଥମ ମହିଳା ହକି ଖେଳାଳିଭାବେ ରାଣୀ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ଏହି ଖବର ଶୁଣିବାପରେ…

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦିନିକିଆରେ ଶ୍ରେଷ୍ଠ ଦୁଇ ସ୍ଥାନରେ କୋହଲି, ରୋହିତ୍‌

ଦୁବାଇ,୨୭।୮(ପି.ଟି.): ବୁଧବାର ପ୍ରକାଶିତ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ସେମାନଙ୍କ ପ୍ରଭୁତ୍ୱ ଜାରି ରଖିଛନ୍ତି। କୋହଲି ଓ ରୋହିତ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଯଥାକ୍ରମେ ପ୍ରଥମ…

ଆଇପିଏଲ୍‌ରେ ୨୦ ହଜାର କୋଭିଡ୍‌ ଟେଷ୍ଟ ହେବ

ଦୁବାଇ,୨୭।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ୍‌-୧୯ ଟେଷ୍ଟ କରାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭି.ପି.ଏସ୍‌. ହେଲ୍‌ଥ କେୟାରକୁ…

ଆଇପିଏଲ୍‌ ୨୦୨୦: ପଞ୍ଜାବ, ରାଜସ୍ଥାନ ଦଳର ଟ୍ରେନିଂ ଆରମ୍ଭ

ଦୁବାଇ, ୨୭।୮(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳର ଖେଳାଳିମାନେ ବୁଧବାର ଟ୍ରେନିଂ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ଏହି ଦୁଇ ଦଳର ଖେଳାଳିମାନେ ଏଠାରେ ପହଞ୍ଚତ୍ବାପରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ।…

ଆଇପିଏଲ୍‌ ୨୦୨୦: କ୍ରେଡ୍‌ ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର

ନୂଆଦିଲ୍ଲୀ,୨୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏକ ଖୁସି ଖବର। ଏବେ କ୍ରେଡିଟ୍‌ କାର୍ଡ କମ୍ପାନୀ ସିଆରଇଡି (କ୍ରେଡ୍‌) ଆଇପିଏଲ୍‌ ୨୦୨୦ର ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର ହିସାବରେ ଚୁକ୍ତି କରିଛି।…

ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ନେଇ ଇଣ୍ଡିଆ ଟାଏକୋଣ୍ଡୋର ଘୋଷଣା

ମୁମ୍ବାଇ,୨୭।୮ (ପି.ଟି.): ଦେଶରେ ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଣ୍ଡିଆ ଟାଏକୋଣ୍ଡୋ ବୁଧବାର ଘୋଷଣା କରିଛି। ସେପ୍ଟେମ୍ବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଜାତୀୟ ଟାଏକୋଣ୍ଡୋ ପୁମାସାଏ ଚାମ୍ପିୟନଶିପ୍‌ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି। କଲର…

ମା, ସ୍ତ୍ରୀଙ୍କୁ ହତ୍ୟାକରି ଭାରତୀୟ ଶଟ୍‌ପୁଟ୍‌ ପଦକ ବିଜେତା ଆମେରିକାରେ ଗିରଫ

ଓ୍ବାଶିଂଟନ,୨୭।୮ (ପି.ଟି.): ପୂର୍ବତନ ଭାରତୀୟ ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଇକ୍‌ବାଲ ସିଂ ଆମେରିକାରେ ଗିରଫ ହୋଇଛନ୍ତି। ନିଜ ମା’ ଓ ସ୍ତ୍ରୀଙ୍କୁ ହତ୍ୟାକରିବାର ଅଭିଯୋଗରେ ସେ ଗିରଫ ହୋଇଛନ୍ତି ବୋଲି କେତେକ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି।…

ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ପୁଣିଥରେ ପ୍ରମାଣିତ…

ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଗିରଫ

ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍‌ଲେଟ୍‌ ଇକ୍‌ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା ମାମଲାରେ ଆମେରିକାରେ ଗିରଫ ହୋଇଛନ୍ତି। ଆମେରିକାର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ପେନ୍‌ସିଲଭାନିଆର…

ବୋଲରଙ୍କୁ ବ୍ୟାଟ୍‌ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍‌, ଦେଖନ୍ତୁ ଭିଡିଓ…

ତ୍ରିନିଦାଦ୍‌, ୨୬।୮: ପାକିସ୍ତାନ କ୍ରିକେଟ୍‌ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?