ହାମିଲଟନଙ୍କୁ ସ୍ପାନିଶ ଗ୍ରାଁ ପ୍ରି ଟାଇଟଲ
ମଣ୍ଟ୍ମେଲୋ (ସ୍ପେନ୍), ୧୭ା୮-ମର୍ସିଡିଜ୍ର ଲୁଇସ୍ ହାମିଲଟନ ସ୍ପାନିଶ୍ ଫର୍ମୁଲା ଓ୍ବାନ୍ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଚଳିତ ବର୍ଷ ସେ ଭାଗ ନେଇଥିବା ୬ଟି ରେସ୍ ମଧ୍ୟରୁ ଏହା ହେଉଛି ତାଙ୍କର ଚତୁର୍ଥ ବିଜୟ। ରବିବାର ସେ ରେଡ୍ବୁଲ୍ର ମାକ୍ସ…
ଗୋଆରେ ହେବ ଆଇଏସ୍ଏଲ୍-୭
ନୂଆଦିଲ୍ଲୀ, ୧୭।୮(ପି.ଟି.)- ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍)ର ସପ୍ତମ ସଂସ୍କରଣ ଗୋଆର ୩ଟି ଭେନ୍ୟୁରେ ଅନୁଷ୍ଠିତ ହେବ। କରୋନା ଭାଇରସ ଜନିତ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଏହା ଆସନ୍ତା ନଭେମ୍ବରରେ ଆୟୋଜିତ ହେବା ସମ୍ଭାବନା ରହିଛି ବୋଲି ରବିବାର ଆୟୋଜକଙ୍କ ପକ୍ଷରୁ…
ସେପ୍ଟେମ୍ବର ୧ରୁ ଜାତୀୟ ରେସ୍ଲିଂ କ୍ୟାମ୍ପ୍
ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ରେସ୍ଲିଂ କ୍ୟାମ୍ପ ହେବ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ(ସାଇ) ତରଫରୁ ଘୋଷଣା କରାଯାଇଛି। ପୁରୁଷ କୁସ୍ତି ଯୋଦ୍ଧାଙ୍କ କ୍ୟାମ୍ପ୍ ସାଇ ସୋନେପତଠାରେ ହେବାକୁଥିବା ବେଳେ ମହିଳାମାନଙ୍କର ଲକ୍ଷ୍ନୌଠାରେ ହେବ। ଏହା ଏକମାସ…
୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ
ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି। ମହିଳା ଜଣକ ଫେରାର ହେବାପରେ ଡାକ୍ତରଖାନା ପ୍ରଶାସନ ଓ ପୋଲିସ ଉତ୍ତେଜନା ପ୍ରକାଶ ପାଇଛି।…
କାହିଁକି ରାଇନାଙ୍କ ଅବସରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନି ବିସିସିଆଇ
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୀମିତ ଓଭର କ୍ରିକେଟ୍ର ଅଭିଜ୍ଞ ଖେଳାଳି ସୁରେଶ ରାଇନା ଭାରତର ୭୪ତମ ସ୍ବାଧୀନତା ଦିବସର ଅବସରରେ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ପ୍ରଥମେ…
ଟେଷ୍ଟରେ ଚେତନ ଚୌହାନଙ୍କ ନାମରେ ଥିଲା ଏହି ବିରଳ ରେକର୍ଡ
ନୂଆଦିଲ୍ଲୀ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ଚେତନ ଚୌହାନଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଗତ ମାସରେ କରୋନା ଆକ୍ରାନ୍ତ ହୋଇ ଚେତନ ଚିକିତ୍ସାଧୀନ ରହିଥିଲେ। କିନ୍ତୁ…
ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ଧୋନୀଙ୍କ ନାମରେ ରହିଛି ଏହି କୀର୍ତ୍ତିମାନ
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ଧୋନୀ ଅବସର ନେବା ସହିତ ଭାରତୀୟ କ୍ରିକେଟ୍ର ଏହି ସର୍ବୋତ୍ତମ ଯୁଗର ଅବସାନ ଘଟିଛି। ଧୋନୀ…
ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନଙ୍କ ପରଲୋକ
ଲକ୍ଷ୍ନୌ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଚେତନ ଚୌହାନ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭୩ ବର୍ଷୀୟ ଚୌହାନ ଶୁକ୍ରବାର ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି…
ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍ ଡେଲିସା-ଲୌରା
ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର କିଛି ଫଟୋକୁ କିମିନ୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି…
ପୁଣି ପଡିଆକୁ ଓହ୍ଲାଇବେ ଧୋନୀ, ଏହି ତାରିଖରେ ଖେଳିବେ ପ୍ରଥମ ମ୍ୟାଚ୍
ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଶନିବାର ସାରେ ଏକ ସୁନ୍ଦର ଭିଡିଓ ଶେୟାର କରି ସେ ଅବସର ଘୋଷଣା କରିଥିଲେ। ତେବେ…
ଧୋନୀଙ୍କ ଘରକୁ ଆସିଲେ ନୂଆ ଅତିଥି, ସାକ୍ଷୀ କହିଲେ ମିସ୍ ୟୁ ମାହି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଛନ୍ତି। ସ୍ବାଧୀନତା ଦିବସରେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅବସର ଘୋଷଣା କରିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଫଳରେ ତାଙ୍କ ଭବିଷ୍ୟତକୁ ନେଇ ସମସ୍ତ…
ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍ ଭାବରେ ଜଣାଶୁଣା। ଧୋନୀଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହା ସେହି ସମୟରେ…

