ଖେଳ

ଟିମ୍‌ରୁ ବାଦ୍‌ ପଡ଼ିଥିଲେ ଏହି ଖେଳାଳି; ଏବେ ହାସଲ କଲେ ତ୍ରିଶତକ

କଲମ୍ବୋ, ୨୬।୮: ଦୀନେଶ ଚାଣ୍ଡିମଲ। ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଉଇକେଟ୍‌କିପର। ଗତବର୍ଷ ଚୟନକର୍ତ୍ତମାନେ ଚାଣ୍ଡିମଲଙ୍କୁ ଅଧିନାୟକ ପଦରୁ ହଟାଇ ଦେବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଲାଗି ଶ୍ରୀଲଙ୍କା ଦଳରୁ ମଧ୍ୟ ବାଦ୍‌ ଦେଇଥିଲେ। ଏହି…

ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲୁଥିବା ସମୟରେ ଗାଧୋଇବାକୁ ଯାଇଥିଲେ ଏହି କ୍ରିକେଟର, ପରେ ଘଟିଲା ଏମିତି

୨୦୦୭ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନ ଟେଷ୍ଟରେ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି ଭାରତର ପୂର୍ବତନ ଓପନର୍‌ ଆକାଶ ଚୋପ୍ରା। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଗାଧୋଇବାକୁ ଯାଇଥିବାରୁ ତାଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲି…

ଧୋନୀଙ୍କୁ ପଶଂସା କରିବା ପାକିସ୍ତାନ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ପିସିବି ଦେଲା ଏମିତି ଦଣ୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶ୍ୱର କିଛି କ୍ରିକେଟର। ପାକିସ୍ତାନର ପୂର୍ବତନ ସ୍ପିନର୍‌ ସାକଲିନ୍‌ ମୁସ୍ତାକ ଧୋନୀଙ୍କୁ ପ୍ରଶଂସା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏବେ…

ହାରିସ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌

ଦୁବାଇ, ୨୬।୮(ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ପେସ୍‌ ବୋଲର ର଼୍ୟାନ ହାରିସ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ ଦଳର ବୋଲିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଗତ ୨ ବର୍ଷ ଧରି ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ଜେମ୍ସ ହୋପ୍ସ…

ରୟାଲ ଚ୍ୟାଲେଞ୍ଜର୍ସ ଜର୍ସି ଉନ୍ମୋଚିତ

ଦୁବାଇ, ୨୬।୮- ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ୮ଟି ଯାକ ଫ୍ରାଞ୍ଚାଇଜ୍‌ ଟିମ୍‌ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ ସାରିଥିବାବେଳେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଦଳର ଜର୍ସି ଉନ୍ମୋଚନ…

ଜୁଡୋକା ଦୀପାଂଶୁ ୨୨ମାସ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଡିସିପ୍ଲିନାରୀ ପ୍ୟାନେଲ ଭାରତୀୟ ଜୁଡୋକା ଦୀପାଂଶୁ ବାଲାୟନଙ୍କୁ ୨୨ ମାସ ପାଇଁ ସସ୍‌ପେଣ୍ଡ କରିଛି। ସେ ନିଷିଦ୍ଧ ଦ୍ରବ୍ୟ ଫୁରୋସେମାଇଡ୍‌ ବ୍ୟବହାର କରିଥିଲେ, ଯାହାକି ଏକ ଡ୍ୟୁରେଟିକ୍‌ ମେଡିସିନ୍‌। ଏସିଆନ ଜୁନିୟର…

ଆଇପିଏଲ୍‌ରେ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଳେ ଖେଳାଳିଙ୍କଠାରୁ ଡୋପ୍‌ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ହେବ। ଏଥିପାଇଁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ୩ଜଣ ଉଚ୍ଚ…

ଓଲି ପୋପ୍‌ଙ୍କ କାନ୍ଧର ସ୍କାନ୍‌ ହେବ

ସାଉଥାମ୍ପଟନ, ୨୬ା୮ (ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ୍‌ଙ୍କ ବାମ କାନ୍ଧର ସ୍କାନ ହେବ। ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସରେ ଫିଲ୍‌ଡିଂ ବେଳେ ସେ ଆଘାତପ୍ରାପ୍ତ ହୋଇଛନ୍ତି। ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କର ଗତବର୍ଷ…

ଗୃହବନ୍ଦୀରୁ ମୁକ୍ତ ହେଲେ ରୋନାଲ୍ଡିିନୋ

ଆସନସିଅନ (ପାରାଗୁଏ), ୨୬ା୮(ଏପି)-ଅବସରପ୍ରାପ୍ତ ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ରୋନାଲ୍ଡିିନୋ ଗୃହବନ୍ଦୀରୁ ଖଲାସ ହୋଇଛନ୍ତି। ଜାଲ୍‌ ପାସ୍‌ପୋର୍ଟ ଜରିଆରେ ସେ ପାରାଗୁଏ ଯାଇଥିଲେ। ସେଠାରେ ଧରାପଡ଼ିବା ପରେ ଦେଶରେ ୫ମାସ ଧରି ତାଙ୍କୁ ଅଟକ ରହିବାକୁ ପଡ଼ିଥିଲା। ରୋନାଲ୍ଡିନୋ ଓ ତାଙ୍କ ଭାଇ…

ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ୍‌ ନେଲେ ଆଣ୍ଡରସନ

ସାଉଥାମ୍ପଟନ, ୨୫।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ୩ୟ ଟେଷ୍ଟର ୫ମ ଦିବସ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ପାକିସ୍ତାନର ଦ୍ୱିତୀୟ ଇନିଂସରେ ଅଧିନାୟକ ଅଜହର ଅଲିଙ୍କୁ ଆଉଟ୍‌ କରି…

ସଚିନ ଅବସର ନେବାପରେ ଆଇପିଏଲ୍‌ ଦେଖିବା ଛାଡ଼ିଦେଲେ ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ସୁଷମା ବର୍ମା ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ପ୍ରଶଂସିକା। କିନ୍ତୁ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅବସର ପରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ଛାଡ଼ିଦେଇଛନ୍ତି ବୋଲି ୨୭…

ମେଡିକାଲ ପଢ଼ିବାକୁ ଯାଇ ବନିଗଲେ କ୍ରିକେଟର୍‌; ଏବେ ବିଶ୍ୱରେକର୍ଡର ଅଧିକାରିଣୀ

ନୂଆଦିଲ୍ଲୀ, ୨୫।୮: ନିକଟରେ ଜର୍ମାନୀ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ଅନୁରାଧା ଡୋଡାବଲ୍ଲାପୁର ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଅନୁରାଧା ଲଗାତର ୪ ବଲରେ ୪ ଉଇକେଟ୍‌ ନେଇ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?