ଚେନ୍ନାଇ ସୁପର କିଙ୍ଗସର ଜଣେ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା
ଚେନ୍ନାଇ, ୨୮।୮- ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩ ଜଣଙ୍କ ମଧ୍ୟରେ ଜଣେ ଖେଳାଳି ଥିବା ବେଳେ ଅନ୍ୟମାନେ ସର୍ପୋଟ ଷ୍ଟାଫ ଓ ସୋଶାଲ…
ଲକ୍ଡାଉନରେ ଏହି ୫ ଭାରତୀୟ କ୍ରିକେଟ ଖେଳାଳି ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର
ମହାମାରୀ କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଜାରି ହୋଇଥିଲା। ଏହି ସମୟରେ ଭାରତୀୟ କ୍ରିକେଟରମାନେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଥିଲେ। ତେବେ ଏହି ତାଲିକାରେ ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ…
ୟୁଏଇରେ ଭାବିପତ୍ନୀଙ୍କୁ ମନେ ପକାଇଲେ ୟୁଜବେନ୍ଦ୍ର: ଧନଶ୍ରୀ ଦେଲେ ଏଭଳି ଜବାବ
ନୂଆଦିଲ୍ଲୀ,୨୮।୮: କିଛିଦିନ ପୂର୍ବେ ପ୍ରେମିକା ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ। ସେବେଠାରୁ ସୋସିଆଲ ମିଡିଆରେ ଭାବିପତ୍ନୀଙ୍କ ସହ ସେ ଫଟୋ ଶେୟାର କରି ଆସୁଥିଲେ। ଏବେ ଆଇପିଏଲ୍-୨୦୨୦କୁ ନେଇ ସେ ୟୁଏଇରେ ଅଛନ୍ତି। ସେଠାରେ…
କରୋନା ଭୟରେ ଆଇପିଏଲ୍ ପୂର୍ବରୁ କ୍ୟାମ୍ପ କରିବାକୁ ଚାହୁଁ ନ ଥିଲା ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କ ଯୋଗୁ ଏପରି ବଦଳିଥିଲା ନିଷ୍ପତ୍ତି
ନୂଆଦିଲ୍ଲୀ,୨୮।୮: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୩। ଏହାକୁ ନେଇ ସମସ୍ତ ଟିମ୍ ୟୁଏଇରେ ପହଞ୍ଚିସାରିଲେଣି। ୟୁଏଇ ଗସ୍ତ ପୂର୍ବରୁ କେବଳ ଚେନ୍ନାଇ ସୁପରକିଙ୍ଗ୍ସ ଏକ ପ୍ରାକ୍ଟିସ୍ କ୍ୟାମ୍ପର ଆୟୋଜନ କରିଥିଲା। ଅନ୍ୟ ସମସ୍ତ ଟିମ୍ ସିଧା ୟୁଏଇ ପହଞ୍ଚିଛନ୍ତି।…
ରିୟାଙ୍କୁ ନେଇ ୨୦୧୪ରୁ ଟୁଇଟ୍ କରିଥିଲେ ଜୋଫ୍ରା ଆର୍ଚେର: ପ୍ରଶଂସକ କହିଲେ ଏଭଳି..
ନୂଆଦିଲ୍ଲୀ,୨୮।୮: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟୁଇଟ୍ ଏବେ ଭାଇରାଲ ହେଉଛି। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ପ୍ରମୁଖ ଦୋଷୀ ବୋଲି କୁହାଯାଉଥିବା ରିୟାଙ୍କ ନାମ ଟୁଇଟ୍ରେ ଉଲ୍ଲେଖ ରହିଛି। ଏଥିରେ ସେ…
ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିବା ଖେଳାଳିଙ୍କ ସ୍ତ୍ରୀ ଜଣେ ଅଭିନେତ୍ରୀ
ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ମନୀଷ ପାଣ୍ଡେ ଗତ ବର୍ଷ ଡିସେମ୍ବରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଆଶ୍ରିତା ଏକ ଜଣାଶୁଣା ନାମ। ଆଶ୍ରିତା ୧୬ ଜୁଲାଇ ୧୯୯୩ ରେ ମୁମ୍ବାଇରେ…
ବିରାଟ କୋହଲି ପିତା ହେବା କଥା ଶୁଣି କ୍ରିକେଟ ଅଷ୍ଟ୍ରେଲିଆର ନିଦ ହଜିଲା, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍ଶୀଘ୍ର ପିତା ହେବାକୁ ଯାଉଛନ୍ତି। ଏନେଇ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କହିଛନ୍ତି ୨୦୨୧ ଜାନୁଆରୀରେ ସେ ପିତା ହେବାକୁ ଯାଉଛନ୍ତି। ବିରାଟ…
ନେଗେଟିଭ୍ ସତ୍ୱେ ଖେଳିବେନି ନିଶିକୋରୀ
ନ୍ୟୁୟର୍କ, ୨୮ା୮(ଏପି): କୋଭିଡ୍-୧୯ ଟେଷ୍ଟରେ ଦୁଇଥର ପଜିଟିଭ ପରେ ନେଗେଟିଭ୍ ଆସିଥିଲେ ହେଁ ୟୁ.ଏସ. ଓପ୍ନ୍ ୨୦୧୪ ରନର୍ସ ଅପ୍ କେଇ ନିଶିକୋରୀ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁଥିବା ଏହି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ। ନିଶିକୋରୀ କହିଛନ୍ତି, ସେ…
କ୍ୟାରିବିୟାନ ପ୍ରିମିୟର ଲିଗ୍ : ଇତିହାସ ସୃଷ୍ଟିକଲେ ବ୍ରାଭୋ, ତାମ୍ବେଙ୍କ ପଦାର୍ପଣ
ପୋର୍ଟ ଅଫ୍ ସ୍ପେନ୍,୨୮।୮(ପି.ଟି.): ଏଠାରେ ଚାଲିଥିବା ହିରୋ କ୍ୟାରିବିୟାନ ପ୍ରିମିୟର ଲିଗ୍ (ସିପିଏଲ୍)ରେ ଅଲ ରାଉଣ୍ଡର ଡ୍ବେନ ବ୍ରାଭୋ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସିପିଏଲ୍ରେ ପଦାର୍ପଣ କରିଛନ୍ତି। ଏହି ଲିଗ୍ରେ ଟ୍ରିନ୍ବାଗୋ…
ସାତ୍ତ୍ୱିକସାଇରାଜ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୮।୮(ପି.ଟି.): ଶନିବାର ଜାତୀୟ କ୍ରୀଡ଼ା ଦିବସରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ୍ ବୋଲି ଜଣାପଡିଛି। ଏବେ ସେ ପାଖାପାଖି ଗୋଟିଏ ସପ୍ତାହ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବେ। ତେବେ ୨୦ ବର୍ଷୀୟା…
ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା
ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ ଇଂଲଣ୍ଡ ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରଜରେ ବାଜି ମାରିଛି।…
କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ
ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ରାଷ୍ଟ୍ରପତି ଭବନରେ ରହି ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ…

