ଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍‌ ହାରିସ ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ୪୦ ବର୍ଷୀୟ ହାରିସ ୟୁଏଇରେ…

ସ୍ତ୍ରୀଙ୍କ ବିଶ୍ୱାସ ଜିତିଲେ ଏହି କ୍ରିକେଟର୍‌, ଜାଣନ୍ତୁ କେମିତି

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ ଅର୍ଜୁନ ପୁରସ୍କାର ପାଇବା ଗତ ୧୩ ବର୍ଷର କଠିନ ପରିଶ୍ରମର ଫଳାଫଳ ଏବଂ ସେ ନିଜ ପାଇଁ ଗର୍ବିତ। ଦିଲ୍ଲୀର…

ବନ୍ଧୁ ସବୁବେଳେ ହୃଦୟରେ ଜୀବିତ ଥାନ୍ତି, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ଏବଂ ବିହାର ପୋଲିସ ମଧ୍ୟରେ ମୁହାଁମୁହିଁ ହେବା ପରେ ସୁପ୍ରିମକୋର୍ଟ ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇକୁ ଦେବାକୁ…

ମମତା ସରକାର ଦେଇଥିବା ଜମି ଫେରାଇଲେ ଏହି କ୍ରିକେଟର୍‌, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

କୋଲକତା,୨୫।୮: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍କୁଲ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ପାଇଥିବା ଜମି ଫେରସ୍ତ କରିଛନ୍ତି। ସୌରଭଙ୍କ ଏହି ପଦକ୍ଷେପ ତାଙ୍କ ଭାଜପାରେ ଯୋଗଦେବାର ଗୁଜବ ଆରମ୍ଭ କରିଛି।…

ଧୋନୀଙ୍କ ସ୍ତ୍ରୀ ଉପରେ ଭାଜପାର ନଜର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଇଛନ୍ତି। ଏହାପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନୀ ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟିି(ଭାଜପା)ଚାହୁଁଛି।…

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି: ଇର୍ଫାନ୍‌ ପଠାନ କହିଲେ ଏପରି…

ନୂଆଦିଲ୍ଲୀ, ୨୫।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ କେବଳ ବିରାଟ କୋହଲି ସକ୍ଷମ। ଏସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ୍‌ ପଠାନ କହିଛନ୍ତି। ସଚିନଙ୍କ ୧୦୦ ଶତକ ରେକର୍ଡକୁ ବିରାଟ ସହଜରେ ଭାଙ୍ଗିପାରିବେ ବୋଲି ସେ କହିଛନ୍ତି। ଏହି…

ମହିଳାଙ୍କ ମେକ୍‌ଅପ୍‌ କରନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରୁ ଅନ୍ୟତମ ନ୍ୟୁଜିଲାଣ୍ଡର ତାରକା ବୋଲର ଟିମ୍‌ ସାଉଥିଙ୍କ ସ୍ତ୍ରୀ ବ୍ରାଇ ଫାହି ମଧ୍ୟ ତାଙ୍କ ଭଳି ପ୍ରତିଭାର ଅଧିକାରୀ। ବ୍ରାଇ ପତ୍ନୀ ମେକଅପ ଏବଂ ହେୟାର ଆର୍ଟରେ ପାରଦର୍ଶୀ ଅଟନ୍ତି। ୨୭ ଡିସେମ୍ବର ୧୯୯୦…

ବାଇଚୁଙ୍ଗ ଭୂତିଆ ଷ୍ଟାଡିୟମ ଉଦ୍‌ଘାଟନରେ ବିଳମ୍ବ

ନୂଆଦିଲ୍ଲୀ, ୨୫ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଭାରତର ଅନ୍ୟତମ ମହାନ ଫୁଟ୍‌ବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କ ନାମରେ ତିଆରି କରାଯାଇଥିବା ଷ୍ଟାଡିୟମର ଉଦ୍‌ଘାଟନ ହେବ। ସିକିମରେ ନିର୍ମିତ ୧୫,୦୦୦ ଆସନ ବିଶିଷ୍ଟ ଏହି ଷ୍ଟାଡିୟମରେ ଫ୍ଲଡଲାଇଟ୍‌ର ବ୍ୟବସ୍ଥା ରହିଛି।…

ଟେନିସ୍‌କୁ ଗ୍ରିଗୋରଙ୍କ ସଫଳ ପ୍ରତ୍ୟାବର୍ତ୍ତନ

ନ୍ୟୁୟର୍କ, ୨୫ା୮ (ପି.ଟି.)-ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ୍‌ ଟେନିସ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ ଟେନିସ ପ୍ରତିଯୋଗିତାରେ ସେ ଫ୍ରାନ୍ସର ଉଗୋ ହମବର୍ଟଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେ କହିଛନ୍ତି ଏହି ମ୍ୟାଚ ବିଜୟ ତାଙ୍କ…

ବୋପାନ୍ନା ଓ ଶାପୋଭାଲୋଭ୍‌ ପରାସ୍ତ

ସିନସିନାଟି, ୨୫ା୮(ପି.ଟି.)-ପାଞ୍ଚ ମାସ ପରେ ଆକ୍ସନକୁ ଫେରିଥିବା ରୋହନ ବୋପାନ୍ନା ଓ ତାଙ୍କ କାନାଡିଆନ ପାର୍ଟନର ଡେନିସ ଶାପୋଭାଲୋଭ୍‌ ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ ସେମାନଙ୍କ ଓପନିଂ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ୨୦୧୯ ୟୁଏସ୍‌ ଓପନ୍‌ ରନର୍ସଅପ୍‌…

ଆଇପିଏଲ୍‌: ଫାଙ୍କା ଷ୍ଟାଡିୟମରେ କ୍ରିକେଟର କ୍ୱାଲିଟି ପ୍ରଭାବିତ ହେବନି: ଲକ୍ଷ୍ମଣ

ଦୁବାଇ,୨୫।୮(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବ। ଏହା ସତ୍ତ୍ୱେ ଆଇପିଏଲ୍‌ରେ କ୍ରିକେଟର କ୍ୱାଲିଟି ତଥା ଗୁଣବତ୍ତା ପ୍ରଭାବିତ ହେବ…

ଶେଷରେ ଲିଓ୍ବାଣ୍ଡୋସ୍କି ଜିତିଲେ ପ୍ରଥମ ଟ୍ରଫି

ଲିସ୍‌ବନ,୨୫।୮(ଏପି): ପିଏସ୍‌ଜିକୁ ଫାଇନାଲ ୧-୦ରେ ହରାଇବା ପରେ ବେୟର୍ନ ମ୍ୟୁନିକ୍‌ ପ୍ରଥମ ୟୁରୋପିଆନ ଟାଇଟଲ ଜିତିଛନ୍ତି। ଚଳିତ ସେସନ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲାଣ୍ଡର ରବର୍ଟ ଲିଓ୍ବାଣ୍ଡୋସ୍କି ଫାଇନାଲ ମ୍ୟାଚ୍‌ରେ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?