ଆମେରିକୀୟ ଟେନିସ ଖେଳାଳି ଫ୍ରାନ୍ସେସ୍ କରୋନା ପଜିଟିଭ୍
ନ୍ୟୁୟର୍କ,୫।୭: ଆମେରିକୀୟ ଟେନିସ ଖେଳାଳି ଫ୍ରାନସେସ୍ ଟିଆଫୋଏ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ଟେଷ୍ଟରେ ତାଙ୍କର ନମୁନା ପଜିଟିଭ ବୋଲି ସେ କହିଛନ୍ତି। ଟୁଇଟ୍ କରି ସେ ଏ ନେଇ ସୂଚନା ଦେଇଛନ୍ତି। ଏହି କାରଣରୁ ସେ ଆଟଲାଣ୍ଟାରେ ଖେଳାଯିବାକୁ…
ଅଭ୍ୟାସ ଆରମ୍ଭ କଲେ ପୂଜାରା
ରାଜକୋଟ,୫।୭: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଅଭ୍ୟାସ ଆରମ୍ଭ କରିଛନ୍ତି। କରୋନା ଭାଇରସ କାରଣରୁ ଜାରି କରାଯାଇଥିବା ଲକ୍ଡାଉନ୍ କାରଣରୁ ସେ ଘରେ ଥିଲେ। ତେବେ ସ୍ଥିତି ସାମାନ୍ୟ ହେବା ପରେ ସେ ଏକା ଏକା ନେଟ୍ ପ୍ରାକ୍ଟିସ୍ ଆରମ୍ଭ…
୨୫ ବର୍ଷରେ ପଦାର୍ପଣ କଲେ ସିନ୍ଧୁ
ହାଇଦ୍ରାବାଦ୍,୫।୭: ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ରବିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ସିନ୍ଧୁଙ୍କ ଏହି ୨୫ତମ ଜନ୍ମଦିବସ ଅବସରରେ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ଟୁଇଟ୍ କରି…
ଏହି କାରଣରୁ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ
ନୂଆଦିଲ୍ଲୀ,୫।୭: ଇଂଲଣ୍ଡ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏକ ମଜାଦାର କଥା କହିଛନ୍ତ। ଏହା ଏବେ ଚର୍ଚ୍ଚାକୁ ଆସିଛି। ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ହୁସେନ କହିଛନ୍ତି, ଉଭୟ…
ସିଏସ୍ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍ କ୍ରିକେଟର ଅଫ୍ ଦି ଇୟର
ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଶନିବାର ଅନୁଷ୍ଠିତ କ୍ରିକେଟ ସାଉଥ୍ ଆଫ୍ରିକା (ସିଏସ୍ଏ)ର ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ କ୍ରିକେଟର…
ଦୁର୍ଘଟଣା ଘଟାଇ ମେଣ୍ଡିସ୍ ଗିରଫ
କଲମ୍ବୋ,୫।୭(ପି.ଟି.): ରାସ୍ତା ଦୁର୍ଘଟଣା ଘଟାଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ୍ ରବିବାର ପୋଲିସ୍ ଦ୍ୱାରା ଗିରଫ ହୋଇଛନ୍ତି। ରାସ୍ତରେ ଚାଲୁଥିବା ଜଣେ ୭୪ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତାଙ୍କ କାର ଦ୍ୱାରା ଧକ୍କା ଖାଇ ପ୍ରାଣ ହରାଇଛନ୍ତି। କଲମ୍ବୋ ସବର୍ବର ପାନାଡୁରାରେ…
ନାସ୍କାର ଚାମ୍ପିୟନ ଡ୍ରାଇଭର ଜନ୍ସନ୍ କରୋନା ପଜିଟିଭ୍
ଇଣ୍ଡିଆନାପୋଲିସ୍ (ୟୁଏସ୍), ୫ା୭ (ଏପି)-ସାତ ଥର ନାସ୍କାର ଚାମ୍ପିୟନ ଜେମି ଜନସନ କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣାପଡ଼ିଛି। ଫଳରେ ସେ ରବିବାର ଇଣ୍ଡିଆନାପୋଲିସ ମୋଟର ସ୍ପିଡ୍ଓ୍ବେ ରେସ୍ରେ ଭାଗ ନେଇ ପାରିବେ ନାହିଁ। କୌଣସି ନାସ୍କାର ସିରିଜରେ କରୋନା ପଜିଟିଭ୍…
ଜାପାନ ଲିଗ୍ ଫୁଟବଲ ଆରମ୍ଭ
ଟୋକିଓ, ୫।୭(ଏପି)-କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବ ଯୋଗୁ ଦୀର୍ଘ ୪ ମାସ ବ୍ୟବଧାନ ପରେ ଶନିବାରଠାରୁ ଆରମ୍ଭ ହୋଇଛି ଜାପାନ ପେସାଦାର ଫୁଟବଲ ଲିଗ୍। ଏଥିରେ ୧୮ଟି ଶୀର୍ଷସ୍ଥାନୀୟ ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୯ଟି ଗେମ୍ ବିନା…
ଏଫ୍-୧ ମୋଟର ରେସିଂରେ ୧୦ ଟିମ୍
ସ୍ପେଲବର୍ଗ(ଅଷ୍ଟ୍ରିଆ), ୫।୭-କରୋନା ଭାଇରସ ସଂକ୍ରମଣ ଯୋଗୁ ୨୦୨୦ ଫର୍ମୁଲାଓ୍ବାନ ମୋଟର ରେସିଂ ସିଜନ ଆରମ୍ଭରେ ବିଳମ୍ବ ହୋଇଛି। ସାଧାରଣତଃ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଏଫ-୧ ସିଜନର ଅନେକ ରେସ୍ ଏଥର ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ବାତିଲ ରେସ୍ ମଧ୍ୟରେ…
ପ୍ରଥମ ଟେଷ୍ଟ ଦଳରୁ ବେୟାରଷ୍ଟୋ, ମୋଇନ ବାଦ୍
ମାଞ୍ଚେଷ୍ଟର, ୫ା୭ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଶନିବାର ୧୩ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ଉଇକେଟକିପର ଜନି ବେୟାରଷ୍ଟୋ ଏବଂ ସ୍ପିନ ବୋଲିଂ ଅଲ୍ରାଉଣ୍ଡର ମୋଇନ୍ ଅଲିଙ୍କୁ ସ୍ଥାନ ମିଳିନାହିଁ। ଏହି ପ୍ରଥମ…
ପୁଡୁଚେରୀ କ୍ରିକେଟ ଟିମ୍ ମୁଖ୍ୟ କୋଚ୍ ହେଲେ ସାଲ୍ଭି
ଚେନ୍ନାଇ/ମୁମ୍ବାଇ, ୪ା୬ (ପି.ଟି.)-ଭାରତର ପୂର୍ବତନ ସିମ୍ ବୋଲର ଆବିଷ୍କାର ସାଲ୍ଭି ଆସନ୍ତା ଘରୋଇ ସିଜନ ପାଇଁ ପୁଡୁଚେରୀ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ପୁଡୁଚେରୀ କ୍ରିକେଟ ଆସୋସିଏଶନ (ସିଏପି)ର ଜଣେ ଅଫିସିଆଲ ଏ ବିଷୟରେ ସୂଚନା…
ହିନ୍ଦୁ ଶରଣାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲେ ଧାଓ୍ବନ
ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିଂ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଂକୁ ବିପୁଳ ପରିମାଣର ଆର୍ଥିକ…
Archives


