୧୦୦ ଅନ୍ତର୍ଜାତୀୟ ଗୋଲ୍ ଦେବାରେ ରୋନାଲ୍ଡୋ ବିଶ୍ୱର ୨ୟ ଖେଳାଳି
ନୂଆଦିଲ୍ଲୀ, ୯।୯: ପର୍ତ୍ତୁଗାଲ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ୨ୟ ପୁରୁଷ ଫୁଟ୍ବଲ୍ ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ନେସନ୍ସ କପ୍ରେ ପର୍ତ୍ତୁଗାଲ ଓ ସ୍ବିଡେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅବସରରେ ରୋନାଲ୍ଡୋ…
ଫାଇନାଲରେ ପହଞ୍ଚିଲା ଶାହରୁଖ ଖାନ୍ଙ୍କ ନାଇଟ୍ ରାଇଡର୍ସ ଟିମ୍
ତ୍ରିନିଦାଦ୍, ୯।୯: କାରୀବିୟାନ ପ୍ରିମିୟର ଲିଗ୍ (ସିପିଏଲ୍)ର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ତ୍ରିନିବାଗୋ ନାଇଟ୍ ରାଇଡର୍ସ ଓ ସେଣ୍ଟ ଲୁସିଆ ଜୋକ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯିବ। ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ ଖାନଙ୍କ ମାଲିକାନାରେ ଥିବା…
ସେଦିନ କାହିଁକି ହାତ ଯୋଡି ଥିଲେ ସଚିନ ତେନ୍ଦୁଲକର
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକରଙ୍କୁ କ୍ରିକେଟରେ ସର୍ବଶ୍ରେଷ୍ଠ ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଏକଦା କ୍ରିକେଟ୍ ଦୁନିଆରେ ରାଜ୍ କରୁଥିବା ସଚିନ ପୂର୍ବରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଥିଲେ। ଏଥିରେ ତାଙ୍କୁ ଏତେଟା ସଫଳତା ମିଳିଥିଲା। ସେ…
ୟୁଏସ୍ ଓପନ୍ରେ ଭାରତୀୟ ଅଭିଯାନ ଶେଷ
ନ୍ୟୁୟର୍କ,୮।୯ (ପି.ଟି.): ଚଳିତ ୟୁଏସ୍ ଓପନ୍ରୁ ଭାରତୀୟ ତାରକା ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ୍ ଶାପୋଭାଲୋଭ ବିଦାୟ ନେଇଛନ୍ତି। ଏହି ଯୋଡି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। ଏଥି ସହିତ ୟୁଏସ୍ ଓପନ୍ରୁ ଭାରତୀୟ ଅଭିଯାନ…
ସ୍ତ୍ରୀ, ଝିଅ ସହ ସମୁଦ୍ର କୂଳରେ ମଜାନେଲେ ରୋହିତ୍ ଶର୍ମା
ଦୁବାଇ, ୮।୯: ଆଇପିଏଲ୍ର ସବୁଠାରୁ ସଫଳ ଫ୍ରାଞ୍ଚାଇଜ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ସର୍ବାଧିକ ୪ଥର ଆଇପିଏଲ୍ ଟ୍ରଫି ଜିତି ରେକର୍ଡ କରିଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଏହି ୪ଥର ଟାଇଟଲ ଜିତିବାରେ…
ୟୁଏସ୍ ଓପନ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ୩ ଖେଳାଳି ହେଉଛନ୍ତି ମା’
ନ୍ୟୁୟର୍କ, ୮।୯: ଆମେରିକୀୟ ଟେନିସ ଷ୍ଟାର୍ ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲର ଏକ ମ୍ୟାଚ୍ରେ ସେରେନା ୬-୩, ୬-୭ (୬), ୬-୩ ସେଟ୍ରେ ଗ୍ରୀସର…
ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
ଦୁବାଇ, ୮।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ଆବୁଧାବିରେ ଉଦ୍ଘାଟନୀ ମ୍ୟାଚ୍…
କରୋନା ଆକ୍ରାନ୍ତ ହେଲେ ଏହି ଷ୍ଟାର୍ ଫୁଟ୍ବଲ ଖେଳାଳି
ପ୍ୟାରିସ, ୮।୯: ଫ୍ରାନ୍ସ ତଥା ପ୍ୟାରିସ ସେଣ୍ଟ ଜର୍ମେନର ଷ୍ଟାର୍ ଫୁଟ୍ବଲ ଖେଳାଳି କେଲିଆନ୍ ଏମ୍ବାପ୍ପେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଯୁବ ଷ୍ଟ୍ରାଇକର୍ ମଙ୍ଗଳବାର ବିଶ୍ୱକପ୍ ରନର୍ସଅପ୍ କ୍ରୋଏସିଆ ବିପକ୍ଷରେ ନେସନ୍ସ ଲିଗ୍ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ…
ଏତିକି ଟଙ୍କାର ଘଣ୍ଟା ପିନ୍ଧନ୍ତି କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍ରେ ନୁହେଁ, କୋହଲି ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିବାର ମଧ୍ୟ ଦେଖାଯାଏ।…
ଅଷ୍ଟ୍ରେଲିଆର ବିବିଏଲ୍ରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ଯୁବରାଜ ସିଂହ, ଡିସେମ୍ବରରୁ ସିଜନ୍-୧୦ ଆରମ୍ଭ
ନୂଆଦିଲ୍ଲୀ,୮।୯: ଗତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ଭାରତୀୟ କ୍ରିକେଟର ଯୁବରାଜ ସିଂହ। ଏବେ ସେ ଅଷ୍ଟ୍ରେଲିଆର ଟି-୨୦ ବିଗ୍ ବ୍ୟାସ୍ ଲିଗ୍(ବିବିଏଲ୍)ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ତାଙ୍କ ପାଇଁ କ୍ଲବ ଖୋଜିବାରେ ସାହାଯ୍ୟ ମଧ୍ୟ କରୁଛି।…
ଧୋନୀଙ୍କ ଏହି ଅଭ୍ୟାସକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଇରଫାନ୍: କହିଲେ ‘ପୂର୍ବରୁ ଏଭଳି ଦେଖିନାହିଁ’
ନୂଆଦିଲ୍ଲୀ,୮।୯: ଆସନ୍ତା ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍ ୨୦୨୦। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ ଜାରି କରିଛନ୍ତି। ତେବେ ଧୋନୀଙ୍କ ଓ୍ବିକେଟ୍କିପିଂକୁ ନେଇ ଭାରତୀୟ ଟିମ୍ର ପୂର୍ବ ଅଲରାଉଣ୍ଡର ଇରଫାନ ପଠାନ ଆଶ୍ଚର୍ଯ୍ୟ…
ଖେଳାଳି ପଜିଟିଭ୍ ପାଇଁ ଇଂଲିଶ କାଉଣ୍ଟି ମ୍ୟାଚ ବାତିଲ
ଲଣ୍ଡନ, ୮ା୯ (ପି.ଟି.): କୋଭିଡ୍-୧୯ ଟେଷ୍ଟରେ ଜଣେ ଖେଳାଳି ପଜିଟିଭ୍ ହେବାରୁ ଦୁଇ ଇଂଲିଶ କାଉଣ୍ଟି ଦଳ ମଧ୍ୟରେ ଖେଳାଯିବାକୁଥିବା ୪ଦିନିଆ ମ୍ୟାଚ ପ୍ରଥମ ଦିବସରୁ ବାତିଲ କରି ଦିଆଯାଇଛି। ଖବର ଅନୁସାରେ ନର୍ଥହାମ୍ପଟନଶାୟାର ଖେଳାଳି ଜଣକ କରୋନା ଭାଇରସ୍ରେ ସଂକ୍ରମିତ…

