ଖେଳ

ନବମ ଷ୍ଟେଜ୍‌ ଜିତିଲେ ପୋଗାକାର

ଲାରୁନ୍ସ (ଫ୍ରାନ୍ସ), ୮ା୯ (ଏପି): ରବିବାର ଏକ କ୍ଲୋଜ୍‌ ସ୍ପ୍ରିଣ୍ଟ୍‌ ଫିନିଶରେ ରଗଲିକ୍‌ ଓ ମାର୍କ ହିରସ୍କି (ଟିମ୍‌ ସନ୍‌ଓ୍ବେବ୍‌)କୁ ପଛରେ ପକାଇ ଟାଡେଜ୍‌ ପୋଗାକାର (ୟୁଏଇ ଟିମ୍‌ ଏମିରେଟ୍ସ) ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ନବମ ଷ୍ଟେଜ୍‌ ଜିତିଛନ୍ତି।…

ଥୋମାସ୍‌ ଓ ଉବର କପ୍‌ରୁ ଓହରିଲା ଥାଇଲାଣ୍ଡ

ବ୍ୟାଙ୍କକ୍‌, ୮ା୯ (ଏପି): କୋଭିଡ୍‌-୧୯ ଆଶଙ୍କାରେ ଥୋମାସ ଓ ଉବର କପ୍‌ରୁ ଥାଇଲାଣ୍ଡ ଓହରିଯାଇଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ରାଚାନୋକ୍‌ ଇଣ୍ଟାନନ, ନମ୍ବର ୩ ର଼୍ୟାଙ୍କିଙ୍ଗ ମିକ୍ସଡ ଡବଲ୍ସ ଯୋଡ଼ି ଦେଚାପଲ ପୁଆଭାରାନୁରୋଖ ଏବଂ ସାପ୍‌ସିରି ତାଏରାତାଞ୍ଚାଇ ସମେତ ଅନ୍ୟ କେତେଜଣ…

ଓସାକା, ରୋଜର୍ସ କ୍ୱାର୍ଟର ଫାଇନାଲରେ

ନ୍ୟୁୟର୍କ, ୮।୯(ଏପି): ଜାପାନର ନାଓମି ଓସାକା ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟରରେ ସେ ଆନେଟ କୋଣ୍ଟାଭେଟଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଠାରେ ୨୦୧୮ରେ ଟାଇଟଲ ବିଜୟିନୀ ହୋଇଥିବା ଓସାକା…

କୋଚିଂ ପାଠ୍ୟକ୍ରମ କରିବେ ମନୋଜ ଓ ବଜରଙ୍ଗ୍‌

ନୂଆଦିଲ୍ଲୀ, ୮ା୯ (ପି.ଟି.)-କୋଚିଂ ଡିପ୍ଲୋମା ପାଠ୍ୟକ୍ରମ କରିବା ଲାଗି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ନିକଟରେ ଆବେଦନ କରିଛନ୍ତି ୩୩ଜଣ କ୍ରୀଡ଼ାବିତ୍‌। ସେମାନଙ୍କ ମଧ୍ୟରେ ରହିଛନ୍ତି, ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ବକ୍ସର ମନୋଜ କୁମାର ଏବଂ ୩ଥର ଏସିଆଡ୍‌…

ଜଜ୍‌ଙ୍କୁ ବଲ୍‌ରେ ଆଘାତ କରି ୟୁଏସ୍‌ ଓପନ୍‌ରୁ ଜୋକୋଭିଚ୍‌ ଆଉଟ

ନ୍ୟୁୟର୍କ, ୭।୯(ଏପି)- ବିଶ୍ୱର ନମ୍ବରଓ୍ବାନ ଖେଳାଳି ସର୍ବୟାର ନୋଭାକ ଜୋକୋଭିଚ୍‌ ଏକ ଅପ୍ରିତିକର ପରିସ୍ଥିତିରେ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଜଣେ ଲାଇନ୍‌ ଜଜ୍‌ଙ୍କୁ ବଲ୍‌ରେ ଆଘାତ କରିଥିବାରୁ ତାଙ୍କୁ ଏପରି ପରିସ୍ଥିତିର ସାମ୍‌ନା କରିବାକୁ…

ଜନ୍ମଦିନରେ ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା

ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍‌ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍‌ ଷ୍ଟାର୍‌ ବିଷ୍ଣୁ ବିଶାଳଙ୍କ ସହ ଜ୍ୱାଲାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଫଳରେ…

ଆଇପିଏଲ୍‌ରେ ୪ର୍ଥ ଥର ଲାଗି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-ମୁମ୍ବାଇ

ନୂଆଦିଲ୍ଲୀ, ୭।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଲାଗି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ୍‌ ସିଜନ-୧୩ର ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇ…

କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଅଧାରୁ ବାତିଲା ହେଲା ଏହି କ୍ରିକେଟ୍‌ ମ୍ୟାଚ୍‌

ଲଣ୍ଡନ, ୭।୯: କାଉଣ୍ଟି କ୍ରିକେଟ୍‌ କ୍ଲବ ନର୍ଥହାମ୍ପଶାୟର ଜଣେ ଖେଳାଳି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବବ୍‌ ଓ୍ବିଲ୍ସ ଟ୍ରଫିର ଏକ ୪ ଦିବସୀୟ ମ୍ୟାଚ୍‌ ବାତିଲ୍‌ କରିଦିଆଯାଇଛି। ଜଣେ ଖେଳାଳି ଘାତକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା…

ସମସ୍ତ ଲିଗ୍‌ ମ୍ୟାଚ୍‌ ଜିତି ସେମିରେ ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଟିମ୍‌

ତ୍ରିନିଦାଦ, ୭।୫: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ସମସ୍ତ ଲିଗ୍‌ ମ୍ୟାଚ୍‌ ଜିତି ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ସେମିଫାଇନାଲରେ ପ୍ରବେଶ କରିଛି। ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ ଖାନଙ୍କ ମାଲିକାନାରେ ଥିବା ନାଇଟ୍‌ ରାଇଡର୍ସ ଦଳ ଏହାର ଅନ୍ତିମ ତଥା ୧୦ମ…

ରାଗରେ ଅମ୍ପାୟରଙ୍କ ରୁମ୍‌ରେ ପଶିଯାଇଥିଲେ କୋହଲି, ଜାଣନ୍ତୁ କାହିଁକି

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ପୂର୍ବ ୧୨ ସିଜିନ୍‌ରେ କୌଣସି ନା କୌଣସି ବିବାଦ ଦେଖାଦିଏ। ପ୍ରଥମ ସିଜିନ୍‌ରେ କ୍ରିକେଟର୍‌…

ହାଇ ମାରି ଚର୍ଚ୍ଚାରେ ଅଛନ୍ତି ଏହି କ୍ରିକେଟର୍‌, ସ୍ବାମୀଙ୍କ ଏହି ଅଭ୍ୟାସକୁ ନେଇ ସ୍ତ୍ରୀ କହିଲେ ଏମିତି

ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି। ଏବେ ସେ ମ୍ୟାଚ୍‌ବେଳେ ହାଇ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଶ୍ୱକପରେ ଉଇକେଟ କିପିଂ କରିବା ସମୟରେ ହାଇ ମାରିବା ହେଉ କି ନିକଟରେ ଇଂଲଣ୍ଡ…

ଫାଙ୍କା ସମୟରେ ଏହି ପୁସ୍ତକ ପଢନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି। ଏଥର ନିଜ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ବିଜୟ ଦେବାକୁ ବିରାଟ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କ୍ରିକେଟରରୁ ସମୟ ମିଳିଲେ କୋହଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?