ଖେଳ

ବୋଟାସ ଦ୍ରୁତତମ

ମୁଗେଲୋ (ଇଟାଲୀ), ୧୨ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ଟିମ୍‌ମେଟ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲ୍‌ଟେରି ବୋଟାସ ଦ୍ରୁତତମ ବିବେଚିତ ହୋଇଛନ୍ତି। ମ୍ୟାକଲରେନ୍‌ର ଲାଣ୍ଡୋ ନୋରିସ୍‌ଙ୍କ…

ମ୍ୟାଚ୍‌ରେ ଇଞ୍ଜୁରି ପରେ ରଗ୍‌ବୀ ଖେଳାଳିଙ୍କ ମୃତ୍ୟୁ

ନ୍ୟୁକ୍ୟାସେଲ (ଅଷ୍ଟ୍ରେଲିଆ), ୧୨ା୯ (ଏପି)- ରବିବାର ଖେଳାଯାଇଥିବା ଏକ ମ୍ୟାଚ ବେଳେ ଆଘାତପ୍ରାପ୍ତ ହୋଇ ଜଣେ ସ୍ବଳ୍ପ ବୟସ୍କ ରଗ୍‌ବୀ ଲିଗ୍‌ ଖେଳାଳି ଜୋଏଲ ଡାର୍କଙ୍କ ମୃତ୍ୟୁ ଘଟିଛି। ସିଡ୍‌ନୀ ଉତ୍ତରାଞ୍ଚଳ ଅନ୍ତର୍ଗତ ନ୍ୟୁକ୍ୟାସେଲରେ ଏକ କ୍ଲବର ସିନିୟର ଦଳ ତରଫରୁ…

ଦୀପକ ଚହରଙ୍କୁ ବିସିସିଆଇ କ୍ଲିୟରାନ୍ସ

ଦୁବାଇ, ୧୨ା୯ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଠାରୁ ଆବଶ୍ୟକ କ୍ଲିୟରାନ୍ସ ହାସଲ କରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପେସ୍‌ ବୋଲର ଦୀପକ ଚହର ଶୁକ୍ରବାରଠାରୁ ତାଙ୍କ ଟ୍ରେନିଂ ଆରମ୍ଭ କରିଛନ୍ତି। ଦୀପକ କୋଭିଡ୍‌-୧୯ ପଜିଟିଭ ଥିଲେ। ଦୁଇଥର…

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଚାମ୍ପିୟନ

ତାରୋଉବା,୧୨।୯(ପି.ଟି.): କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଏଥର ମଧ୍ୟ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ତ୍ରିନିବାଗୋ ୮ ଉଇକେଟ୍‌ରେ ସେଣ୍ଟ ଲୁସିଆ ଜୌକାକୁ ହରାଇ ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟରେ…

ୟୁଏସ୍‌ ଓପନ୍‌: ପାଭିକ୍‌-ସୋଆରେସ୍‌ ଯୋଡ଼ିଙ୍କୁ ପୁରୁଷ ଡବଲ୍ସ ଟାଇଟଲ

ନ୍ୟୁୟର୍କ,୧୨।୯(ଏପି): ୟୁଏସ୍‌ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଅଭିଜ୍ଞ ବ୍ରାଜିଲ ଖେଳାଳି ବ୍ରୁନୋ ସୁଆରେସ୍‌ ଟାଇଟଲ ହାସଲ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଏହି ଅଣସିଡ୍‌ ଯୋଡି ୭-୫, ୬-୩ ସେଟ୍‌ରେ ଅଷ୍ଟମ ସିଡ୍‌…

ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଛାଡ଼ିବାକୁ ନାରାଜ ଥିଲେ ଗାଙ୍ଗୁଲୀ: ଏଥିପାଇଁ ଦୁଇଥର କରିଥିଲେ ବିବାହ

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଗୋଟିଏ…

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ ଟିମ୍‌ ୪ଥର ଆଇପିଏଲ୍‌ ଜିତିସାରିଛି। ଅପରପକ୍ଷେ ସିଏସ୍‌କେର ଭାର ସମ୍ଭାଳିଛନ୍ତି ସବୁଠାରୁ ଶ୍ରେଷ୍ଠ ଅଧିନାୟକ…

ରାଫାଲ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଏବଂ ଗୌରବ: ଧୋନୀ

ନୂଆଦିଲ୍ଲୀ,୧୧।୯: ପୂର୍ବ ଲଦାଖ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଆଜି ଭାରତୀୟ ବାୟୁସେନାରେ ସର୍ବାଧୁନିକ ଯୁଦ୍ଧ ବିମାନ ରାଫାଲ ସାମିଲ ହୋଇଛି। ଯୁଦ୍ଧବିମାନ ରାଫାଲ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ନେଇ ବେଶ୍‌…

ଦୁବାଇରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍‌

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛି। ଟି୨୦ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ଏଣୁ ସୋସିଆଲ…

ସ୍ମିଥ୍‌ଙ୍କ ମତରେ କୋହଲି ଶ୍ରେଷ୍ଠ

ମାଞ୍ଚେଷ୍ଟର, ୧୧।୯(ପି.ଟି.)- ସାମ୍ପ୍ରତିକ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇ ସମକକ୍ଷ ବ୍ୟାଟ୍ସମ୍ୟାନ। ଉଭୟ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମାତ୍ର ବର୍ତ୍ତମାନ…

ରେସିଂ ପଏଣ୍ଟ ସହ ଚୁକ୍ତି କଲେ ଭେଟେଲ

ଲଣ୍ଡନ, ୧୧ା୯ (ଏପି)-ଚାରିଥର ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ରେସିଂ ପଏଣ୍ଟ ଟିମ୍‌ ସହ ଚୁକ୍ତି କରିଛନ୍ତି। ଟିମ୍‌ର ନାମ କିନ୍ତୁ ନିକଟରେ ବଦଳିଯିବ। ଏହା ଆଷ୍ଟନ ମାର୍ଟିନ ଭାବେ ପରିଚିତ ହେବ। ସର୍ଗିଓ ପେରେଜ ଟିମ୍‌ ଛାଡ଼ି ଚାଲିଯିବା…

ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି। ଦୁବାଇ ସମୁଦ୍ର ବେଳାଭୂମିରେ ରହିଛି ଏକମାତ୍ର ରିସୋର୍ଟ ରୟାଲ ମିରେଜ୍‌। ସକାଳବେଳାର ମନୋମୁଗ୍ଧକର ପରିବେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?