ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ
ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି। ଦୁବାଇ ସମୁଦ୍ର ବେଳାଭୂମିରେ ରହିଛି ଏକମାତ୍ର ରିସୋର୍ଟ ରୟାଲ ମିରେଜ୍। ସକାଳବେଳାର ମନୋମୁଗ୍ଧକର ପରିବେଶରେ…
ଟି୨୦ରେ ଗେଲ୍ଙ୍କ ନାମରେ ରହିଛି ଏହି ସବୁ ବଡ଼ ରେକର୍ଡ
ନୂଆଦିଲ୍ଲୀ, ୧୦।୯: ଟି୨୦ କ୍ରିକେଟ୍ ଇତିହାସରେ ଯେବେ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା କରାଯିବ ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ନିଶ୍ଚିତ ଭାବେ ଏହି ତାଲିକାରେ ସ୍ଥାନ ପାଇବେ। ଗେଲ୍ ନିଜକୁ ‘ୟୁନିଭର୍ସ ବସ୍’ ବୋଲି କହିଥାନ୍ତି। ବିଶ୍ୱ ଟି୨୦ କ୍ରିକେଟ୍…
ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ରେ ୧୦୦୦ ଛକା ମାରିବେ ଗେଲ୍
ନୂଆଦିଲ୍ଲୀ, ୧୦।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହି ଅବସରରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍ କ୍ରିସ୍ ଗେଲ୍ଙ୍କ ନିକଟରେ ଇତିହାସ ରଚିବା ଲାଗି ସୁଯୋଗ ରହିଛି। ଟି୨୦ କ୍ରିକେଟ୍ ଇତିହାସରେ ପ୍ରଥମ…
ସଲମାନ୍ ଖାନ୍ଙ୍କୁ ଏହି କାରଣରୁ ନିଜ ବିବାହକୁ ନିମନ୍ତ୍ରଣ କରି ନ ଥିଲେ ଅନୁଷ୍କା
ବଲିଉଡ୍ ଜଗତରେ ଯେତେବେବେ କୌଣସି ବିବାହ ହୁଏ ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ଚର୍ଚ୍ଚିତ ବିବାହ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କର। ଏହି ସୁନ୍ଦର ଯୋଡିକୁ ସମସ୍ତେ ପସନ୍ଦ କରିଥାନ୍ତି।…
ଏହି ଦେଶର ମୁଖ୍ୟ କୋଚ୍ ହେବେ ଜଣ୍ଟି ରୋଡ୍ସ
ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସ୍ବିଡେନ କ୍ରିକେଟ୍ ପକ୍ଷରୁ ଗୁରୁବାର…
ଆଇପିଏଲ୍ର ଟପ୍-୫ ଉଇକେଟ୍ ହାସଲକାରୀ ବୋଲର ତାଲିକାରେ ୪ ଭାରତୀୟ
ନୂଆଦିଲ୍ଲୀ, ୧୦।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍କୁ ଭାରତ…
କୋହଲୀଙ୍କୁ ଦୁନିଆର ଶ୍ରେଷ୍ଠ ଏକଦିବସୀୟ ଖେଳାଳି କହିଲେ ଷ୍ଟିଭ୍ ସ୍ମିଥ୍, ଏହି ଭାରତୀୟ ଓ୍ବିକେଟ୍ କିପରଙ୍କୁ କହିଲେ ‘ବନ୍ଧୁକ’
ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀଙ୍କ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍। କୋହଲୀ ବର୍ତ୍ତମାନ ସମୟରେ ଦୁନିଆର ଶ୍ରେଷ୍ଠ ଏକ ଦିବସୀୟ ଖେଳାଳି ବୋଲି ସେ କହିଛନ୍ତି। ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରଶ୍ନୋତ୍ତର ବିଭାଗକୁ ଆସି…
ଆଇପିଏଲ୍ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍ ଉପହାର ଦେଇ ଚମକାଇ ଦେଇଥିଲେ ଆର୍ସିବି ଅଧିନାୟକ..
ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ କିଛି ନା କିଛି ବିବାଦ…
ଏହି କାରଣରୁ ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍ ଉଥପ୍ପା: ବିବାହ ପାଇଁ ପରିବାର ସହ ଲଢ଼ିଥିଲେ..
ନୂଆଦିଲ୍ଲୀ,୧୦।୯: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍ କରିଥିବା…
ଧୋନୀଙ୍କୁ ମିସ୍ କରୁଛନ୍ତି ‘ନଂ ଓ୍ବାନ୍ ଫ୍ୟାନ୍’: କହିଲେ ଏମିତି
କରୋନା ଯୋଗୁୁ ଚଳିତ ବର୍ଷ ଆଇପିଏଲ ଭାରତରେ ନୁହେଁ ୟୁଏଇରେ ଆୟୋଜିତ ହେଉଛି। କରୋନାଙ୍କ ବିପଦକୁ ଦେଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ ନେଇ ନାହାଁନ୍ତି। ସବୁଥର ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ…
ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ପୃଥ୍ବୀ ଶ’
ମାତ୍ର ୧୮ ବର୍ଷ ବୟସରେ ଟେଷ୍ଟ ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଥିବା ପୃଥ୍ବୀ ଶ’ ଏବେ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ପ୍ରାଚୀ ସିଂ। ସୋସିଆଲ ମିଡିଆରେ ବାର୍ତ୍ତାଳାପ ଦେଖି ଉଭୟଙ୍କ…
ଟି୨୦ ର଼୍ୟାଙ୍କିଙ୍ଗ୍: ଆଜମ୍ଙ୍କୁ ହଟାଇଲେ ମଲନ
ଦୁବାଇ, ୧୦।୯(ପି.ଟି.)- ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଦାଓ୍ବିଦ ମଲନ। ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ ସମାପ୍ତ ଟି୨୦ ସିରିଜରେ ସ୍ଥିର ପ୍ରଦର୍ଶନ ଦେଇ ୩୩ ବର୍ଷୀୟ ମଲନ ର଼୍ୟାଙ୍କିଙ୍ଗ୍ରେ ୪ଟି…

