ଚୂଡ଼ାନ୍ତ ଏକାଦଶରେ ନ ଥିଲେ, କିନ୍ତୁ ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍
କାନବେରା, ୪।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍କୁ ୧୧ ରନ୍ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ବିଜୟୀ ଦଳ ପାଇଁ ସର୍ବାଧିକ ୩ ଉଇକେଟ ନେଇଥିବା ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍…
ପ୍ରଥମ ଟି୨୦ ଜିତିଲା ଭାରତ
କାନବେରା, ୪।୧୨- ଦିନିକିଆ ସିରିଜ୍ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳ ବିଜୟ ସହ ଟି୨୦ ସିରିଜ୍ ଆରମ୍ଭ କରିଛି। ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ୧୧ ରନ୍ରେ ଜିତି ନେଇଛି ଭାରତୀୟ ଦଳ। ଏହି ବିଜୟ ସହ ୩ ମ୍ୟାଚ୍…
ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍: ଟସ୍ ଜିତିଲା କଙ୍ଗାରୁ ଦଳ
କାନବେରା, ୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କାନବେରାରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଟି-ନଟରାଜନଙ୍କୁ ସାମିଲ କରାଯାଇଛି। ଏକଦିବସୀୟ…
ଅଜିତ ଅଗରକରଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି କୌଣସି ଭାରତୀୟ ବୋଲର
ଭାରତୀୟ ଦଳର ପୂର୍ବତନ ବୋଲର୍ ଅଜିତ ଅଗରକର ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ମସିହା ଡିସେମ୍ବର ୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅଜିତ ଅଗରକର କ୍ରିକେଟରେ ଏଭଳି ଏକ ରେକର୍ଡ ହାସ କରିଥିଲେ ଯାହା କୌଣସି ଭାରତୀୟ…
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ
ନୂଆଦିଲ୍ଲୀ,୪।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଦିନିକିଆ ସିରିଜକୁ ୨-୧ରେ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ ଶେଷ ମ୍ୟାଚ୍ରେ ପରାସ୍ତ କରିଥିଲା ଭାରତ। ଏଣୁ ଖେଳାଳିମାନେ ଆତ୍ମବିଶ୍ୱାସ ସହକାରେ ମ୍ୟାଚ୍ ଖେଳିପାରନ୍ତି ବୋଲି ପ୍ରଶଂସକ ଆଶା ରଖିଛନ୍ତି।…
ଚହଳ ପକାଇଲେ ୭ ବର୍ଷର କୁନି ବୋଲର୍
ଆଜିକାଲି ସୋସିଆଲ ମିଡିଆରେ ୭ ବର୍ଷର ଶିଶୁର ଭିଡିଓ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଏହି ଶିଶୁଙ୍କ ବୋଲିଂ ଦେଖି ଲୋକେ ତାଙ୍କୁ ରହସ୍ୟମୟୀ ବୋଲର୍ ଆଖ୍ୟା ଦେଇଛନ୍ତି। ସେ ରହସ୍ୟମୟ ବଲ ପକାଇ ଉଇକେଟ୍ ଭାଙ୍ଗିଦେଉଛନ୍ତି। ଏତେ ଛୋଟ ବୟସରେ…
କ୍ୱାରାଣ୍ଟାଇନ୍ରୁ ବାହାରିଲେ ବିରାଟ କୋହଲି
ସିଡନୀ,୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି -୨୦ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏକଦିବସୀୟ ସିରିଜ୍ ହାରିବା ପରେ ଦିନିକିଆ ଜିତିବା ପରେ ଟିମ ଇଣ୍ଡିଆ ପୁଣି ଥରେ ଆଶା ବଢାଇଛି। ଏହି ସମୟରେ ଖୁସି ଖବର ହେଉଛି ଅଧିନାୟକ…
ପଡିଆରେ ମ୍ୟାଚ୍ ଖେଳୁଥିବାବେଳେ ପ୍ରବଳ କାନ୍ଦିଲେ ଏହି ଖେଳାଳି
ହାମିଲଟନ,୪।୧୨: ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ହାମିଲଟନରେ ଆରମ୍ଭ ହୋଇଛି। ମ୍ୟାଚ ପୂର୍ବରୁ ପଡ଼ିଆରେ ଭାବପ୍ରବଣ ମୁହୂର୍ତ୍ତ ରହିଥିଲା। ହଠାତ ୱେଷ୍ଟଇଣ୍ଡିଜରୁ ଖବର ଆସିଥିଲା ଯେ ଦ୍ରୁତ ବୋଲର କେମାର ରୋଚଙ୍କ ପିତାଙ୍କର ଦେହାନ୍ତ…
ଇଣ୍ଡିଆନ ସୁପରଲିଗ୍: ଶେଷ ମୁହୂର୍ତ୍ତ ଗୋଲରେ ହାରିଲା ଓଡ଼ିଶା
ଫତୋର୍ଡା, ୪।୧୨- ୯୦ ମିନିଟରେ କଡ଼ା ଟକ୍କର। ଉଭୟ ଓଡ଼ିଶା ଏଫ୍ସି ଓ ଏଟିକେ ମୋହନବାଗାନ ଗୋଲଶୂନ୍ୟଭାବେ ୪ ମିନିଟ ଇଞ୍ଜୁରି ଟାଇମ୍ ଖେଳିଲେ। ଏହାର ୩ ମିନିଟ ପର୍ଯ୍ୟନ୍ତ ମଧ୍ୟ ଗୋଲ ନାହିଁ। ମାତ୍ର ଶେଷ ମୁହୂର୍ତ୍ତରେ ଗୋଲ ବରଣ…
ଏନ୍ବିଏ: ୪୮ ଖେଳାଳି କରୋନା ପଜିଟିଭ
ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍ ମାର୍କେଟକୁ ଫେରିବା ନଭେମ୍ବର ୨୪ରୁ ୩୦ ମଧ୍ୟରେ ୫୪୬ ଖେଳାଳିଙ୍କ ଟେଷ୍ଟ କରାଯାଇଥିବା ଲିଗ୍ ଓ ନ୍ୟାଶନାଲ ବାସ୍କେଟବଲ…
ଭାରତୀୟ ଜାଭେଲିନ୍ ଥ୍ରୋ ଦଳ ଭୁବନେଶ୍ୱରରେ
ଭୁବନେଶ୍ୱର, ୪ା୧୨ (ସ୍ପୋଟର୍ସ ବ୍ୟୁରୋ)-ଭାରତୀୟ ଜାଭେଲିନ୍ ଥ୍ରୋ ଦଳର ଏଲିଟ ସଦସ୍ୟମାନେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଉତ୍ତରଭାରତରେ ଶୀତ ଲହରି ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ପଟିଆଲାସ୍ଥିତ ଏହାର ଟ୍ରେନିଂବେସ୍ରୁ ଜାଭେଲିନ୍ ଥ୍ରୋ ଦଳକୁ ଭୁବନେଶ୍ୱର ସ୍ଥାନାନ୍ତର କରିଛି।…
ଚାମ୍ପିୟନ୍ସ ଲିଗ୍: ୩୪ ବର୍ଷୀୟ ଗିରୋଡ୍ ଦେଲେ ୪ ଗୋଲ୍
ସେଭିଲି (ସ୍ପେନ୍), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍ସି ଷ୍ଟ୍ରାଇକର ଅଲିଭର ଗିରୋଡ୍। ସେଭିଲା ବିପକ୍ଷରେ ମ୍ୟାଚରେ ୪ ଗୋଲ ସ୍କୋର କରି ତାଙ୍କ ଦଳକୁ ୪-୦ ଗୋଲରେ ବିଜୟୀ…

