ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି
ଆଇପିଏଲ୍ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର ସୋସିଆଲ ୟୁଜର୍ସମାନଙ୍କୁ ଏହା ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେମାନେ…
କୋହଲିଙ୍କୁ ଅଧିକ ଗୁରୁତ୍ୱ ନ ଦେବାକୁ ଅଷ୍ଟ୍ରେଲୀୟ ପ୍ରଶଂସକ ଚାହାନ୍ତି: ପେନ୍
ସିଡ୍ନୀ,୧୬।୧୧(ପି.ଟି.): ଆଗାମୀ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଅଷ୍ଟ୍ରେଲିଆ ପ୍ରଶଂସକ ଚାହାନ୍ତି ନାହିଁ। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍। ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ କୋହଲିଙ୍କୁ ଅଷ୍ଟ୍ରେଲୀୟମାନେ ନାପସନ୍ଦ କରିବାକୁ ଭଲ ପାଆନ୍ତି। ତେବେ…
ମହମ୍ମଦ ସାଲାଙ୍କୁ କରୋନା
କାଇରୋ, ୧୬ା୧୧ (ଏପି)-ଲିଭରପୁଲ୍ ଷ୍ଟ୍ରାଇକର ମହମ୍ମଦ ସାଲା କରୋନା ସଂକ୍ରମିତ ହୋଇଛନ୍ତି। ନିଜ ଦେଶର ଇଜିପ୍ଟରେ ସେ ଅତିକମ୍ରେ ଗୋଟିଏ ସପ୍ତାହ ଆଇସୋଲେଶନରେ ରହିବେ। ଜାତୀୟ ଫୁଟ୍ବଲ ଦଳର ଡାକ୍ତର ମହମ୍ମଦ ଆବୁ ଏଲିଲା ଏହି ସୂଚନା ଦେଇଛନ୍ତି। ସାଲା ତାଙ୍କ…
ଜାତୀୟ ସିନିୟର ଚୟନ ପ୍ୟାନେଲ: ପୂର୍ବାଞ୍ଚଳରୁ ଦେବାଶିଷ, ଶିବସୁନ୍ଦର ଆଗରେ
ନୂଆଦିଲ୍ଲୀ, ୧୬ା୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନ୍ୟାଶନାଲ ସିଲେକ୍ସନ ପ୍ୟାନେଲ ନୂଆରୂପ ନେବାକୁ ଯାଉଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଲାଗି ପୂର୍ବାଞ୍ଚଳରୁ ଓଡ଼ିଶାର ଶିବ ସୁନ୍ଦର ଦାସ, ଉତ୍ତରାଞ୍ଚଳରୁ ଚେତନ ଶର୍ମା ଓ ମନିନ୍ଦର ସିଂ ଏବଂ ପଶ୍ଚିମାଞ୍ଚଳରୁ ଅଜିତ…
ଭାରତ ବିପକ୍ଷରେ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ: ସ୍ବେପ୍ସନ
ମେଲବୋର୍ନ,୧୬।୧୧(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବ୍ୟାଟିଂ ଲାଇନ୍- ଅପ୍ ବିଶ୍ୱସ୍ତରୀୟ। ଭାରତ ବିପକ୍ଷରେ ବୋଲିଂ କରିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଯୁବ ଅଷ୍ଟ୍ରେଲୀୟ ଲେଗ୍ସ୍ପିନର ମିଚେଲ ସ୍ବେପ୍ସନ କହିଛନ୍ତି। ଭାରତ ବିପକ୍ଷ ଆଗାମୀ ୪…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ପଏଣ୍ଟ ପ୍ରତିଶତକୁ ବିଚାର କରି ଫାଇନାଲିଷ୍ଟ ସ୍ଥିର କରାଯିବ
ନୂଆଦିଲ୍ଲୀ,୧୬।୧୧(ପି.ଟି.): ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ପ୍ରାରମ୍ଭିକ ସଂସ୍କରଣର ଦୁଇ ଫାଇନାଲିଷ୍ଟଙ୍କୁ ଚୟନ କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତା’ର ନୀତି ସ୍ପଷ୍ଟ କରିଛି। କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଡବ୍ଲ୍ୟଟିସିର ଫାଇନାଲିଷ୍ଟ ହାସଲ କରିଥିବା ପଏଣ୍ଟ ପ୍ରତିଶତକୁ…
ହାମିଲଟନଙ୍କୁ ୭ମ ବିଶ୍ୱ ଟାଇଟଲ
ଫର୍ମୁଲାଓ୍ବାନ ମୋଟରରେସିଂ * ମାଇକେଲ ସୁମାକରଙ୍କ ସମକକ୍ଷ * ଚଳିତ ସିଜନରେ ୧୦ ଗ୍ରାଁ ପ୍ରି ବିଜୟ * ଓଭରଅଲ୍ ଗ୍ରାଁ ପ୍ରି ବିଜୟ ରେକର୍ଡ ୯୪ ଇସ୍ତାନବୁଲ, ୧୬।୧୧- ରବିବାର ଅନୁଷ୍ଠିତ ତୁର୍କୀଶ୍ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ବ୍ରିଟେନର…
ଉଭୟ ଫର୍ମାଟ୍ ପାଇଁ ସିଡ୍ନୀରେ ଟିମ୍ ଇଣ୍ଡିଆର ଅଭ୍ୟାସ
ସିଡ୍ନୀ,୧୬।୧୧(ପି.ଟି.): ରବିବାର ଭ୍ରମଣକାରୀ ଭାରତୀୟ ଦଳର ସଦସ୍ୟମାନେ ପୂର୍ଣ୍ଣ ରୂପେ ପ୍ରଥମ ନେଟ ସେସନରେ ଅଂଶଗ୍ରହଣ କରି ବେଶ୍ ଝାଳ ବୁହାଇଛନ୍ତି। ଛୋଟ ଓ ଲମ୍ବା ଫର୍ମାଟ୍ରେ ଅର୍ଥାତ ନାଲି ଓ ଧଳା ବଲ୍ରେ ଖେଳାଳିମାନେ ଅଭ୍ୟାସ କରିଥିଲେ। ତେବେ ଶନିବାର…
ନରିନ୍ଦର ବାତ୍ରା ସମ୍ମାନିତ
ନୂଆଦିଲ୍ଲୀ, ୧୬ା୧୧ (ପି.ଟି.)-କ୍ରୀଡ଼ା ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି। ରବିବାର ବିଶିଷ୍ଟ ବିଚାରପତି ଜଷ୍ଟିସ କ୍ରିଷ୍ଣା ଆୟାରଙ୍କ ୧୦୬ତମ ଜନ୍ମବର୍ଷିକୀ ସ୍ମାରକୀ ଅବସରରେ ତାଙ୍କୁ କ୍ୟାପିଟାଲ ଫାଉଣ୍ଡେଶନ ନ୍ୟାଶନାଲ…
ଫାଇନାଲରେ ପ୍ରଜନେଶ
କ୍ୟାରି (ୟୁଏସ୍ଏ), ୧୬ା୧୧-ଚତୁର୍ଥ ସିଡ୍ ଭାରତର ପ୍ରଜନେଶ ଗୁଣେଶ୍ୱରନ ନର୍ଥ କାରୋଲିନାରେ ଚାଲିଥିବା କ୍ୟାରି ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଡେନମାର୍କର ମିକାଏଲ୍ ଟର୍ପେଗାର୍ଡଙ୍କଠାରୁ ଓ୍ବାକ୍ ଓଭର ପାଇଥିଲେ। ପ୍ରଜନେଶ ଫାଇନାଲରେ ଦ୍ୱିତୀୟ ସିଡ୍ ଆମେରିକାର…
କରୋନାରେ ପ୍ରସିଦ୍ଧ କାର ରେସର ଜିମ ପେସ୍ଙ୍କ ପରଲୋକ
ନ୍ୟୁୟର୍କ, ୧୫।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପ୍ରସିଦ୍ଧ କାର ରେସର ଜିମ ପେସ୍। ୫୯ ବର୍ଷ ବୟରେ ପେସ ଗତ ୧୩ ତାରିଖରେ ମେମ୍ଫିସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ୧୯୬୧ରେ…
ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍ ରହୁଥିବା ହୋଟେଲ୍ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ..
ନୂଆଦିଲ୍ଲୀ, ୧୫।୧୧: ଆଇପିଏଲ୍ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଟିମ୍ ସିଡନୀ ଗସ୍ତ କରିଥିଲା। ଶନିବାର ଦଳ ପ୍ରଥମ ଆଉଟ୍ଡୋର ସେଶନ ଆରମ୍ଭ କରିଛି। ହେଲେ ଏହି ସମୟରେ ଉକ୍ତ ଅଞ୍ଚଳରେ ଏକ…

