Posted inଖେଳ

ଖରାପ୍‌ ଶର୍ଟ ଖେଳି ଆଉଟ୍‌ ହୋଇଥିଲେ ରୋହିତ ଶର୍ମା: ସମାଲୋଚନାକୁ ନେଇ କହିଲେ ‘ପଶ୍ଚାତାପ କରୁନାହିଁ’

ବ୍ରିସବେନ୍‌,୧୬।୧: ଦଳକୁ ଆବଶ୍ୟକତା ଥିବା ବେଳେ ଭୁଲ୍‌ ଶଟ୍‌ ଖେଳି ଆଉଟ୍‌ ହେବାକୁ ନେଇ ଭାରତୀୟ ଉପଅଧିନାୟକ ରୋହିତ ଶର୍ମାଙ୍କ ଆଲୋଚନା କରାଯାଉଛି। ଏନେଇ ପ୍ରତିକ୍ରିୟା ରଖି ସେ ପଶ୍ଚାତାପ କରୁ ନ ଥିବା କହିଛନ୍ତି। ଏପରିକି ବୋଲରମାନଙ୍କୁ ଚାପରେ ରଖିବା ପାଇଁ ଏହା ତାଙ୍କର ନିଜସ୍ବ ଉପାୟ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟ ମ୍ୟାତ୍‌ରେ ୭୪ ବଲ୍‌ ଖେଳି ୪୪ ରନ୍‌ କରିଥିଲେ ରୋହିତ। ଏହି ପାଳିରେ ସେ ବେଶ୍‌ ଲୟରେ ନଜର ଆସୁଥିଲେ। ହେଲେ ନାଥନ୍‌ ଲାୟନଙ୍କ ବଲ୍‌କୁ ମିଡ୍‌ଉଇକେଟ୍‌ ଉପରେ ଖେଳିବାକୁ ଯାଇ ଆଉଟ୍‌ ହୋଇଯାଇଥିଲେ। ପୂର୍ବରୁ ଏହିଭଳି ଖେଳି ରୋହିତ ଟେଷ୍ଟ ମ୍ୟାଚ୍‌ରେ ଆଉଟ୍‌ ହେଉଥିଲେ। ଏଣୁ ତାଙ୍କୁ ସେହିଭଳି ଖେଳିବାକୁ ନେଇ ସମାଲୋଚନା କରାଯାଉଥିଲା। ଏହାର ଜବାବ ରଖିଛନ୍ତି ସେ।

ଶନିବାର ଖେଳ ଶେଷ ହେବା ପରେ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସମସ୍ତଙ୍କ ପାଖରେ ଏକ ଯୋଜନା ରହିଥାଏ। ପ୍ରକୃତରେ କହିବାକୁ ଗଲେ ସେଭଳି ଶର୍ଟ ଖେଳି ମୁଁ ପଶ୍ଚାତାପ କରୁନାହିଁ। ମୁଁ ସର୍ବଦା ବୋଲରଙ୍କ ଉପରେ ଚାପ ପକାଇବାକୁ ଚାହେଁ। ଲାୟନ ଜଣେ ଚତୁର ବୋଲର୍‌। ସେ ଏଭଳି ବୋଲିଂ କଲେ ଯାହାକୁ ଉଠାଇବା କଷ୍ଟକର ହେଲା ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ୟାସ୍‌ ଆଇଲାଣ୍ଡ, ୧୩ା୧୨-ସିଜନ ଶେଷ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଆବୁଧାବି ଗ୍ରାଁ ପ୍ରି ପାଇଁ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।...

ଅଷ୍ଟ୍ରେଲୀୟମାନେ ସୀମା ଅତିକ୍ରମ କରିଛନ୍ତି

ସିଡ୍‌ନୀ, ୧୧ା୧ (ପି.ଟି.)-ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଟିପ୍ପଣୀ ଏକ ନୂଆକଥା ନୁହେଁ। ତେବେ ଏଥର ସେମାନେ ସୀମା...

ଷ୍ଟେଇନଙ୍କୁ ଟପିଲେ ଅଶ୍ୱିନ

ବେଙ୍ଗାଲୁରୁ,୧୪।୩: ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସୋମବାର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ବୋଲରଙ୍କ ତାଲିକାରେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ପେସର ଡେଲ...

ଆର୍‌ସିବି ଦଳର ନେତୃତ୍ୱ ଛାଡ଼ିବାକୁ ଯାଉଛନ୍ତି କୋହଲି

ଦୁବାଇ,୧୯।୯: ଭାରତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଏଠାରେ...

ନଟିଂହାମଶାୟର ପକ୍ଷରୁ ଖେଳିବେ ଅଶ୍ୱିନ

ନୂଆଦିଲ୍ଲୀ, ୧୯ା୫(ପିଟି)- ସିନିୟର ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ କାଉଣ୍ଟି ଦଳ ନଟିଂହାମଶାୟର ପାଇଁ ଖେଳିବେ। ଚଳିତ ସିଜନରେ ସେ ନଟିଂହାମ ପାଇଁ ୬...

‘ଟେବୁଲ୍‌ ଟପ୍ପର’ ହେବା ପରେ ଏପରି କହିଲେ ମିଥାଲି

ହାମିଲଟନ,୧୨।୩: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନକୁ ଯୋଗୁ ଆଇସିସି ମହିଳା ବିଶ୍ୱକପ୍‌ର ଦ୍ୱିତୀୟ ମୁକାବିଲାରେ ବିଜେତା ହୋଇଛି ଭାରତ। ନିର୍ଧାରିତ ୫୦ ଓଭରରେ ୮ ଉଇକେଟ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସକୁ ମୋନାଲିସାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୧୨- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’କୁ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାର ବିଜୟିନୀ...

ରୁଥ୍‌ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଦୋହା, ୨୯।୯- ଦୋହାରେ ଚାଲିଥିବା ଆଇଏଏଏଫ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଆଥ୍‌ଲେଟ୍‌ ଭାବେ କେନିଆର ଧାବିକା ରୁଥ୍‌ ଚେପନଗେଟିଚ୍‌ ସ୍ବର୍ଣ୍ଣ ପଦକ ଜିତିବାର କୃତୀତ୍ୱ...

Advertisement
Archives

Model This Week