ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର
ଦୁବାଇ,୭।୧୧(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍ ଓ ଏହା କଷ୍ଟକର ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେଣୁ ଏଭଳି ସ୍ଥିତିରେ ଭବିଷ୍ୟତରେ ବିଭିନ୍ନ ଗସ୍ତର ସମୟସୀମା…
ମହିଳା ଟି୨୦ ଚ୍ୟାଲେଞ୍ଜ୍: କର ବା ମର ସ୍ଥିତିରେ ସୁପରନୋଭାସ୍
ଶାରଜା,୭।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ମହିଳା ଟି୨୦ କ୍ରିକେଟ ଚ୍ୟାଲେଞ୍ଜ୍ରେ ଗତଥରର ଚାମ୍ପିୟନ ସୁପରନୋଭାସ୍ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ଶନିବାର ସୁପରନୋଭାସ ପ୍ରତିପକ୍ଷ ଟ୍ରେଲବ୍ଲେଜର୍ସକୁ ଭେଟିବ। ଗୁରୁବାର ଭେଲୋସିଟିକୁ ପରାସ୍ତ କରିଥିବା ଟ୍ରେଲବ୍ଲେଜର୍ସ…
ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ,୭।୧୧(ପି.ଟି.): ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ (ଏଚ୍ଆଇ)ର ନୂଆ ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯିବା ପରେ ଜ୍ଞାନେନ୍ଦ୍ର ଏହି ଗୁରୁଦାୟିତ୍ୱ ସମ୍ଭାଳିବେ। ନ୍ୟାଶନାଲ ସ୍ପୋଟର୍ସ କୋଡ୍ସ ଟେନ୍ୟୁଅର…
ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟ୍
ଆବୁଧାବି, ୭।୧୧- ଖରାପ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚରେ ବିରାଟ କୋହଲିଙ୍କ ଦଳ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି।…
ଭାରତୀୟ କ୍ରିକେଟ ପାଇଁ ଏହି ଦିନଟି ବହୁତ ଖାସ୍: ୩ ପ୍ରମୁଖ ଖେଳାଳିଙ୍କ ସହ ରହିଛି ସମ୍ପର୍କ
୫ ନଭେମ୍ବର, ଭାରତୀୟ କ୍ରିକେଟ୍ ସହିତ ଏହି ତାରିଖର ବିଶେଷ ସମ୍ପର୍କ ରହିଛି। କାରଣ ଏହି ଦିନ ଭାରତୀୟ ଦଳର ଜଣେ ମହାନ ଖେଳାଳି ଶେଷ ମ୍ୟାଚ୍ ଖେଳିଥିବା ବେଳେ ଅନ୍ୟ ଜଣେ ଏହି ଦିନ ଭାରତୀୟ ଦଳ ପାଇଁ ଚୟନ…
ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଦିଲ୍ଲୀ ଖେଳାଳି ବାନ୍ଧିଥିଲେ କଳା ବ୍ୟାଣ୍ଡ: କାରଣ ଜାଣିଲେ ଆଖିରେ ଆସିବ ଲୁହ
ନୂଆଦିଲ୍ଲୀ,୬।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ କଳା ବ୍ୟାଣ୍ଡ ପିନ୍ଧିଥିବା ଦେଖାଯାଇଥିଲା। କ’ଣ ପାଇଁ ପୁରା ଟିମ୍ ଏଭଳି…
କରଓ୍ବାଚୌଥ୍ର ଭିଡିଓ ଶେୟାରକରି ଟ୍ରୋଲ ହେଲେ ଏହି ଖେଳାଳି: ଜାଣନ୍ତୁ କାହିଁକି….
ସାରା ଦେଶରେ କରଓ୍ବାଚୌଥ୍ ପାଳନ ହୋଇଯାଇଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ୍ ଧୂମ୍ଧାମରେ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହାକୁ ବହୁତ ଉତ୍ସାହର ସହ ପାଳନ କରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂହ…
ରୋହିତ ଶର୍ମାଙ୍କ ନାଁରେ ରହିଛି ଏହି ଲଜ୍ଜାଜନକ ରେକର୍ଡ, କରିହେବ ନାହିଁ ବିଶ୍ୱାସ
ଆଇପିଏଲ୍ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଫାଇନାଲକୁ ସିଧା ଯାଇଛି। ଏହି ମ୍ୟାଚ୍ରେ ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ଲଜ୍ଜାଜନକ ରେକର୍ଡ ହାସଲ…
ପ୍ରଥମଥର ପାଇଁ ଭାଇଙ୍କ ସହ ନଜର ଆସିଲେ ଧୋନୀ
ରାଞ୍ଚି,୬।୧୧: ଭାରତୀୟ କ୍ରିକେଟ ଟିମ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ପାଇଁ ତାଙ୍କ ଭାଇଙ୍କ ସହ ସାମ୍ନାକୁ ଆସିଛି। ଏହି ଫଟୋ ଧୋନୀଙ୍କ ଫ୍ୟାନ୍ସ କ୍ଲବ ଟୁଇଟର ହ୍ୟାଣ୍ଡେଲ ସହିତ ଶେୟାର କରାଯାଇଛି। ଏହି ଫଟୋରେ ଧୋନୀ…
ଧୈର୍ଯ୍ୟ ଧର, ସୁଯୋଗ ମିଳିବ
ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ୟୁଏଇରେ ଅନୁଷ୍ଠିତ ୧୩ତମ ଆଇପିଏଲ ସଂସ୍କରଣରେ ଭଲ ପ୍ରଦର୍ଶନ କରିଛନ୍ତି। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଏନେଇ ଅନେକ ପୂର୍ବତନ କ୍ରିକେଟର୍ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ପୂର୍ବତନ…
ଏଥର ଆଇପିଏଲ୍ରେ ଗେଲ୍ ନୁହେଁ, ଏହି ଖେଳାଳି ‘ଛକା କିଙ୍ଗ୍’
ଦୁବାଇ, ୬।୧୧: ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ବିଷୟରେ ଯଦି ଆଲୋଚନା ହୁଏ, ତେବେ ଦର୍ଶକଙ୍କ ମନରେ ପ୍ରଥମେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ୍ଙ୍କ ନାଁ ଆସେ। ଆଇପିଏଲର ପ୍ରାୟ ପ୍ରତ୍ୟେକ ସିଜିନ୍ରେ ଗେଲ ସର୍ବାଧିକ ଛକା ମାରିଥାନ୍ତି। ସେ…
ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଅନୁଷ୍କା ଇନ୍ଷ୍ଟାଗ୍ରାମ୍ରେ ବିରାଟଙ୍କ ସହ କିଛି ଫଟୋ ଶେୟାରକରି…

