ଖେଳ

୩୫ ବର୍ଷରେ ଧାଓ୍ବନ

ନୂଆଦିଲୀ,୬।୧୨: ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବରାଜ ସିଂଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗଙ୍କ ପର୍ଯ୍ୟନ୍ତ କ୍ରିକେଟ ଜଗତର ତାରକାମାନେ ତାଙ୍କୁ ଅଭିନନ୍ଦନ…

ଇଣ୍ଡିଆନ ସୁପର ଲିଗ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା

ବାମ୍ବୋଲିମ(ଗୋଆ),୬।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଓ ମୁମ୍ବାଇ ସିଟି ମୁହଁାମୁହିଁ ହେବେ। ସେହିପରି ଦ୍ୱିତୀୟ ମୁକାବିଲାରେ ଗୋଆ ଓ କେରଳ ବ୍ଲାଷ୍ଟର୍ସ ପରସ୍ପରକୁ ଭେଟିବେ।…

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌ ମନେହେଉଛି। ପ୍ରଥମ ମ୍ୟାଚ୍‌ ଜିତି ଭାରତ…

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ

ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ବିଜୟୀ ହୋଇ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୨ଟି…

ନ୍ୟୁଜିଲାଣ୍ଡ କ୍ରିକେଟ ଛାଡ଼ିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ଅକ୍‌ଲାଣ୍ଡ, ୫।୧୨- ନ୍ୟୁଜିଲାଣ୍ଡ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ କୋରି ଆଣ୍ଡରସନ। ସେ ଆମେରିକାର ମେଜର ଲିଗ୍‌ କ୍ରିକେଟ ଟି୨୦ ଲିଗ୍‌ରେ ୩ ବର୍ଷ ଖେଳିବା ପାଇଁ ଚୁକ୍ତି କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିବା ମୋ…

ଏମ୍‌ଏମ୍‌ଏରେ ରିତୁ ଫୋଗଟଙ୍କ ଅପରାଜେୟ ଧାରା ଜାରି

ସିଙ୍ଗାପୁର, ୫।୧୨- କୁସ୍ତିଯୋଦ୍ଧାରୁ ମିକ୍ସଡ୍‌ ମାର୍ସିଆଲ ଆର୍ଟସ ଫାଇଟର ପାଲଟିଥିବା ରିତୁ ଫୋଗଟ ଏମ୍‌ଏମ୍‌ଏ ଚାମ୍ପିୟନ୍ସଶିପ୍‌ରେ ଅପରାଜେୟ ଧାରା ଜାରି ରଖିଛନ୍ତି। ସିଙ୍ଗାପୁର ଇନ୍‌ଡୋର ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇଟରେ ୨୬ ବର୍ଷୀୟା ଭାରତର ପୂର୍ବତନ କୁସ୍ତିଯୋଦ୍ଧା ରିତୁ ପ୍ରଥମ ରାଉଣ୍ଡରେ…

ଶୁବମନ ଗିଲଙ୍କୁ ସମାଲୋଚନା କଲେ ଯୁବରାଜ

ନୂଆଦିଲ୍ଲୀ, ୫।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଯୁବ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଗିଲ। ତାଙ୍କୁ କେବଳ ତୃତୀୟ ତଥା…

ବିରୋଧି ଟିମ୍‌ ବୋଲରଙ୍କ ନିଦ ହଜାଇଦିଅନ୍ତି ଭାରତୀୟ ଟିମ୍‌ର ଗବ୍ବର: ଏହି ୫ ପାଳିକୁ ଆଜି ବି ମନେପକାନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଟିମ୍‌ର ଦ୍ରୁତ ଓପନୀ୍‌ ଶିଖର ଧଓ୍ବନ୍‌ ଶନିବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୯ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ ସେ। ଏବେ ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ବିରୋଧି ଦଳ ମଧ୍ୟରେ ଝନକା…

ଜାଡେଜାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା ବାଉନ୍‌ସର, ଡ୍ରେସିଂ ରୁମ୍‌ ଆସିବା ପରେ ମୁଣ୍ଡ ବୁଲାଉଥିଲା: ସାମ୍‌ସନ

ନୂଆଦିଲ୍ଲୀ,୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ହିସାବରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସାମିଲ ହୋଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ। ମିଳିଥିବା ସୁଯୋଗର ଲାଭ ଉଠାଇ ଚହଲ ଦମ୍‌ଦାର ବୋଲିଂ କରି ଭାରତ ଜିତିବାରେ ମୁଖ୍ୟ ଭୂମିକା…

ଭାରତୀୟ ଟିମ୍‌ ମଧ୍ୟରେ ଚାଲିଥିବା ଏହି ଘଟଣାକୁ ନେଇ ଚିନ୍ତିତ ନୁହନ୍ତି ସଞ୍ଜୁ ସାମସନ୍‌: କହିଲେ ଏପରି..

ନୂଆଦିଲ୍ଲୀ,୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବା ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନେଇ ଚିନ୍ତିତ ନ ଥିବା କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସାମସନ ୧୫ ବଲରେ ୨୫ ରନ୍‌ କରିଥିଲେ। ଏହାପରେ…

ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଅଡ଼ୁଆରେ ଅଷ୍ଟ୍ରେଲିଆ: ଟିମ୍‌ରୁ ବାହାର ହୋଇପାରନ୍ତି ଏହି ଦିଗ୍ଗଜ ଖେଳାଳି

ସିଡନୀ,୫।୧୨: ଭାରତ ବିପକ୍ଷ କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ୧୧ ରନ୍‌ରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ଟିମ୍‌। ଲଗାତାର ଦୁଇଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିବା ପରେ ଏବେ ଦଳ ଭିନ୍ନ ଅଡ଼ୁଆରେ ଫସୁଥିବା ନଜର ଆସୁଛି। ଦିନିକିଆ ସିରିଜ୍‌…

ହିନ୍ଦୁ ମାନଙ୍କୁ ଦେଶଦ୍ରୋହୀ କହି ଅଡ଼ୁଆରେ ଯୁବରାଜଙ୍କ ବାପା: ଲୋକେ କହିଲେ ‘ଗିରଫ କରାଯାଉ’

ନୂଆଦିଲ୍ଲୀ,୫।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ଆପତ୍ତିଜନକ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି। ବିଗତ ଦିନରେ ଭାରତୀୟ କ୍ରିକେଟ, ଯୁବରାଜ, ଏମ୍‌ଏସ୍‌ ଧୋନୀ ଏବଂ କ୍ରିକେଟ ବୋର୍ଡକୁ ନେଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?