ଖେଳ

‘ପ୍ରକୃତ ହିରୋଙ୍କୁ ଅଣଦେଖା କରା ନ ଯାଉ’

ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)-”ଧ୍ୟାନଚାନ୍ଦ ହେଉଛନ୍ତି ବିଶ୍ୱର ରନତ୍। ଖେଳ ଦୁନିଆର ରନତ୍, ଆମ ରାଜ୍ୟ ଏବଂ ଦେଶର ରନତ୍। ଧ୍ୟାନଚାନ୍ଦ ଥିଲେ ହକି ଜଗତର ମାର୍ଗଦର୍ଶକ। ହକିକୁ ବିଶ୍ୱସ୍ତରରେ ଯଦି କେହି ପରିଚିତ କରାଇ ପାରିଛନ୍ତି ତେବେ ସେ ହେଉଛନ୍ତି ଧ୍ୟାନଚାନ୍ଦ।…

କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା: ଜାଭେଦ ଅଖତରଙ୍କ ଷ୍ଟେଟମେଣ୍ଟ ରେକର୍ଡ

ମୁମ୍ବାଇ,୩ା୧୨- ବିଶିଷ୍ଟ ଲେଖକ ଓ ଗୀତିକାର ଜାଭେଦ ଅଖତର ଗୁରୁବାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ନାମରେ ଆଣିଥିବା ମାନହାନି ମକଦ୍ଦମା ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି ଅଖତରଙ୍କ ଷ୍ଟେଟମେଣ୍ଟ। ଏହି…

କୋଚ୍‌ଙ୍କ ଜନ୍ମବାର୍ଷିକୀରେ ହୃଦୟସ୍ପର୍ଶୀ ଫଟୋ ଶେୟାର କଲେ ସଚିନ

ମୁମ୍ବାଇ,୩ା୧୨- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବ୍ୟାଟ ଧରିବା ଶିଖାଇଥିବା କୋଚ୍‌ ରମାକାନ୍ତ ଆଚରେକରଙ୍କ ଗୁରୁବାର ୮୮ତମ ଜନ୍ମବାର୍ଷିକୀ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଫଟୋ ଟୁଇଟ୍‌ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ବ୍ୟାଟିଂ ରେକର୍ଡଧାରୀ ସଚିନ। ମୋ ହୃଦୟର ସବୁଠୁ…

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫସିଲେ ମେସି

ବାର୍ସିଲୋନା,୩ା୧୨- କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅକାଳ ବିୟୋଗ ପରେ ବିଶ୍ୱର ବିଭିନ୍ନ କ୍ରୀଡ଼ାବିତ୍‌ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହେଲେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାକୁ ମହଙ୍ଗା ପଡ଼ିଛି। ଓସାସୁନା ବିପକ୍ଷରେ ଗତ…

ଟି-୨୦ ସିରିଜରେ ଧଓ୍ବନଙ୍କ ସହ ପଡ଼ିଆକୁ ଓହ୍ଲାନ୍ତୁ କେ.ଏଲ୍‌ ରାହୁଲ: ଗାଭାସ୍କର

ନୂଆଦିଲ୍ଲୀ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଟି-୨୦ ସିରିଜ ଉପରେ ସମସ୍ତଙ୍କ ନଜର। ୨-୧ରେ ଭାରତ ସିରିଜ ହାରିବା ପରେ ଏବେ ଟି-୨୦ରେ ଜିତ୍‌ ହାସଲ କରୁ ବୋଲି ଆଶା ରଖିଛନ୍ତି ପ୍ରଶଂସକ। ଏପରିସ୍ଥଳେ ଦଳର…

ଆସନ୍ତା ବର୍ଷ ଆଇପିଏଲ୍‌ରେ ଏଣ୍ଟ୍ରି କରିବେ ୨ ନୂଆ ଟିମ୍‌ ! ବିସିସିଆଇ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଆଇପିଏଲରେ ୨ ନୂତନ ଦଳ ଭାଗ ନେଇପାରନ୍ତି। ବିସିସିଆଇ ନିଜର ବାର୍ଷିକ ବୈଠକ(ଏଜିଏମ୍‌)ର ଏଜେଣ୍ଡାରେ ନୂଆ ଦଳକୁ ସାମିଲ କରିବାର ମୁଦ୍ଦା ସ୍ଥାନିତ କରିଛି। ଏଥିନେଇ ୨୪ ଡିସେମ୍ବରରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ…

ଲଙ୍କା ପ୍ରିମିୟର ଲିଗ୍‌କୁ ଅଧାରୁ ଛାଡ଼ି ପାକିସ୍ତାନ ଫେରିଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୩।୧୨: ପାକିସ୍ତାନର ପୂର୍ବ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)କୁ ଅଧାରୁ ଛାଡ଼ି ଦେଶକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏପରି କରୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ଶାହିଦଙ୍କ ଝିଅ ଅସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି…

ଅଲିମ୍ପିକ୍‌ରେ ସାମିଲ୍‌ ହୋଇପାରେ କ୍ରିକେଟ: ୨୪ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨:: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୨୪ ତାରିଖରେ ହେବ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ରାଜ୍ୟ କ୍ରିକେଟ ସଂଘ…

କରୋନା ଟିକା ବିଷୟରେ ଟୁଇଟ କରି ଫସିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ମହାମାରୀ କରୋନା ବିରୋଧରେ ଲଢିବା ପାଇଁ ଟିକା ଆଶା ଏବେ ବଢିବାରେ ଲାଗିଛି। ଅନେକ କମ୍ପାନୀ ଟିକା ପ୍ରସ୍ତୁତ କରିଥିବା ଦାବି କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ଟିକା ବାହାରି ପାରିନାହିଁି। ଏବେ ଫାଇଜର କମ୍ପାନୀର ଟିକା ପ୍ରାୟ…

ମ୍ୟାଚ୍‌ ଚାଲିଥିବା ସମୟରେ ଡ୍ରେସିଂ ରୁମ୍‌ରୁ ପଡିଆକୁ ଆସିଲା ଏମିତି ବାର୍ତ୍ତା

କେପଟାଉନ୍‌,୩।୧୨:ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ର ଶେଷ ମ୍ୟାଚ ଚଳିତ ସପ୍ତାହରେ କେପଟାଉନରେ ଖେଳାଯାଇଥିଲା। ଏହି ମ୍ୟାଚରେ ଇଂଲଣ୍ଡ ୯ ଉଇକେଟରେ ଜିତିଥିଲା। ଫଳରେ ଇଂଲଣ୍ଡ ଏହି ସିରିଜକୁ ୩-୦ ଜିତି…

ଅଷ୍ଟ୍ରେଲିଆ ସିରିଜ୍‌ ନ ଖେଳି ମଧ୍ୟ ଏହି ସ୍ବତନ୍ତ୍ର ରେକର୍ଡର ଅଧିକାରୀ ରୋହିତ ଶର୍ମା

ନୂଆଦିଲ୍ଲୀ,୩।୧୨: ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ଦଳର ଅଂଶ ହୋଇ ନ ଥିଲେ ଭାରତୀୟ ଓପନର୍‌ ରୋହିତ ଶର୍ମା । ଏହା ସତ୍ତ୍ୱେ ସେ ଏକଦିବସୀୟ କ୍ରିକେଟରେ ଭାରତ ପାଇଁ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ରୋହିତ ଶର୍ମା…

ଆଇସିସି ସୁପର ଲିଗ୍‌ ଟେବୁଲ ଶୀର୍ଷରେ ଅଷ୍ଟ୍ରେଲିଆ, ଷଷ୍ଠ ସ୍ଥାନରେ ଭାରତ

ଦୁବାଇ,୩।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ସୁପର ଦିନିକିଆ ଲିଗ୍‌ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଅଧିକାର କରିଛି। ସଦ୍ୟ ସମାପ୍ତ ଭାରତ ବିପକ୍ଷ ଦିନିକିଆ ସିରିଜରେ ୨-୧ରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ଏହି ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?