କୃଷକଙ୍କୁ ମାଗଣାରେ ଗାଈ ଦେବେ ଏହି କ୍ରିକେଟର
ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଜଣେ ସଫଳ ଚାଷୀ ହେବାକୁ ଯାଉଛନ୍ତି। ଧୋନୀ ରାଞ୍ଚିର ସେମ୍ବୋ ଗାଁରେ ୪୩ ଏକର ଜମିରେ ନିଜର ନୂତନ ଫାର୍ମ ହାଉସରେ ପରିବା ଓ…
ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…
ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ କିଚ୍। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ୪ ବର୍ଷ ହୋଇଯାଇଛି। ଯୁବରାଜ-ହେଜଲଙ୍କ ବିବାହ ବିର୍ଷିକୀ…
କ୍ଷୀର, ପରିବା ବିକ୍ରି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର
ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି, କିନ୍ତୁ ଏବେ ବି ତାଙ୍କ ନାମ ଚର୍ଚ୍ଚାରେ ରହିଛି। ଏବେ ଧୋନୀ ପରିବାର ଓ ନିଜ ବ୍ୟବସାୟ ଉପରେ ପୁରା ଧ୍ୟାନ ଦେଉଛନ୍ତି।…
କନ୍କସନ ସବ୍ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦
କାନବେରା, ୫।୧୨(ପି.ଟି.)- ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ…
ବିଶ୍ୱକପ୍ରେ ଭାଗ ନେବେ ରେସ୍ଲର ନରସିଂହ
ନୂଆଦିଲ୍ଲୀ, ୫ା୧୨ (ପି.ଟି.)-କୋଭିଡ୍ ଟେଷ୍ଟରେ ନେଗେଟିଭ ଆସିବା ପରେ ସର୍ବିୟାରେ ହେବାକୁଥିବା ଆଗାମୀ ବିଶ୍ୱକପ୍ରେ ରେସ୍ଲର ନରସିଂହ ଯାଦବଙ୍କ ଅଂଶଗ୍ରହଣ ଶୁକ୍ରବାର ସ୍ପଷ୍ଟ ହୋଇଛି। ଡୋପିଂ ପାଇଁ ୪ ବର୍ଷ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ପ୍ରତିଯୋଗିତମୂଳକ ରେସ୍ଲିଂକୁ ଫେରିବେ…
ରାଧାକ୍ରିଷ୍ଣନ ଭାରତୀୟ ଆଥଲେଟିକ୍ସର ମୁଖ୍ୟ କୋଚ୍
ନୂଆଦିଲ୍ଲୀ, ୫ା୧୨ (ପି.ଟି.)-ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ(ଏଏଫ୍ଆଇ) ଅଭିଜ୍ଞ ସମ୍ପନ୍ନ ରାଧାକ୍ରିଷ୍ଣନ ନାୟାରଙ୍କୁ ଏହାର ଫୁଲ୍ ଟାଇମ୍ ମୁଖ୍ୟକୋଚ୍ ଭାବେ ନିଯୁକ୍ତି ଦେଇଛି। ଜୁଲାଇରେ ବାହଦୁର ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେହିଦିନଠାରୁ ୬୨ବର୍ଷୀୟ ନାୟାର ଭାରତୀୟ…
ଆଉ ଜଣେ ଖେଳାଳି ପଜିଟିଭ୍: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ
କେପ୍ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ଶୁକ୍ରବାର ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ରବିବାରକୁ ଘୁଞ୍ଚାଇ ଦିଆଯାଇଥିବା ଦୁଇ…
ଇଣ୍ଡିଆନ ସୁପରଲିଗ୍: ବେଙ୍ଗାଲୁରୁର ପ୍ରଥମ ବିଜୟ
ବାମ୍ବୋଲିମ୍,୫।୧୨: ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସି ୧-୦ ଗୋଲରେ ଚେନ୍ନାଇନ୍ ଏଫ୍ସିକୁ ପରାସ୍ତ କରିଛି। ଗୋଆର ବାମ୍ବୋଲିମ୍ସ୍ଥିତ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ…
କନ୍କସନ ସବ୍ଷ୍ଟିଚ୍ୟୁଟ୍: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ
କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍ରେ କନ୍କସନ ସବ୍ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିଲେ ଓ ଦମ୍ଦାର ବୋଲିଂ କରି ବିଜୟରେ ମୁଖ୍ୟ…
ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ
ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍ ଓ୍ବିଲିୟମସନଙ୍କ ଦମ୍ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ ଦିନରେ ଓ୍ବିଲିୟମସନ ହିରୋ ସାବ୍ୟସ୍ତ ହୋଇଛନ୍ତି। ୪୧୨ଟି ବଲ୍ ଖେଳି ୬୨୪ ମିନିଟ୍ ଅର୍ଥାତ…
ମୃତ୍ୟୁକୁ ହରାଇବାକୁ ଯୋଜନା କରିଥିଲେ ମାଇକେଲ ଜ୍ୟାକସନ
ମାଇକେଲ ଜ୍ୟାକସନଙ୍କୁ କିଏ ବା ନ ଜାଣେ। କିନ୍ତୁ ସେ ମୃତ୍ୟୁକୁ ହରାଇବା ଲାଗି କରିଥିଲେ ଯୋଜନା। ଏହି ମହାନ ଡ୍ୟାନ୍ସର ଓ ପପ୍ ସିଙ୍ଗର ଚାହୁଁଥିଲେ ୧୫୦ ବର୍ଷ ବଞ୍ଚିବା ପାଇଁ। ଏ ନେଇ ଘରେ ରଖିଥିଲେ ୧୨ ଜଣିଆ…
ନ୍ୟୁଜିଲାଣ୍ଡରେ ଟ୍ରେନିଂ ପାଇଁ ଅନୁମତି ପାଇଲା ନାହିଁ ପାକିସ୍ତାନ
ଓ୍ବେଲିଂଟନ,୪।୧୨: ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳି ନାହିଁ। ଦଳର ୮ଜଣ ସଦସ୍ୟ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ଜଣାପଡ଼ିବା ପରେ ପୂରା ଦଳକୁ ଟ୍ରେନିଂ ଲାଗି ମନା କରାଯାଇଛି। ପୂର୍ବରୁ ଭ୍ରମଣକାରୀ ଦଳ ପାଇଁ…

