Posted inଖେଳ

ବିଶ୍ୱକପ୍‌ର ସେମିଫାଇନାଲ-ଫାଇନାଲ୍‌ରେ ଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର: ଆଜି ବି ରହିଛି ରେକର୍ଡ

ନୂଆଦିଲ୍ଲୀ,୧୬।୧: କ୍ରିକେଟରେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଥାନ୍ତି କ୍ରିକେଟର। ହେଲେ କିଛି ରେକର୍ଡ ଏଭଳି ଥାଏ ଯାହା ଗୋଟିଏ ଥର ହୋଇଥିଲେ ହେଁ ସେହିଭଳି ରହିଥାଏ। ଅନ୍ୟ କେହି ତାକୁ ଭାଙ୍ଗିପାରି ନ ଥାନ୍ତି। ସେଭଳି ଏକ ରେକର୍ଡ ହେଲା ୫୦ ଓଭରର ବିଶ୍ୱକପ୍‌ର ସେମିଫାଇନାଲ ଏବଂ ଫାଇନାଲରେ ଶତକ ମାରିବାର। ଶ୍ରୀଲଙ୍କାର ପୂର୍ବ ଅଧିନାୟକ ମହିଳା ଜୟବର୍ଦ୍ଧନେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଏହି ରେକର୍ଡ ହାସଲ କରିଛନ୍ତି। ତାଙ୍କ ବ୍ୟତିତ ଅନ୍ୟ କେହି ତାହା କରିପାରିନାହାନ୍ତି। ଆଇସିସି ବିଶ୍ୱକପ୍‌ କ୍ରିକେଟର ସବୁଠାରୁ ବଡ ମଞ୍ଚ ହୋଇଥିବା ବେଳେ ଖେଳାଳିମାନେ ଚାପରେ ୍‌ରହିଥାନ୍ତି। ହେଲେ ଜୟବର୍ଦ୍ଧନେ ୨୦୦୭ ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଭାରତ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହାନ କ୍ରିକେଟର ହେବାକୁ ଚାହାଁନ୍ତି ଥୋମାସ୍‌

କିଙ୍ଗଷ୍ଟନ, ୮ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜର ସ୍ବଳ୍ପ ବୟସ୍କ ପେସ୍‌ ବୋଲର ଓଶାନେ ଥୋମାସ୍‌ ଉଚ୍ଚ ଅଭିଳାଷ ରଖିଛନ୍ତି। ସେ ଜଣେ ମହାନ କ୍ରିକେଟର ହେବାକୁ ଚାହାଁନ୍ତି। ଇଂଲଣ୍ଡ...

ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.):  ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି...

କୋପା ଆମେରିକା ଫୁଟ୍‌ବଲ: ପେରୁ- କଲମ୍ବିଆ ସମ୍ମାନ ଲଢ଼େଇ

ବ୍ରାସିଲିଆ,୧୦।୭: କୋପା ଆମେରିକା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଶନିବାର ରାତିରେ ଟାଇଟଲ ପାଇଁ ଦୁଇ ଫୁଟ୍‌ବଲ...

କେବଳ ଧୋନୀ ନୁହେଁ, ଏହି ପ୍ରସିଦ୍ଧ କ୍ରିକେଟରମାନେ ଖେଳି ନ ଥିଲେ ବିଦାୟକାଳୀନ ମ୍ୟାଚ୍‌

ପ୍ରାୟ ଏକ ବର୍ଷ ଧରି କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନିଷ୍ପତ୍ତି...

ଭାରତକୁ ରହିବାକୁ ପଡ଼ିବ ସାବଧାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ଗ୍ରୁପ-୨ରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି।...

ଭାରତ ଆଗରେ ବିଶାଳ ବିଜୟଲକ୍ଷ୍ୟ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦୪ ରନ୍‌ର ବିଶାଳ ବିଜୟଲକ୍ଷ୍ୟ ଛିଡ଼ା କରିଛି। ଦୁଇ ଓପନର...

୧୨୭ କିଲୋ ଓଜନର କ୍ରିକେଟ୍‌ର ଏକ କ୍ୟାଚ୍‌ ଧରି ରାତାରାତି ପାଲଟିଥିଲେ ସୁପର୍‌ଷ୍ଟାର୍‌

୨୦୦୭ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ ନୁହେଁ। ଦଳ ପ୍ରଥମ ରାଉଣ୍ଡରୁ ବାହାରେ ଥିଲା। ତେବେ ଏହି ବିଶ୍ୱକପରେ ବରମୁଣ୍ଡାର...

ବର୍ଷର ଅନ୍ତର୍ଜାତୀୟ ଇଭେଣ୍ଟ ବାତିଲ କଲା ଚାଇନା

ବେଜିଂ, ୧୦ା୭ (ଏପି)-ବର୍ଷର ଅବଶିଷ୍ଟ ସମୟରେ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ କରିବା ଲାଗି ଚାଇନା ନିଷ୍ପତ୍ତି ନେଇଛି। ତେବେ ୨୦୨୨ରେ ବେଜିଂ...

Advertisement
Ten Cric Info


Archives

Model This Week