ମା’ ଶ୍ରମିକ ଭାବେ କାର୍ଯ୍ୟ କରି ପୁଅକୁ ବଡ କଲେ, ପୁଅ ଦେଲେ ଏମିତି ଉପହାର
କୁହାଯାଏ, ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ଏହି ଉକ୍ତିର ଜୀବନ୍ତ ପ୍ରମାଣ ହେଉଛନ୍ତି ଭାରତୀୟ ଦଳର ବାମହାତୀ ଦ୍ରୁତ ବୋଲର ଟି ନାଟରାଜନ। ଯିଏ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ମା ଜଣେ ଶ୍ରମିକ ଥିଲେ।…
ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୨୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ୍ ଫୁଟବଲ ଖେଳାଳି ଡିଏଗୋ ମାରୋଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ଖେଳ ପଡିଆରେ ଖେଳ ପ୍ରେମିଙ୍କ ପାଇଁ କିଛି ଅପାସୋରା ମୁହୂର୍ତ୍ତ ଓ ଅନୁଭବ ଛାଡି ଯାଇଛନ୍ତି…
‘ଦିନେ ଆମେ ଆକାଶରେ ସାଙ୍ଗ ହୋଇ ଫୁଟବଲ୍ ଖେଳିବା’
ବୁଏନୋସ ଆଇରେସ,୨୬।୧୧: ଆର୍ଜେଣ୍ଟିନା ଫୁଟବଲ୍ ପଳର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହି କିମୱଦନ୍ତୀ ଖେଳାଳିଙ୍କ ବିୟୋଗରେ ସମଗ୍ର କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି। ବ୍ରାଜିଲର ମହାନ…
ଦ୍ୱିପାକ୍ଷିକ ସିରିଜ, ଆଇସିସି ଇଭେଣ୍ଟକୁ ଗୁରୁତ୍ୱ ଦିଆଯିବ, ‘ବିଗ୍ ଥ୍ରୀ’ ଧାରଣାର କୌଣସି ଅସ୍ତିତ୍ୱ ନାହିଁ:ବାର୍କଲେ
ଦୁବାଇ,୨୬।୧୧(ପି.ଟି.): ବିଶ୍ୱ କ୍ରିକେଟରେ ‘ବିଗ୍ ଥ୍ରୀ’ ଧାରଣର କୌଣସି ଅସ୍ତିତ୍ୱ ନାହିଁ ବୋଲି ନବ ନିର୍ବାଚିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ ସ୍ପଷ୍ଟ କରିଛନ୍ତି। ଆଗକୁ ଦ୍ୱିପାକ୍ଷିକ ସିରିଜ ଓ ଆଇସିସି ଇଭେଣ୍ଟଗୁଡିକୁ ଅଧିକ ଗୁରୁତ୍ୱ ଦିଆଯିବ।…
ବିଳମ୍ବିତ ହେବ ଅଷ୍ଟ୍ରେଲିଆନ୍ ଓପନ୍: କ୍ରୀଡ଼ାମନ୍ତ୍ରୀ
ମେଲବୋର୍ନ,୨୬।୧୧(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍ ଏଥର ସାମାନ୍ୟ ବିଳମ୍ବିତ ହେବ ବୋଲି ଭିକ୍ଟୋରିଆ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପାକୁଲା କହିଛନ୍ତି। ମେଲବୋର୍ନରେ ଜାନୁୟାରୀ ୧୮ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ୍ ଓପନର ୨୦୨୧ ସଂସ୍କରଣ ଗୋଟିଏ କିମ୍ବା ଦୁଇ…
ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର
ସିଡ୍ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ ମୌଜମସ୍ତି ତଥା ପରିହାସ ଦେଖିବାକୁ ମିଳିବ ବୋଲି ଅଷ୍ଟ୍ରେଲିଆ ଜଷ୍ଟିନ୍ ଲାଙ୍ଗର କହିଛନ୍ତି। ଗତ…
ଆଇଏସ୍ଏଲ୍-୨୦୨୦: ଗୋଆକୁ ହରାଇଲା ମୁମ୍ବାଇ
ମାର୍ଗାଓ, ୨୬।୧୧: ଆଡାମ ଲି ଫନ୍ଡ୍ରେଙ୍କ ଇଞ୍ଜୁରି ଟାଇମ୍ ପେନାଲ୍ଟି ଗୋଲ ବଳରେ ମୁମ୍ବାଇ ସିଟି ଏଫ୍ସି ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚରେ ଗତ ସଂସ୍କରଣର ଲିଗ୍ ପର୍ଯ୍ୟାୟ ବିଜେତା ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି।…
ଇଣ୍ଡିଆନ ସୁପରଲିଗ୍: ନର୍ଥଇଷ୍ଟକୁ ଭେଟିବ କେରଳ
ବାମ୍ବୋଲିମ (ଗୋଆ), ୨୬।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ନର୍ଥଇଷ୍ଟ ୟୁନାଇଟେଡ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ଲିଗ୍ରେ ଏହା ହେବ ଉଭୟଙ୍କର ଦ୍ୱିତୀୟ ମ୍ୟାଚ। ନର୍ଥଇଷ୍ଟ ଏହାର ପ୍ରଥମ ମ୍ୟାଚରେ ୧-୦ ଗୋଲରେ ମୁମ୍ବାଇ…
ଗ୍ରେଗ୍ ବାର୍କଲେ ଆଇସିସି ନୂଆ ଅଧ୍ୟକ୍ଷ
ଦୁବାଇ,୨୬।୧୧(ପି.ଟି.): ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ ଗ୍ରେଗ୍ ବାର୍କଲେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ସ୍ବତନ୍ତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସିଙ୍ଗାପୁରର ଇମ୍ରାନ ଖ୍ବାଜାଙ୍କୁ ଅତି ସହଜରେ ପରାସ୍ତ କରି ସେ ଏହି ହାଇପ୍ରୋଫାଇଲ ପଦକୁ ନିର୍ବାଚିତ ହୋଇଛନ୍ତି। ଭାରତ…
ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ
ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍ ସେବନ କାରଣରୁ ଡୋପ୍ ଟେଷ୍ଟରେ ଏମାନେ ପଜିଟିଭ ବୋଲି ଜଣାପଡିବା ପରେ ବୁଧବାର ଏହି ଦୁଇ ଆଥଲେଟ୍ଙ୍କଠାରୁ ପଦକ କାଢି ନିଆଯାଇଛି। ଲଣ୍ଡନ ଅଲିମ୍ପିକ୍ସରେ…
ହୃଦ୍ଘାତରେ ମାରାଡୋନାଙ୍କ ପରଲୋକ
ବୁଏନ୍ସ ଆୟାର୍ସ, ୨୬।୧୧: ଏକ ଦୁଃଖଦ ଘଟଣା କ୍ରମରେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବୁଧବାର ହୃଦ୍ଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି। ପୂର୍ବରୁ ବୁଏନ୍ସ ଆୟାର୍ସରେ ଗତ ନଭେମ୍ବରରେ…
ପ୍ରେମିକାଙ୍କ ଡ୍ୟାନ୍ସ ଭିଡିଓ ଦେଖି ଏମିତି ପ୍ରତିକ୍ରିୟା ଦେଲେ ପୃଥ୍ବୀ ଶ’
ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଶ’ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। ମାତ୍ର ୧୮ ବର୍ଷୀୟ ଚମତ୍କାର ଶତକ ସହ ଟେଷ୍ଟ ଡେବ୍ୟୁ କରିଥିବା ଶ’ଙ୍କୁ ଦେଶର ଭବିଷ୍ୟତ କୁହାଯାଏ। ଏବେ…

