ଖେଳ

ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମନେବ।…

ଏହି କ୍ରିକେଟରଙ୍କ ନାମରେ ରହିଛି ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଲମ୍ବା ଓଭର୍‌ର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୦।୧: ପାକିସ୍ତାନର କିଛି ବୋଲର୍‌ ବିଶ୍ୱ କ୍ରିକେଟ ଇତିହାସରେ ଚମକିଛନ୍ତି। ହେଲେ ଏଭଳି କେତେଜଣ ବୋଲର୍‌ ଅଛନ୍ତି ଯେଉଁମାନେ ଲଜ୍ଜାଜନକ ରେକର୍ଡ କରିଛନ୍ତି। ସେଭଳି ଜଣେ ଖେଳାଳି ହେଲେ ମହମ୍ମଦ ଶାମି। ୧୯ ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ କରିଥିଲେ ଶାମି।…

କପିଲଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ‘ଲିଟିଲ୍‌ ମାଷ୍ଟର’: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି ଗ୍ରହଣ କରିପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀ କୋଟଲା…

ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ପାନ୍ଥର୍ସ ୪ ରନରେ ବିଜୟୀ

ଭୁବନେଶ୍ୱର,୧୦।୧(ସ୍ପୋର୍ଟ୍ସ ବ୍ୟୁରୋ): ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୪ ରନରେ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଜାଗୁଆର୍ସ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାନ୍ଥର୍ସ…

୧୦୦ବର୍ଷରେ ପଦାର୍ପଣ କଲେ ଅଲିମ୍ପିକ ଚାମ୍ପିୟନ

ବୁଦାପେଷ୍ଟ, ୧୦ା୧ (ଏପି)-ବିଶ୍ୱରେ ଜୀବିତ ଥିବା ସବୁଠାରୁ ବୟସ୍କା ଅଲିମ୍ପିକ ଚାମ୍ପିୟନ ହେଲେ ଆଗ୍ନିସ କେଲେଟି। ଏବେ ସେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। କେଲେଟି ଜିମ୍ନାଷ୍ଟିକ୍ସରେ ୧୦ ଅଲିମ୍ପିକ ପଦକ ଜିତିଛନ୍ତି। ତନ୍ମଧ୍ୟରେ ୫ ସ୍ବର୍ଣ୍ଣ ରହିଛି। ଶନିବାର ସେ…

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ଇଷ୍ଟ ବେଙ୍ଗଲ

ମାର୍ଗାଓ,୧୦।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ବେଙ୍ଗାଲୁରୁ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ବେଙ୍ଗାଲୁରୁ ଏଥିସହିତ…

ବୁମ୍‌ରା, ସିରାଜଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ମ୍ୟାଚ ରେଫରିଙ୍କ ନିକଟରେ ବିସିସିଆଇର ଅଭିଯୋଗ

ସିଡ୍‌ନୀ,୧୦।୧(ପି.ଟି.): ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛନ୍ତି। ଜଣେ ମଦ୍ୟପ ଦର୍ଶକ ଏହି ଦୁଇଜଣଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଫଳରେ…

ଆହତ ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍:‌ ଇଞ୍ଜୁରି ସତ୍ତ୍ୱେ ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ

ସିଡ୍‌ନୀ, ୧୦।୧(ପି.ଟି.): ଭାରତ ପାଇଁ ଏବେ ଖରାପ ସମୟ ଚାଲିଛି। ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତର ଦୁଇଜଣ ଖେଳାଳି ରବୀନ୍ଦ୍ର ଜାଡେଜା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂ କରିବା ଅବସରରେ ଆହତ ହୋଇଛନ୍ତି। ଫଳରେ ଭାରତକୁ ଡବଲ…

ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ଚର୍ଚ୍ଚା

ସିଡ୍‌ନୀ,୧୦।୧(ପି.ଟି.): ଭାରତ ପ୍ରଥମ ଇନିଂସରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ପୂଜାରା ପ୍ରଥମ ଇନିଂସରେ ୧୭୬ ବଲ ଖେଳି ୫ ଚୌକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ।…

ବୁମ୍‌ରା-ସିରାଜଙ୍କୁ ‘ମାଙ୍କଡ’ କହି ସମ୍ବୋଧନ କଲେ ଅଷ୍ଟ୍ରେଲିୟ ଦର୍ଶକ; ଅଭିଯୋଗ କଲା ବିସିସିଆଇ

ସିଡନୀ,୯।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଶନିବାର ଜଣେ ଦର୍ଶକ ନିଶାରେ ଭାରତୀୟ ଟିମ୍‌ର ଖେଳାଳି ଜସପ୍ରିତ ବୁମ୍‌ରା ଏବଂ ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ବିସିସିଆଇ ପକ୍ଷରୁ…

ଆଉ ଶ୍ରୀଲଙ୍କା ପାଇଁ ଖେଳିବେ ନାହିଁ ଏହି ୨୯ ବର୍ଷୀୟ କ୍ରିକେଟର: ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: କ୍ରିକେଟର ଶେହାନ ଜୟସୂର୍ଯ୍ୟା ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପକ୍ଷରୁ ଆଉ କ୍ରିକେଟ ଖେଳିବେ ନାହିଁ। ୨୯ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍‌ ଆମେରିକାରେ ରହିବାର ନିଷ୍ପତ୍ତି ନେଇଛନ୍ତି। ପରିବାର ସହ ସେ ସେଠାରେ ରହିବେ। ଶ୍ରୀଲଙ୍କା ପକ୍ଷରୁ ସେ ୧୨ ଦିନିକିଆ…

ପଡ଼ିଆ ବାହାରେ ନୂଆ ରେକର୍ଡ କଲେ ଧୋନୀ: ଏହି ସଫଳତା ପାଇବାରେ ପାଲଟିଲେ ଦ୍ୱିତୀୟ କ୍ରିକେଟର

ନୂଆଦିଲ୍ଲୀ,୯।୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କେବଳ ଆଇପିଏଲ୍‌ରେ ନଜର ଆସିବେ ବୋଲି କହିଛନ୍ତି। ଏବେ ସେ ରାଞ୍ଚିରେ ପରିବାର ସହ ସମୟ ବିତାଉଛନ୍ତି। ପଡ଼ିଆରୁ ଦୂରରେ ଥିଲେ ହେଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?