ଅଷ୍ଟ୍ରେଲିଆ ବିପକ୍ଷରେ ହିଟ୍ମ୍ୟାନଙ୍କ ରେକର୍ଡ: ଏହି ସ୍ପେଶାଲ ଶତକ କରିବାରେ ପାଲଟିଲେ ବିଶ୍ୱରେ ପ୍ରଥମ କ୍ରିକେଟର
ସିଡନୀ,୮।୧: ଭାରତର ହିଟ୍ମ୍ୟାନ୍ ରୋହିତ ଶର୍ମା ତୃତୀୟ ଟେଷ୍ଟ ମ୍ୟାଚ୍ରେ ରେକର୍ଡ କରିଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ଛକା ମାରିଥିବା ବିଶ୍ୱର ପ୍ରଥମ ଖେଳାଳି ପାଲଟିଛନ୍ତି ସେ। ଏଯାବତ ସେ ୬୫ଟି ମ୍ୟାଚ୍ର ୬୭ପାଳିରେ ୨୮୩୪ ରନ୍ କରିଛନ୍ତି।…
ଦ୍ୱିତୀୟ ଦିନ ଖେଳ ଶେଷ: ଭାରତ ୯୬/୨
ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ଭଲ ଆରମ୍ଭ ଦେଇଛନ୍ତି ରୋହିତ୍ ଶର୍ମା ଓ ଶୁବମାନ ଗିଲ। ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ କରି ଅଲଆଉଟ ହୋଇଥିଲା। ଜବାବରେ…
ପଡ଼ିଆରେ କେବେହେଲେ ଜାତୀୟ ସଂଗୀତ ଗାଇ ନାହାନ୍ତି ଏହି କ୍ରିକେଟର
ଯେକୌଣସି ଖେଳ ହେଉ, ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ସବୁଠାରୁ ଗର୍ବର ବିଷୟ ହେଉଛି ପଡ଼ିଆରେ ନିଜ ଦେଶର ଜାତୀୟ ସଂଗୀତ ଗାନ କରିବା। ଅଲମ୍ପିକରେ ହେଉ ଅବା କ୍ରିକେଟ ମ୍ୟାଚ୍ ପୂର୍ବରୁ, ଦଳ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥାଏ। କିନ୍ତୁ…
ଟେଷ୍ଟ ମ୍ୟାଚ୍ରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର
୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍ କୋଡ୍ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ କ୍ରିକେଟ ଖେଳାଯାଉଥିଲା। ପ୍ରତି ଟେଷ୍ଟ ମ୍ୟାଚ୍ ୬ ଦିନ ଯାଏ ସକାଳୁ-ସନ୍ଧ୍ୟା ପର୍ଯ୍ୟନ୍ତ ଖେଳା…
ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୮।୧: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଅନେକ ଥର ରନ୍ ନ କରି ଆଉଟ୍ ହୋଇଛନ୍ତି। ଶ୍ରୀଲଙ୍କାର ମୁଥେୟା…
ସ୍ତ୍ରୀଙ୍କ ହାତରୁ ଗାଜର ହାଲଓ୍ବା ଖାଇ ଖୁସିହେଲେ ଏହି କ୍ରିକେଟର
ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ ଦୁବାଇରୁ ହନିମୁନ୍ ସାରି ଭାରତ ଫେରିଛନ୍ତି। ଦିଲ୍ଲୀ ଫେରିବା ପରେ ସ୍ତ୍ରୀ ଧନଶ୍ରୀ ବର୍ମା ଶାଶୁ ଘରେ ବହୁତ ଏନ୍ଜୟ କରୁଛନ୍ତି। କେତେବେଳେ ନଣନ୍ଦଙ୍କର ଜନ୍ମଦିନ ପାଳନ କରୁଛନ୍ତି ତ ଆଉ…
ଜାଡେଜାଙ୍କ ‘ରକେଟ୍ ଥ୍ରୋ’ରେ ଧରାଶାୟୀ ସ୍ମିଥ୍: ପ୍ରଶଂସକ କହିଲେ ବାଃ ବାଃ
ସିଡନୀ,୮।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଭାରତ ଉପରେ ଦୃଢ଼ ପ୍ରଦର୍ଶନ କରିଥିଲା, କିନ୍ତୁ ରବିନ୍ଦ୍ର ଜାଡେଜା ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ୪ଟି ଉଇକେଟ ନେଇ ଅଷ୍ଟ୍ରେଲିଆକୁ ଧରାଶାୟୀ କରିଥିଲେ।ଭାଙ୍ଗିଥିଲେ।…
୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତାଲିକାରେ ନାମ
ନୂଆଦିଲ୍ଲୀ,୮।୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି ଫର୍ମାଟରେ ସଂଯମତାର ରକ୍ଷା କରିବାକୁ ପଡ଼ିଥାଏ। ହେଲେ କିଛି ବ୍ୟାଟ୍ସମ୍ୟାନ୍ ଏଭଳି ଥାନ୍ତି, ଯେଉଁମାନେ…
ସଚିନ, କୋହଲିଙ୍କୁ ପଛରେ ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୮।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ତାଙ୍କର ୨୭ତମ ଟେଷ୍ଟ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଷ୍ଟିଭ ସ୍ମିଥ ପ୍ରଥମ ଇନିଂସରେ ଚମତ୍କାର ଶତକ ହାସଲ କରି ଫର୍ମକୁ…
ଅଷ୍ଟ୍ରେଲିଆ ୩୩୮ରେ ଅଲଆଉଟ୍
ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂଶରେ ଅଷ୍ଟ୍ରେଲିଆ ୩୩୮ ରନ୍ରେ ଅଲଆଉଟ ହୋଇଯାଇଛି। ଷ୍ଟିଭ୍ ସ୍ମିଥ୍ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୦୦ ରନ୍ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଟସ ଜିତି…
ଆଇପିଏଲ୍ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍ ପ୍ରିମିୟମ ଲିଗ୍ର ୧୩ତମ ସିଜିନରେ ସେମିତି କିଛି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏବେ ୧୪ତମ ସିଜିନ୍ରେ ସେ ଇତିହାସ ରଚିବାକୁ ଯାଉଛନ୍ତି। ଧୋନୀ ଆଇପିଏଲ୍ ୨୦୨୧ରେ…
ପୂର୍ବାଞ୍ଚଳ ପ୍ରତିଭା ଚୟନ ଜୋନାଲ କମିଟିରେ ପ୍ରବୋଧ
ଭୁବନେଶ୍ୱର, ୮।୧ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏନ୍ଆଇଏସ୍ ଆଥଲେଟିକ୍ କୋଚ୍ ତଥା ଅନ୍ତର୍ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରବୋଧ କୁମାର ମହାନ୍ତିଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ପୂର୍ବାଞ୍ଚଳର ପ୍ରତିଭା ଚୟନ ଜୋନାଲ…

