ପେନ୍ଙ୍କୁ ଜରିମାନା
ଦୁବାଇ,୧୧।୧(ପି.ଟି.): ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ସିଡ୍ନୀରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଅମ୍ପାୟରଙ୍କ ଏକ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ…
ବାଲ୍ୟ ବାନ୍ଧବୀଙ୍କୁ ଜୀବନସାଥୀ କରିଥିଲେ ରାହୁଲ…
ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍ଙ୍କୁ ସୋମବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ରେ ପାଦ ଥାପିଛନ୍ତି। ୧୯୭୩ ଜାନୁୟାରୀ ୧୧ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଖେଳ ପରି ତାଙ୍କ ଲଭ୍ ଲାଇଫ୍ ମଧ୍ୟ ବେଶ୍ ନିଆରା।…
ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍: ଲାୟନ୍ସ ୨୨ ରନରେ ବିଜୟୀ
ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଲାୟନ୍ସ ୨୨ ରନରେ ଚିତାସ୍କୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ…
ଇଣ୍ଡିଆନ ସୁପରଲିଗ୍: ଓଡ଼ିଶା ଏଫ୍ସି ବନାମ ଚେନ୍ନାଇନ୍ ସୁଯୋଗ ହାତଛଡ଼ା, ମ୍ୟାଚ ଡ୍ର
ବାମ୍ବୋଲିମ୍, ୧୧।୧- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ରେ ରବିବାର ଅନୁଷ୍ଠିତ ଓଡ଼ିଶା ଏଫ୍ସି-ଚେନ୍ନାଇନ୍ ମ୍ୟାଚ ଗୋଲ ଶୂନ୍ୟ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା କରିବାରୁ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଛନ୍ତି। ୧୦ ମ୍ୟାଚରୁ ୧ ବିଜୟ, ୬…
ଆଇସିସି ବୋର୍ଡ ବୈଠକରେ ଯୋଗଦେବେ ଜୟ ଶାହା
ନୂଆଦିଲ୍ଲୀ, ୧୧ା୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍ଘାତ ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ ଚଳିତମାସରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ବୈଠକରେ ତାଙ୍କ ବଦଳରେ ବିସିସିଆଇ…
ଚିଠିରେ ‘କ୍ରୁନାଲ ମୋତେ ଧମକ ଦେଇଛନ୍ତି’ ଲେଖି ଇଭେଣ୍ଟରୁ ଓହରିଲେ ହୁଡା
ମୁମ୍ବାଇ,୧୦।୧- ଦେଶର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି। ଅଲରାଉଣ୍ଡର ଦୀପକ ହୁଡା ରବିବାର ବରୋଦା କ୍ରିକେଟ ଆସୋସିଏଶନକୁ ଅଭିଯୋଗ ଭରା ପତ୍ର ଲେଖି ଆଗାମୀ ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟରୁ ଓହରି ଯାଇଛନ୍ତି।…
ରାଗିଗଲେ କୋହଲି: କହିଲେ, ସବୁ ସୀମା ଟପିଗଲା
ମୁମ୍ବାଇ,୧୦।୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର କରିବା ସହିତ ବିଗ ମଙ୍କି ଏବଂ ବ୍ରାଉନ ଡଗ ବୋଲି କହିଥିଲେ। ଏହାକୁ ନେଇ…
ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍ରୁ ହଟିଲେ ଦର୍ଶକ
ସିଡ୍ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା। ପୁଣି ଥରେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶୀକାର ହୋଇଛନ୍ତି ଭାରତୀୟ ପେସର ମହମ୍ମଦ ସିରାଜ। ଏ…
ଏକଦା ପଙ୍କଚର ମାରିବା ପାଇଁ ସାଙ୍ଗମାନଙ୍କଠାରୁ ଟଙ୍କା ଉଧାର ନେଉଥିଲେ; ଏବେ କୋଟିପତି ଏହି ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ଏକାଦଶରେ ସ୍ଥାନ ମିଳିଛି। ଏଯାବତ ସେ ୬ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିସାରିଲେଣି। ଉପରକୁ ସ୍ବାଭାବିକ ଲାଗୁଥିଲେ ହେଁ ଏହି ଷ୍ଟାର ବୋଲରଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। ଏକ ସମୟରେ ସାମାନ୍ୟ ପଙ୍କଚର…
ସାମ୍ନାକୁ ଆସିଲା ସତ: ଭାରତୀୟ ବୋଲର୍ଙ୍କୁ ଏମିତି କହି ଗାଳି ଦେଲେ ଦର୍ଶକ
ସିଡନୀ, ୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର କିଛି ଦର୍ଶକ ସମସ୍ତ ସୀମା ଅତିକ୍ରମ କରିଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର…
ଭାରତକୁ କ୍ଷମା ମାଗିଲା ଅଷ୍ଟ୍ରେଲିଆ
ସିଡନୀ,୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଦର୍ଶକ ପୁଣି ଥରେ ସୀମା ଅତିକ୍ରମ କରିଛନ୍ତି। ଭାରତୀୟ ବୋଲର୍ ମହମ୍ମଦ ସିରାଜଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ମ୍ୟାଚର ତୃତୀୟ ଦିନରେ ମଧ୍ୟ…
ଇଞ୍ଜେକସନ୍ ନେଇ ବ୍ୟାଟିଂ କରିବେ ଜାଡେଜା!
ସିଡନୀ,୧୦।୧: ଭାରତୀୟ ଦଳ ପାଇଁ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବେ। ସିଡନୀ ଟେଷ୍ଟରେ ଯଦି ଆବଶ୍ୟକ ହୁଏ, ଜାଡେଜା ଯନ୍ତ୍ରଣାରୁ ମୁକ୍ତି ଇଞ୍ଜେକ୍ସନ ନେଇ ବ୍ୟାଟିଂ…

