ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି
ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍ରେ ସେ ୧୬୧.୩ କିମି ବେଗରେ ବଲ୍ ଫିଙ୍ଗିଥିଲେ। ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା।…
ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍ ଯୋଗୁ ଐତିହାସିକ ରନ୍ କରିଥିଲେ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ ନ ଥିଲା। ବିଶେଷକରି କିଛି ଖେଳାଳି ନିଜର ଫିଲ୍ଡିଂକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି।…
ଚିନ୍ତାରେ ଭାରତୀୟ ଟିମ୍: ପନ୍ତଙ୍କ ପରେ ଜାଡେଜା ଗଲେ ଡାକ୍ତରଖାନା
ସିଡନୀ,୯।୧: ଭାରତୀୟ ଦଳ ପାଇଁ ଗୋଟିଏ ପରେ ଗୋଟିଏ ଖରାପ ଖବର ଆସିବାରେ ଲାଗିଛି। ଷ୍ଟାର ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିବା ପରେ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି। ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ସ୍କାନ…
ଭାରତକୁ ଝଟକା: କୁମିନ୍ସଙ୍କ ବାଉନ୍ସରରେ ଆହତ ପରେ ଡାକ୍ତରଖାନା ଗଲେ ଏହି କ୍ରିକେଟର
ସିଡନୀ,୯।୧: ଭାରତୀୟ ଟିମ୍ର ଉଇକେଟ୍କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ଆହତ ହୋଇଛନ୍ତି। ସିଡନୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ବ୍ୟାଟିଂ ସମୟରେ ପ୍ୟାଟ୍ କୁମିନ୍ସଙ୍କ ବାଉନ୍ସରରେ ତାଙ୍କର ବାମ ହାତରେ ଆଘାତ ଲାଗିଛି। ତାଙ୍କୁ ସ୍କାନ…
ଜନ୍ମଦିନରେ ହାଟ୍ରିକ୍ ନେଇଥିବା ବିଶ୍ୱର ଏକମାତ୍ର ଖେଳାଳି ହେଉଛନ୍ତି ଏହି କ୍ରିକେଟର, ରେକର୍ଡ ଭାଙ୍ଗିନାହାନ୍ତି କେହି
ନୂଆଦିଲ୍ଲୀ,୯।୧: କ୍ରିକେଟରେ କିଛି ବି ସମ୍ଭବ। ହେଲେ ଦୀର୍ଘଦିନର କ୍ରିକେଟ ଇତିହାସରେ ଏପରି କିଛି ଘଟଣା ଅଛି, ଯାହା ଥରଟିଏ ହୋଇଛି। ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଜନ୍ମଦିନରେ ହାଟ୍ରିକ୍ କରିଥିଲେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ…
ସିଡନୀ ଟେଷ୍ଟ: ଭାରତ ୨୪୪ରେ ଅଲ୍ଆଉଟ୍; ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା
ସିଡନୀ,୯।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଶନିବାର ଖେଳ ଜାରି ରହିଛି। ଘରୋଇ ଟିମ୍ ପ୍ରଥମ ପାଳିରେ ୩୩୮ ରନ୍ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୨୪୪ ରନ୍ କରି ଅଲ୍ଆଉଟ୍ ହୋଇଛି। ଫଳରେ ଘରୋଇ…
୩ ବ୍ୟାଡ୍ମିଣ୍ଟନ ଖେଳାଳି ଆଜୀବନ ବାସନ୍ଦ
ନୂଆଦିଲ୍ଲୀ, ୯ା୧ (ପି.ଟି.)-ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ଶୁକ୍ରବାର ଇଣ୍ଡୋନେସିଆର ୩ଜଣ ବ୍ୟାଡ୍ମିଣ୍ଟନ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିଛି। ଏହି ଖେଳାଳି ତ୍ରୟଙ୍କ ବିରୋଧ ମ୍ୟାଚ ଫିକ୍ସିଂ, ମ୍ୟାଚ ଜାଲିଆତି ଓ ବେଟିଂରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ପରସ୍ପରକୁ ଜାଣିଥିବା…
ବୋଲିଂ ପାଇଁ ଦନଞ୍ଜୟଙ୍କୁ ଅନୁମତି
ଦୁବାଇ, ୯ା୧ (ପି.ଟି.)-ଶ୍ରୀଲଙ୍କା ସ୍ପିନର ଆକିଲା ଦନଞ୍ଜୟଙ୍କ ବୋଲିଂ ଆକ୍ସନରେ ସୁଧାର ଆସିଛି। ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର କହିଛି। ୨୦୧୯ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଗାଲେଠାରେ ଅନୁଷ୍ଠିତ…
ଜୁନିୟର ମହିଳା ହକି ଦଳ ଚିଲି ଗସ୍ତ କରିବ: ଭାରତୀୟ ଦଳରେ ୩ ଓଡ଼ିଆ
ନୂଆଦିଲ୍ଲୀ,୯।୧(ପି.ଟି.): ଭାରତୀୟ ଜୁନିୟର ମହିଳା ହକି ଦଳ ଗୋଟିଏ ବର୍ଷ ପରେ ପୁଣି ଥରେ ପେସାଦାର ଖେଳକୁ ଫେରିିବ। କୋଡିଡ୍-୧୯ କାରଣରୁ ପାଖାପାଖି ଗୋଟିଏ ବର୍ଷର ବ୍ରେକ୍ ପରେ ଭାରତୀୟ ଦଳ ଏବେ ଚିଲି ଗସ୍ତ କରିବ। ଏହି ଗସ୍ତରେ ଭାରତ…
ପୂର୍ବତନ ଫୁଟବଲ ଖେଳାଳିଙ୍କୁ ସରକାରଙ୍କ ପ୍ରୋତ୍ସାହନ
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)-ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳିମାନେ ଆଗକୁ ବଢ଼ିବାପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ପ୍ରୋତ୍ସାହନ ସ୍ବରୂପ ଓଡ଼ିଶାରେ ଫୁଟବଲ ରେଫରିଙ୍କ ସଂଖ୍ୟା ବୃଦ୍ଧିସହ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଖେଳ ଜୀବନ ପରେ ଘରେ ବସି…
ମୋ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ଥିଲା : ଜାଡେଜା
ସିଡ୍ନୀ,୮।୧- ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପୂରା ଛାଇ ରହିଥିଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ବୋଲିଂ ହେଉ କି ଫିଲ୍ଡିଂ, ସବୁ ବିଭାଗରେ ତାଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟିର। ବୋଲିଂରେ…
ଦମ୍ଦାର ବ୍ୟାଟିଂକୁ ନେଇ ହୃଦୟ ଜିତିଲେ ଏହି ଭାରତୀୟ କ୍ରିକେଟର; କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ..
ସିଡନୀ,୮।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରଶଂସନୀୟ ପାଳି ଖେଳିଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ। ନିଜ କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ ଶୁକ୍ରବାର ସେ ଅର୍ଦ୍ଧଶତକ କରିଥିଲେ। ଏଥିରେ ୮ ଚଉକା ରହିଥିଲା। ଘରୋଇ ଦଳକୁ ୩୩୮ ରନ୍ରେ ଅଲଆଉଟ୍…

