ଖେଳ

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଗତ ମୁମ୍ବାଇ ସିଟି ଏଫ୍‌ସିକୁ ମିଶାଇ କ୍ରମାଗତ ୩ ମ୍ୟାଚରେ ପରାଜିତ…

ଫେବୃୟାରୀରେ ଅଲିମ୍ପିକ କ୍ୱାଲିଫାଇଙ୍ଗ ରେସ୍‌ ଓ୍ବାକ୍‌ ଇଭେଣ୍ଟ

ନୂଆଦିଲ୍ଲୀ, ୭।୧(ପି.ଟି.): ଆସନ୍ତା ମାସରୁ ଭାରତର ଆଥଲେଟିକ ସେସନ ଆରମ୍ଭ ହେବା ନିଶ୍ଚତ ହୋଇଛି। ଫେବୃୟାରୀରେ ଜାତୀୟ ଓପନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ ଆରମ୍ଭ ହେବ। ଏହା ଅଲିମ୍ପିକ କ୍ୱାଲିଫାଇଙ୍ଗ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି ବୁଧବାର ଜାତୀୟ ଫେଡେରେଶନ…

ଟେଷ୍ଟ ସିରିଜ: ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଖ୍ରୀଷ୍ଟଚର୍ଚ୍ଚ, ୭।୧(ଏପି): ଯୁବ ଦ୍ରୁତ ବୋଲର କାଇଲ ଜେମିସନଙ୍କ ଅସାଧାରଣ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ସ୍ଥାନୀୟ ହାଗଲି ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ପାକିସ୍ତାନକୁ ବୁଧବାର ଏକ ଇନିଂସ ଓ ୧୭୬ ରନରେ ପରାସ୍ତ କରିଛି। ଫଳରେ…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ନ୍ୟୁଜିଲାଣ୍ଡ ପ୍ରଥମଥର ନମ୍ବରଓ୍ବାନ

ଦୁବାଇ, ୭।୧(ପି.ଟି.)- ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନ ହାସଲ କରିଛି। ଖ୍ରୀଷ୍ଟଚର୍ଚ୍ଚରେ ବୁଧବାର ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନକୁ ଏକ ଇନିଂସ ୧୭୬ ରନରେ ହରାଇବାପରେ ନ୍ୟୁଜିଲାଣ୍ଡ ଏହାର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର…

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଗୋଆ ମ୍ୟାଚ୍‌ ଡ୍ର

ଭାସ୍କୋ, ୭।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଇଷ୍ଟ ବେଙ୍ଗଲ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଇଷ୍ଟ…

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ୯ମ ମ୍ୟାଚ; କେରଳ ବିପକ୍ଷରେ ବିଜୟ ଆଶା

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଗୁରୁବାର ଏହାର ୯ମ ମ୍ୟାଚ ଖେଳିବ। ଭୁବନେଶ୍ୱରଭିତ୍ତିକ ଦଳର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି କେରଳ ବ୍ଲାଷ୍ଟର୍ସ। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ବର୍ତ୍ତମାନ ସୁଦ୍ଧା ୮ଟି…

ନକ୍‌ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ଗମ୍ଭାରୀଗୁଡ଼ା, କର୍ଲାକୋଟ ବିଜୟୀ

କୋକସରା,୬।୧: କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମରେ ବୁଧବାର ମା’ ଆଦିଶକ୍ତି ନକ୍‌ଆଉଟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ଗମ୍ଭାରୀଗୁଡ଼ା ଓ କାଶିବାହାଲ ଦଳ ମଧ୍ୟରେ ହୋଇଥିଲା। ଗମ୍ଭାରୀଗୁଡା ବ୍ୟାଟିଂ କରି ନିର୍ଦ୍ଧାରିତ…

ପୁରୁଷ ଟେଷ୍ଟ ପରିଚାଳନା କରିବେ ପ୍ରଥମ ମହିଳା ଅଫିସିଆଲ କ୍ଲେର ପୋଲୋସାକ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆର କ୍ଲେର ପୋଲୋସାକ ପ୍ରଥମ ମହିଳା ମ୍ୟାଚ୍‌ ଅଫିସିଆଲ ଭାବେ ପୁରୁଷଙ୍କ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିବାକୁ ଯାଉଛନ୍ତି। ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ରେ ଚତୁର୍ଥ ଅମ୍ପାୟର…

ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍‌ ପ୍ରବୀଣ ଆମ୍ରେ

ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍‌ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ ପ୍ରବୀଣଙ୍କ ସହ ଚୁକ୍ତି କରାଯାଇଥିବା ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର କୁହାଯାଇଛି। ଦିଲ୍ଲୀ ଦଳ…

ସିଡ୍‌ନୀ ଟେଷ୍ଟ: ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ସିଡ୍‌ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ ଷ୍ଟାଡିୟମରେ ପୂରା ସମୟ ମାସ୍କ ପିନ୍ଧିବେ। କେବଳ ଖାଇବା ଓ ପିଇବାବେଳେ ସେମାନେ ମାସ୍କ…

ସିଡନୀ ଟେଷ୍ଟ ପାଇଁ ଭାରତ ଏକାଦଶ ଘୋଷଣା: ରୋହିତ ସାମିଲ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁର ସୁଯୋଗ

ସିଡନୀ,୬।୧: ଗୁରୁବାରଠାରୁ ସିଡନୀରେ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଏକାଦଶ ଘୋଷଣା କରିଛି। ଯୁବ ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ସାଇନି ତାଙ୍କର ଟେଷ୍ଟ ଡେବ୍ୟୁ…

ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଟିମ୍‌ ପାଲଟିଲା ନ୍ୟୁଜିଲାଣ୍ଡ, ପଛରେ ପଡ଼ିଲା ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୬।୧: ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ୍‌ ଟିମ୍‌ ହୋଇଛି ନ୍ୟୁଜିଲାଣ୍ଡ। ଚିରପ୍ରତିନ୍ଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଇସିସି ର଼୍ୟାକିଂରେ ପ୍ରଥମ ସ୍ଥାନ ହାସଲ କରିଛି ଦଳ। ଜାନୁୟାରୀ ୩ରୁ ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?